ଭାରତର ପୂର୍ବତନ କ୍ରିକେଟର ମାଧବ ଆପଟେଙ୍କ ପରଲୋକ

ମୁମ୍ବାଇ: ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ମାଧବ ଆପଟେଙ୍କର ସୋମବାର ହୃହଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତିଯାଇଥିଲା, ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମାଧବ ଭାରତ ପକ୍ଷରୁ ୭ ଟେଷ୍ଟ ଖେଳିଥିଲେ। ଟେଷ୍ଟ କ୍ରିକେଟରେ ତାଙ୍କ ନାଁରେ ଏକ ଉଲ୍ଲେଖନୀୟ ରେକର୍ଡ ମଧ୍ୟ ରହିଛି। ମାଧବ ଗୋଟିଏ ଟେଷ୍ଟ ସିରିଜରେ ୪୦୦ରୁ ଅଧିକ ରନ୍ କରିବାରେ ଭାରତର ପ୍ରଥମ […]

APTE

APTE

Ranjit Kumar Jena
  • Published: Monday, 23 September 2019
  • Updated: 23 September 2019, 07:09 PM IST

Sports

Latest News

ମୁମ୍ବାଇ: ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ମାଧବ ଆପଟେଙ୍କର ସୋମବାର ହୃହଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତିଯାଇଥିଲା, ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମାଧବ ଭାରତ ପକ୍ଷରୁ ୭ ଟେଷ୍ଟ ଖେଳିଥିଲେ।

ଟେଷ୍ଟ କ୍ରିକେଟରେ ତାଙ୍କ ନାଁରେ ଏକ ଉଲ୍ଲେଖନୀୟ ରେକର୍ଡ ମଧ୍ୟ ରହିଛି। ମାଧବ ଗୋଟିଏ ଟେଷ୍ଟ ସିରିଜରେ ୪୦୦ରୁ ଅଧିକ ରନ୍ କରିବାରେ ଭାରତର ପ୍ରଥମ ଓପନିଂ ବ୍ୟାଟ୍ସମ୍ୟାନ୍ ହୋଇଥିଲେ। ସେ ୧୯୫୩ରେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ୪୬୦ ରନ୍ କରିଥିଲେ। ମାଧବ ଭାରତ ପକ୍ଷରୁ ୭ ଟେଷ୍ଟରେ ଗୋଟିଏ ଶତକ ଓ ତିନୋଟି ଅର୍ଦ୍ଧଶତକ ସହାୟତାରେ ୫୪୨ ରନ୍ କରିଥିଲେ। ତାଙ୍କର ସର୍ବୋଚ୍ଚ ସ୍କୋର ୧୬୩ ରନ୍ ରହିଥିଲା।

ପ୍ରଥମଶ୍ରେଣୀ କ୍ରିକେଟରେ ମାଧବ ୬୭ ମ୍ୟାଚରେ ୬ ଶତକ ସ ୧୬ ଅର୍ଦ୍ଧଶତକ ସହ ୩୩୩୬ ରନ୍ କରିଥିଲେ। ପ୍ରଥମଶ୍ରେଣୀ କ୍ରିକେଟରେ ତାଙ୍କର ସର୍ବାଧିକ ସ୍କୋର ୧୬୫ ରହିଥିଲା। ସେ ୧୯୫୨ ନଭେମ୍ବରରେ ପାକିସ୍ତାନ ବିପକ୍ଷରେ ମୁମ୍ବାଇରେ ଟେଷ୍ଟ କ୍ରିକେଟ୍ ପଦାର୍ପଣ କରିଥିଲେ। ସେ ନିଜର ଶେଷ ଟେଷ୍ଟ ୧୯୫୩ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ନିଜର ଶେଷ ଟେଷ୍ଟ ଖେଳିଥିଲେ। ପଦାର୍ପଣ ମ୍ୟାଚରେ ସେ ଯଥାକ୍ରମେ ୩୦ ଓ ଅପରାଜିତ ୧୦ ରନ୍ କରିଥିଲେ।

ତାଙ୍କ ପରଲୋକରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଶୋକ ପ୍ରକାଶ କରିଛନ୍ତି। ସଚିନ ଟ୍ୱିଟ୍ କରି କହିଛନ୍ତି, "ଯେତେବେଳେ ମୁଁ ୧୪ ବର୍ଷର ହୋଇଥିଲି, ଶିବାଜୀ ପାର୍କରେ ତାଙ୍କ ସହ ଖେଳିବାକୁ ସୁଯୋଗ ପାଇଥିଲି। ଏପରିକି ମୁଁ ଯେତେବେଳେ ୧୫ ବର୍ଷର ହୋଇଥିଲି, ସେ (ଆପଟେ) ଓ ଡୁଙ୍ଗରପୁର ସାର୍ (ରାଜସିଂହ ଡୁଙ୍ଗରପୁର) ମୋତେ ସିସିଆଇ ପକ୍ଷରୁ ଖେଳିବାକୁ ସୁଯୋଗ ଦେଇଥିଲେ। ସେ ମୋତେ ସର୍ବଦା ସମର୍ଥନ କରିଥିଲେ ଏବଂ ମୋର ଶୁଭଚିନ୍ତକ ମଧ୍ୟ ଥିଲେ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story