ଅଷ୍ଟ୍ରେଲିଆକୁ ହରାଇ ଫେଡ କପ୍‌ ଜିତିଲା ଫ୍ରାନ୍ସ

ପର୍ଥ: ରୋମାଞ୍ଚକର ଢଙ୍ଗରେ ଅଷ୍ଟ୍ରେଲିଆକୁ ୩-୨ରେ ହରାଇ ଫେଡ୍‌ କପ୍‌ ଟେନିସ୍‌ ଚାମ୍ପିୟନ ହୋଇଛି ଫ୍ରାନ୍ସ। ଏହି ଦଳଗତ ଚାମ୍ପିୟନଶିପ୍‌ର ଶେଷ ଲଢ଼େଇରେ ଫ୍ରାନ୍ସର କ୍ରିଷ୍ଟିନା ମାଲଡେନଭିଚ୍‌ ଓ କାରୋଲିନ ଗ୍ରାସିଆ ଅଷ୍ଟ୍ରେଲିଆର ଏ ବ୍ରାଟି ଓ ସମନ୍ଥା ଷ୍ଟୋସୁରଙ୍କୁ ୬-୪ ଏବଂ ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ଏହି ବିଜୟ ସହ ଫ୍ରାନ୍ସ ପ୍ରତିପକ୍ଷ ଅଷ୍ଟ୍ରେଲିଆକୁ ୩-୨ ସେଟ୍‌ରେ ପରାସ୍ତ କରି ତୃତୀୟ ଥର ପାଇଁ ଫେଡ କପ ଜିତିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହାପୂର୍ବରୁ […]

sv

Hemant Lenka
  • Published: Sunday, 10 November 2019
  • , Updated: 10 November 2019, 05:32 PM IST

ପର୍ଥ: ରୋମାଞ୍ଚକର ଢଙ୍ଗରେ ଅଷ୍ଟ୍ରେଲିଆକୁ ୩-୨ରେ ହରାଇ ଫେଡ୍‌ କପ୍‌ ଟେନିସ୍‌ ଚାମ୍ପିୟନ ହୋଇଛି ଫ୍ରାନ୍ସ। ଏହି ଦଳଗତ ଚାମ୍ପିୟନଶିପ୍‌ର ଶେଷ ଲଢ଼େଇରେ ଫ୍ରାନ୍ସର କ୍ରିଷ୍ଟିନା ମାଲଡେନଭିଚ୍‌ ଓ କାରୋଲିନ ଗ୍ରାସିଆ ଅଷ୍ଟ୍ରେଲିଆର ଏ ବ୍ରାଟି ଓ ସମନ୍ଥା ଷ୍ଟୋସୁରଙ୍କୁ ୬-୪ ଏବଂ ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି।

ଏହି ବିଜୟ ସହ ଫ୍ରାନ୍ସ ପ୍ରତିପକ୍ଷ ଅଷ୍ଟ୍ରେଲିଆକୁ ୩-୨ ସେଟ୍‌ରେ ପରାସ୍ତ କରି ତୃତୀୟ ଥର ପାଇଁ ଫେଡ କପ ଜିତିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହାପୂର୍ବରୁ ଫ୍ରାନ୍ସ ୧୯୯୭, ୨୦୦୩ ଓ ୨୦୧୯ରେ ଫେଡ କପ୍‌ ଜିତିଥିଲା।

Related story