ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍‌: ଗଣମାଧ୍ୟମ ଟିମ୍‌କୁ ୬୨ ରନରେ ପରାସ୍ତ କଲା ଡିସିପି ଇଲେଭେନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ବାରବାଟୀ ଷ୍ଟାଡିୟମରେ କମିଶନରେଟ ପୋଲିସ ଓ ଗଣମାଧ୍ୟମ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ଟି-ଟ୍ୱେଣ୍ଟି ମ୍ୟାଚରେ ମିଡିଆ ଇଲେଭଲକୁ ୬ ଓ୍ୱିକେଟରେ ପରାସ୍ତ କରିଛି ଡିସିପି ଇଲେଭେନ୍। ପ୍ରଥମେ ବ୍ୟାଟିଂ କରି ମିଡିଆ ଇଲେଭେନ୍ ମାତ୍ର ୬୧ରନ୍ କରିଥିଲା। ୬୨ ରନର ବିଜୟ ଲକ୍ଷ୍ୟକୁ ଡିସିପି ଇଲେଭେନ୍ ୧୨ଓଭର ଗୋଟିଏ ବଲରେ ୪ଓ୍ୱିକେଟ ହରାଇ ହାସଲ କରିନେଇଥିଲା।  ମ୍ୟାଚରେ ଚମତ୍କାର ପ୍ରଦର୍ଶନ ପାଇଁ ଡିସିପି ଅଖିଳେଶ୍ୱର ସିଂ […]

aa

Rakesh Mallick
  • Published: Sunday, 14 January 2018
  • , Updated: 14 January 2018, 11:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ବାରବାଟୀ ଷ୍ଟାଡିୟମରେ କମିଶନରେଟ ପୋଲିସ ଓ ଗଣମାଧ୍ୟମ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ଟି-ଟ୍ୱେଣ୍ଟି ମ୍ୟାଚରେ ମିଡିଆ ଇଲେଭଲକୁ ୬ ଓ୍ୱିକେଟରେ ପରାସ୍ତ କରିଛି ଡିସିପି ଇଲେଭେନ୍।

ପ୍ରଥମେ ବ୍ୟାଟିଂ କରି ମିଡିଆ ଇଲେଭେନ୍ ମାତ୍ର ୬୧ରନ୍ କରିଥିଲା। ୬୨ ରନର ବିଜୟ ଲକ୍ଷ୍ୟକୁ ଡିସିପି ଇଲେଭେନ୍ ୧୨ଓଭର ଗୋଟିଏ ବଲରେ ୪ଓ୍ୱିକେଟ ହରାଇ ହାସଲ କରିନେଇଥିଲା।  ମ୍ୟାଚରେ ଚମତ୍କାର ପ୍ରଦର୍ଶନ ପାଇଁ ଡିସିପି ଅଖିଳେଶ୍ୱର ସିଂ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।

Related story