ହସ୍ପିଟାଲରେ ଭାରତର କିମ୍ବଦନ୍ତୀ କ୍ରିକେଟର୍

ବେଙ୍ଗାଲୁରୁ: ଭାରତର ପୂର୍ବତନ ଲେଗ୍ ସ୍ପିନର୍ ବିଏସ୍ ଚନ୍ଦ୍ରଶେଖର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୭୫ ବର୍ଷୀୟ ଚନ୍ଦ୍ରଶେଖରଙ୍କୁ ହାଲୁକା ଷ୍ଟ୍ରୋକ୍ ଆସିଥିଲା, ଯାହା ପରେ ତାଙ୍କୁ ବେଙ୍ଗାଲୁରୁସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏ ନେଇ ଚନ୍ଦ୍ରଶେଖରଙ୍କ ପତ୍ନୀ ସନ୍ଧ୍ୟା ଚନ୍ଦ୍ରଶେଖର ଭଗବତ ସୂଚନା ଦେଇଛନ୍ତି। ବର୍ତ୍ତମାନ ଚନ୍ଦ୍ରଶେଖରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ଏବଂ ବୁଧବାର ଘରକୁ ଫେରିପାରନ୍ତି ବୋଲି ତାଙ୍କ ପତ୍ନୀ କହିଛନ୍ତି। ଶୁକ୍ରବାର ଚନ୍ଦ୍ରଶେଖର ସାମାନ୍ୟ କ୍ଲାନ୍ତ ଅନୁଭୂତ କରିଥିଲେ, ଯାହା ପରେ […]

chandrasekhar

chandrasekhar

Ranjit Kumar Jena
  • Published: Monday, 18 January 2021
  • Updated: 18 January 2021, 01:43 PM IST

Sports

Latest News

ବେଙ୍ଗାଲୁରୁ: ଭାରତର ପୂର୍ବତନ ଲେଗ୍ ସ୍ପିନର୍ ବିଏସ୍ ଚନ୍ଦ୍ରଶେଖର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୭୫ ବର୍ଷୀୟ ଚନ୍ଦ୍ରଶେଖରଙ୍କୁ ହାଲୁକା ଷ୍ଟ୍ରୋକ୍ ଆସିଥିଲା, ଯାହା ପରେ ତାଙ୍କୁ ବେଙ୍ଗାଲୁରୁସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏ ନେଇ ଚନ୍ଦ୍ରଶେଖରଙ୍କ ପତ୍ନୀ ସନ୍ଧ୍ୟା ଚନ୍ଦ୍ରଶେଖର ଭଗବତ ସୂଚନା ଦେଇଛନ୍ତି। ବର୍ତ୍ତମାନ ଚନ୍ଦ୍ରଶେଖରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ଏବଂ ବୁଧବାର ଘରକୁ ଫେରିପାରନ୍ତି ବୋଲି ତାଙ୍କ ପତ୍ନୀ କହିଛନ୍ତି।

ଶୁକ୍ରବାର ଚନ୍ଦ୍ରଶେଖର ସାମାନ୍ୟ କ୍ଲାନ୍ତ ଅନୁଭୂତ କରିଥିଲେ, ଯାହା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କର ନ୍ୟୁରୋଲୋଜି ଚିକିତ୍ସା କରାଯାଇଛି। ତାଙ୍କୁ ପ୍ରଥମେ ICUରେ ରଖାଯାଇଥିଲା, କିନ୍ତୁ ଏବେ ସେ ସାଧାରଣ ୱାର୍ଡରେ ଥିବା ତାଙ୍କ ପତ୍ନୀ କହିଛନ୍ତି। ବର୍ତ୍ତମାନ ତାଙ୍କର ଫିଜିଓଥେରାପି ଚାଲିଛି।

ଚନ୍ଦ୍ରଶେଖର ଭାରତର ଅନ୍ୟତମ ମହାନ୍ ଲେଗ୍ ସ୍ପିନର, ଯିଏ ନିଜର ୧୬ ବର୍ଷର କ୍ୟାରିୟରରେ ଭାରତ ପକ୍ଷରୁ ୫୮ ଟେଷ୍ଟ ଖେଳି ୨୯.୭୪ ହାରରେ ୨୪୨ ୱିକେଟ୍ ନେଇଛନ୍ତି। ସେହିପରି ସେ ମାତ୍ର ଗୋଟିଏ ଦିନିକିଆ ଖେଳି ୩ଟି ୱିକେଟ୍ ନେଇଛନ୍ତି। ବିଶନ୍ ସିଂହ ବେଦୀ, ଇରାପଲ୍ଲୀ ପ୍ରସନ୍ନା ଓ ଭେଙ୍କଟ ରାଘବନଙ୍କ ଭଳି ମହାନ ସ୍ପିନରଙ୍କ ସହ ଚନ୍ଦ୍ରଶେଖର ୬୦ ଓ ୭୦ ଦଶକରେ ଖେଳିଥିଲେ। ୧୯୭୨ରେ ତାଙ୍କୁ ପଦ୍ମଶ୍ରୀ ଓ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story