କେପଟାଉନ୍‌ ଟେଷ୍ଟ: ଆଫ୍ରିକାର ପ୍ରତିଆକ୍ରମଣରେ ଭାରତ ଘାଇଲା

କେପଟାଉନ୍‌: କେପଟାଉନ୍‌ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତର ଆକ୍ରମଣର ପ୍ରତିଆକ୍ରମଣ କରିଛି ଦକ୍ଷିଣଆଫ୍ରିକା। ପ୍ରଥମ ଦିନରେ ଭାରତର ଘାତକ ବୋଲିଂ ଆଗରେ ଦକ୍ଷିଣଆଫ୍ରିକା ୨୮୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି। ଆଫ୍ରିକାର ପ୍ରତିଆକ୍ରମଣରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି। ମାତ୍ର ୨୮ ରନ୍‌ରେ ୩ ମୂଲ୍ୟବାନ ୱିକେଟ୍‌ ହରାଇଛି। ଟସ୍‌ ଜିତି ଦକ୍ଷିଣଆଫ୍ରିକା ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମାତ୍ର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଫେଲ୍‌ ମାରିଥିଲେ। ଓପ୍ନର ଡିନ୍‌ ଇଗର ଶୁନ, ମର୍କେଲ ୫ ଓ ହାସିମ୍‌ ଆମ୍ଲା […]

29746

29746

Rakesh Mallick
  • Published: Friday, 05 January 2018
  • Updated: 05 January 2018, 10:37 PM IST

Sports

Latest News

କେପଟାଉନ୍‌: କେପଟାଉନ୍‌ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତର ଆକ୍ରମଣର ପ୍ରତିଆକ୍ରମଣ କରିଛି ଦକ୍ଷିଣଆଫ୍ରିକା। ପ୍ରଥମ ଦିନରେ ଭାରତର ଘାତକ ବୋଲିଂ ଆଗରେ ଦକ୍ଷିଣଆଫ୍ରିକା ୨୮୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି। ଆଫ୍ରିକାର ପ୍ରତିଆକ୍ରମଣରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି। ମାତ୍ର ୨୮ ରନ୍‌ରେ ୩ ମୂଲ୍ୟବାନ ୱିକେଟ୍‌ ହରାଇଛି।

ଟସ୍‌ ଜିତି ଦକ୍ଷିଣଆଫ୍ରିକା ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମାତ୍ର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଫେଲ୍‌ ମାରିଥିଲେ। ଓପ୍ନର ଡିନ୍‌ ଇଗର ଶୁନ, ମର୍କେଲ ୫ ଓ ହାସିମ୍‌ ଆମ୍ଲା ୫ ରନ୍‌ରେ ଆଉଟ୍‌ ହୋଇଯାଇଥିଲେ। ୩ ଜଣଙ୍କୁ ଭୁବନେଶ୍ୱର କୁମାର ଆଉଟ୍‌ କରିଥିଲେ। ପରେ ଆଉ ଗୋଟିଏ ୱିକେଟ୍‌ ନେଇ ଦକ୍ଷିଣଆଫ୍ରିକର ବ୍ୟାଟିଂ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ସେହିପରି ରବିଚନ୍ଦ୍ରନ ଅଶ୍ୱୀନ ୨ଟି, ମହମ୍ମଦ ଶାମୀ, ଜସ୍‌ପ୍ରିତ ବୁମ୍‌ରା ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଯାହାଫଳରେ ଦକ୍ଷିଣ ଆଫ୍ରିକା ମାତ୍ର ୨୮୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି।

ଭାରତ ମଧ୍ୟ ପ୍ରଥମ ଇନିଂସରେ ବିପର୍ଯ୍ୟୟରେ ସମ୍ମୁଖୀନ ହୋଇଛି। ମାତ୍ର ୨୮ ରନ୍‌ରେ ମୂରଲୀ ବିଜୟ, ଶିଖର ଧାୱନ ଓ ଅଧିନାୟକ ବିରାଟ କୋହଲି ହୋଇଯାଇଛନ୍ତି। ବର୍ତ୍ତମାନ ଚେତେଶ୍ୱର ପୂଜାରା ଓ ରୋହିତ ଶର୍ମା ବ୍ୟାଟିଂ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story