ଜର୍ଜ ବେଲି ଅଷ୍ଟ୍ରେଲିଆ ଟିମର ମୁଖ୍ୟ ଚୟନକର୍ତ୍ତା

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ଜର୍ଜ ବେଲିଙ୍କ ଜାତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ କରାଯାଇଛି। ବିଗ୍ ବ୍ୟାଶ୍ ଲିଗ୍ (ବିବିଏଲ)ର ପରବର୍ତ୍ତୀ ସଂସ୍କରଣ ପରେ ବେଲି ଅଷ୍ଟ୍ରେଲିଆ ଚୟନ କମିଟି ପ୍ୟାନେଲରେ ଯୋଗେ ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି। ୩୭ ବର୍ଷୀୟ ବେଲି ପୂର୍ବତନ କ୍ୟାପଟେନ୍ ଗ୍ରେଗ୍ ଚାପେଲଙ୍କ ସ୍ଥାନ ନେବେ। ଚୟନ କମିଟି ପ୍ୟାନେଲରେ ଟ୍ରେଭର୍ ହନ୍ସ ଓ ଜଷ୍ଟିନ୍ ଲାଙ୍ଗର ମଧ୍ୟ ଅଛନ୍ତି। ବେଲି କହିଛନ୍ତି, “ଏତେ ବର୍ଷ ଧରି […]

bailey

bailey

Ranjit Kumar Jena
  • Published: Wednesday, 27 November 2019
  • Updated: 27 November 2019, 05:53 PM IST

Sports

Latest News

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ଜର୍ଜ ବେଲିଙ୍କ ଜାତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ କରାଯାଇଛି। ବିଗ୍ ବ୍ୟାଶ୍ ଲିଗ୍ (ବିବିଏଲ)ର ପରବର୍ତ୍ତୀ ସଂସ୍କରଣ ପରେ ବେଲି ଅଷ୍ଟ୍ରେଲିଆ ଚୟନ କମିଟି ପ୍ୟାନେଲରେ ଯୋଗେ ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି। ୩୭ ବର୍ଷୀୟ ବେଲି ପୂର୍ବତନ କ୍ୟାପଟେନ୍ ଗ୍ରେଗ୍ ଚାପେଲଙ୍କ ସ୍ଥାନ ନେବେ। ଚୟନ କମିଟି ପ୍ୟାନେଲରେ ଟ୍ରେଭର୍ ହନ୍ସ ଓ ଜଷ୍ଟିନ୍ ଲାଙ୍ଗର ମଧ୍ୟ ଅଛନ୍ତି।

ବେଲି କହିଛନ୍ତି, "ଏତେ ବର୍ଷ ଧରି ଜଣେ ଖେଳାଳି ଭାବେ ଜାତୀୟ ଦଳର ସେବା କରିଥିବାରୁ ମୁଁ ଗର୍ବିତ। ଅଷ୍ଟ୍ରେଲିଆ ଟିମର ଚୟନକର୍ତ୍ତା ହେବା ମୋ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ।" ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍ ଆୟୋଜିତ ହେବ। ତେଣୁ ଏଭଳି ସ୍ଥିତିରେ ବେଲିଙ୍କ ନଜର ଅଷ୍ଟ୍ରେଲିଆ ଟି-୨୦ ଦଳର ଚୟନ ଉପରେ ରହିବ।

ବେଲି ଅଷ୍ଟ୍ରେଲିଆ ପକ୍ଷରୁ ୫ ଟେଷ୍ଟ, ୯୦ ଦିନିକିଆ ଓ ୩୦ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ପ୍ରଥମଶ୍ରେଣୀ କ୍ରିକେଟରେ ସେ ତାସମାନିଆ, ହୋବାର୍ଟ ହରିକେନ୍ସ ଓ ମେଲବର୍ଣ୍ଣ ଷ୍ଟାର୍ସ ପକ୍ଷରୁ ଖେଳିଛନ୍ତି। ବେଲିଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ୨୦୧୨ରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ବିଶ୍ୱକପର ସେମିଫାଇନାଲରେ ପହଞ୍ଚିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story