୬ ଜଣ ମହିଳାଙ୍କ ସହ ସଂପର୍କ ରଖିଥିଲେ, ଏବେ ଖୋଲିଲେ ଗୁମର

ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ରଶିକ୍ଷଣ ଦେବାକୁ କହି ଚର୍ଚ୍ଚାରେ ରହିଥିବା ପାକିସ୍ତାନର ପୂର୍ବତନ ଅଲ୍‌ରାଉଣ୍ଡର ଅବଦୁଲ୍ ରଜ୍ଜାକ୍‌ କହିଛନ୍ତି ଯେ, ସେ ଏକଦା ପାଞ୍ଚରୁ ଛଅ ଜଣ ମହିଳାଙ୍କ ସହ ସଂପର୍କ ରଖିଥିଲେ। ଏକ ପାକିସ୍ତାନୀ ଟିଭି ଶୋ’ରେ ସେ ଖୋଲାଲଖୋଲି ଭାବେ ଏ କଥା କହିଛନ୍ତି। ରଜ୍ଜାକ୍‌ କହିଛନ୍ତି, ଏହା ଭିତରୁ କିଛି ସଂପର୍କ ବର୍ଷେ ପର୍ଯ୍ୟନ୍ତ ଚାଲିଥିଲା। ଆଉ କିଛି ସଂପର୍କ ପ୍ରାୟ ଦେଢ଼ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ […]

abdul

abdul

Jitendra Garnayak
  • Published: Thursday, 18 July 2019
  • Updated: 18 July 2019, 03:33 PM IST

Sports

Latest News

ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ରଶିକ୍ଷଣ ଦେବାକୁ କହି ଚର୍ଚ୍ଚାରେ ରହିଥିବା ପାକିସ୍ତାନର ପୂର୍ବତନ ଅଲ୍‌ରାଉଣ୍ଡର ଅବଦୁଲ୍ ରଜ୍ଜାକ୍‌ କହିଛନ୍ତି ଯେ, ସେ ଏକଦା ପାଞ୍ଚରୁ ଛଅ ଜଣ ମହିଳାଙ୍କ ସହ ସଂପର୍କ ରଖିଥିଲେ। ଏକ ପାକିସ୍ତାନୀ ଟିଭି ଶୋ’ରେ ସେ ଖୋଲାଲଖୋଲି ଭାବେ ଏ କଥା କହିଛନ୍ତି।

ରଜ୍ଜାକ୍‌ କହିଛନ୍ତି, ଏହା ଭିତରୁ କିଛି ସଂପର୍କ ବର୍ଷେ ପର୍ଯ୍ୟନ୍ତ ଚାଲିଥିଲା। ଆଉ କିଛି ସଂପର୍କ ପ୍ରାୟ ଦେଢ଼ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା।

abdul1ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବାହାଘର ପରେ ହିଁ ରଜ୍ଜାକ୍‌ ଏହି ସବୁ ମହିଳାଙ୍କ ସହ ସଂପର୍କ ରକ୍ଷା କରିଥିଲେ। ସେ ଶୋ’ରେ ଏ କଥା ସ୍ୱୀକାର କରିଛନ୍ତି।

ନିକଟରେ ରଜ୍ଜାକ୍‌ କହିଥିଲେ, ହାର୍ଦ୍ଦିକ ପାଣ୍ଡ୍ୟା ହେଉଛନ୍ତି ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌। ବିଶ୍ୱକପ୍‌ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଲିଗ୍ ମ୍ୟାଚ୍ ପରେ ସେ କହିଥିଲେ ଯେ, ହାର୍ଦ୍ଦିକଙ୍କ କିଛି କିଛି ତ୍ରୁଟି ରହିଯାଉଛି। ସେ ସେଗୁଡ଼ିକ ଉପରେ ଧ୍ୟାନ ଦେବା ଜରୁରୀ। ଏହା ସହିତ ସେ ତାଙ୍କୁ ପ୍ରଶିକ୍ଷଣ ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ। ବିସିସିଆଇ ହାର୍ଦ୍ଦିକଙ୍କୁ ଜଣେ ଭଲ ଅଲ୍‌ରାଉଣ୍ଡର ଭାବେ ଦେଖିବାକୁ ଚାହୁଁଥିଲେ ସେ ପ୍ରଶିକ୍ଷଣ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ରଜ୍ଜାକ୍‌ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story