ମଲିକଙ୍କ ଛକାରେ ଦୁଇଥର ଭାଙ୍ଗିଲା ଦର୍ଶକଙ୍କ ଗ୍ୟାଲେରୀ କାଚ, ଦେଖନ୍ତୁ ଭିଡିଓ

ବ୍ରାମ୍ପଟନ୍: କ୍ୟାନାଡାରେ ଚାଲିଥିବା ଗ୍ଲୋବାଲ୍ ଟି-୨୦ ଲିଗରେ ପାକିସ୍ତାନର ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ଶୋଏବ ମଲିକଙ୍କ ବ୍ୟାଟରୁ ଖୁବ୍ ରନ୍ ବର୍ଷା ହେଉଛି। ଗୁରୁବାର ବ୍ରାମ୍ପଟନ୍ ଉଲଭସ୍ ବିପକ୍ଷ ମ୍ୟାଚରେ ଭାଙ୍କୋଭର୍ ନାଇଟ୍ସ ପକ୍ଷରୁ ଖେଳୁଥିବା ମଲିକ୍ ଦୁଇଟି ବିଶାଳ ଛକା ମାରି ଦୁଇଥର ଦର୍ଶକଙ୍କ ଗ୍ୟାଲେରୀ କାଚ ଭାଙ୍ଗିଛନ୍ତି। In an unusual scenario, @realshoaibmalik literally hit two glass breaking sixes.#GT2019 #BWvsVK pic.twitter.com/5kuAQoQBbE — GT20 Canada (@GT20Canada) August 9, 2019 […]

malik

malik

Ranjit Kumar Jena
  • Published: Friday, 09 August 2019
  • Updated: 09 August 2019, 10:09 PM IST

Sports

Latest News

ବ୍ରାମ୍ପଟନ୍: କ୍ୟାନାଡାରେ ଚାଲିଥିବା ଗ୍ଲୋବାଲ୍ ଟି-୨୦ ଲିଗରେ ପାକିସ୍ତାନର ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ଶୋଏବ ମଲିକଙ୍କ ବ୍ୟାଟରୁ ଖୁବ୍ ରନ୍ ବର୍ଷା ହେଉଛି। ଗୁରୁବାର ବ୍ରାମ୍ପଟନ୍ ଉଲଭସ୍ ବିପକ୍ଷ ମ୍ୟାଚରେ ଭାଙ୍କୋଭର୍ ନାଇଟ୍ସ ପକ୍ଷରୁ ଖେଳୁଥିବା ମଲିକ୍ ଦୁଇଟି ବିଶାଳ ଛକା ମାରି ଦୁଇଥର ଦର୍ଶକଙ୍କ ଗ୍ୟାଲେରୀ କାଚ ଭାଙ୍ଗିଛନ୍ତି।

ବର୍ଷା ଯୋଗୁ ଏହି ମ୍ୟାଚ୍ ୨୦ ଓଭର ପରିବର୍ତ୍ତେ ୧୬ ଓଭର ବିଶିଷ୍ଟ କରାଯାଇଥିଲା। ମଲିକଙ୍କ ବ୍ୟତୀତ ଆନ୍ଦ୍ରେ ରସେଲଙ୍କ ଦମଦାର ବ୍ୟାଟିଂ ଦ୍ୱାରା ଭାଙ୍କୋଭର୍ ନାଇଟ୍ସ ନିର୍ଦ୍ଧାରିତ ୧୬ ଓଭରରେ ୪ ୱିକେଟ୍ ହରାଇ ୧୭୦ ରନ୍ କରିଥିଲା। ମଲିକ୍ ମାତ୍ର ୨୬ ବଲରେ ଦ୍ରୁତ ୪୬ ରନ୍ କରିଥିଲେ, ଯେଉଁଥିରେ ୪ ଚୌକା ଓ ୩ ଛକା ସାମିଲ୍ ଥିଲା।

ସେହିପରି ରସେଲ୍ ୨୧ ବଲରେ ୩ ଚୌକା ଓ ୪ ବିଶାଳ ଛକା ସହ ୪୩ ରନର ଦ୍ରୁତ ଇନିଂସ୍ ଖେଳିଥିଲେ। ଜବାବରେ ବ୍ରାମ୍ପଟନ୍ ଟିମ୍ ସମସ୍ତ ୱିକେଟ୍ ହରାଇ ମାତ୍ର ୧୦୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ବ୍ରାମ୍ପଟନ୍ ଟିମ୍ ପକ୍ଷରୁ କଲିନ୍ ମୁନରୋ ୬୨ ରନ୍ କରିଥିବା ବେରେ ଅନ୍ୟ ବ୍ୟାଟ୍ସମ୍ୟାନ୍ ନିରାଶ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story