ଫିନ୍‌ଲାଣ୍ଡରେ ହେବ ବାଥଲୋନ୍‌ ବିଶ୍ୱକପ୍‌

ମସ୍କୋ: ରୁଷିଆ ବଦଳରେ ଫିନ୍‌ଲାଣ୍ଡର କଣ୍ଟିଓଲଥି ସହରରେ ବିଏମ୍‌ଡବ୍ଲ୍ୟୁ ବାଥଲୋନ୍‌ ବିଶ୍ୱକପ୍‌-୮ ଅନୁଷ୍ଠିତ ହେବ। ଏ ନେଇ ଇଣ୍ଟରନ୍ୟାସନାଲ ବାଥଲୋନ୍‌ ୟୁନିୟନ (ଆଇବିୟୁ) ପକ୍ଷରୁ ସ୍ପଷ୍ଟ କରାଯାଇଛି। ଗତ ଡିସେମ୍ବରରେ ରୁଷିଆ ବାଥଲୋନ୍‌ ୟୁନିୟନ (ଆରବିୟୁ) ୨୦୧୭ ବାଥଲୋନ୍‌ ବିଶ୍ୱକପ ଓ ୟୁଥ ଚାମ୍ପିଅନସିପ୍‌ ଆୟୋଜନରୁ ଓହରି ଯାଇଥିଲା। ଏହା ପରେ ବାଥଲୋନ୍‌ ବିଶ୍ୱକପ୍‌ ଫିନ୍‌ଲାଣ୍ଡରେ ଆୟୋଜନ କରାଯିବାକୁ ଆଇବିୟୁ ପକ୍ଷରୁ କୁହାଯାଇଛି।

biathlon

Rakesh Mallick
  • Published: Sunday, 08 January 2017
  • , Updated: 08 January 2017, 05:33 PM IST

ମସ୍କୋ: ରୁଷିଆ ବଦଳରେ ଫିନ୍‌ଲାଣ୍ଡର କଣ୍ଟିଓଲଥି ସହରରେ ବିଏମ୍‌ଡବ୍ଲ୍ୟୁ ବାଥଲୋନ୍‌ ବିଶ୍ୱକପ୍‌-୮ ଅନୁଷ୍ଠିତ ହେବ। ଏ ନେଇ ଇଣ୍ଟରନ୍ୟାସନାଲ ବାଥଲୋନ୍‌ ୟୁନିୟନ (ଆଇବିୟୁ) ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଗତ ଡିସେମ୍ବରରେ ରୁଷିଆ ବାଥଲୋନ୍‌ ୟୁନିୟନ (ଆରବିୟୁ) ୨୦୧୭ ବାଥଲୋନ୍‌ ବିଶ୍ୱକପ ଓ ୟୁଥ ଚାମ୍ପିଅନସିପ୍‌ ଆୟୋଜନରୁ ଓହରି ଯାଇଥିଲା। ଏହା ପରେ ବାଥଲୋନ୍‌ ବିଶ୍ୱକପ୍‌ ଫିନ୍‌ଲାଣ୍ଡରେ ଆୟୋଜନ କରାଯିବାକୁ ଆଇବିୟୁ ପକ୍ଷରୁ କୁହାଯାଇଛି।

Related story