ମ୍ୟାଚ୍ ଫିକ୍ସିଂର ଅସଲ କାରଣ କହିଲେ ଗାଭାସ୍କର

ବେଙ୍ଗାଲୁରୁ: ମ୍ୟାଚ୍ ଫିକ୍ସିଂ ଭଳି ନିନ୍ଦନୀୟ ଘଟଣା ପୁଣିଥରେ ଭାରତୀୟ କ୍ରିକେଟରେ ଉଜାଗର ହୋଇଛି। ଏବେ ଏହି ମାମଲାରେ ମୁହଁ ଖୋଲିଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ଗାଭାସ୍କରଙ୍କ ମତରେ, କ୍ରିକେଟରେ ଫିକ୍ସିଂକୁ ନିୟନ୍ତ୍ରଣ କରିବା ବହୁତ କଷ୍ଟକର, କାରଣ କେହି ନା କେହି ଲୋଭରେ ଏଭଳି କାମ କରିବାକୁ ଚାହୁଁଥିବେ, ଯାହାର କୌଣସି ଉପଚାର ନାହିଁ। ତାମିଲନାଡୁ ପ୍ରିମିୟର୍ ଲିଗ୍ (ଟିଏନପିଏଲ)ରେ ସାମିଲ୍ ଖେଳାଳି ଏବଂ ଅଧିକାରୀଙ୍କ ଉପରେ ମ୍ୟାଚ୍ ଫିକ୍ସିଂର ଅଭିଯୋଗ ଲାଗିବା ପରେ […]

gava

gava

Ranjit Kumar Jena
  • Published: Monday, 23 September 2019
  • Updated: 23 September 2019, 09:36 PM IST

Sports

Latest News

ବେଙ୍ଗାଲୁରୁ: ମ୍ୟାଚ୍ ଫିକ୍ସିଂ ଭଳି ନିନ୍ଦନୀୟ ଘଟଣା ପୁଣିଥରେ ଭାରତୀୟ କ୍ରିକେଟରେ ଉଜାଗର ହୋଇଛି। ଏବେ ଏହି ମାମଲାରେ ମୁହଁ ଖୋଲିଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ଗାଭାସ୍କରଙ୍କ ମତରେ, କ୍ରିକେଟରେ ଫିକ୍ସିଂକୁ ନିୟନ୍ତ୍ରଣ କରିବା ବହୁତ କଷ୍ଟକର, କାରଣ କେହି ନା କେହି ଲୋଭରେ ଏଭଳି କାମ କରିବାକୁ ଚାହୁଁଥିବେ, ଯାହାର କୌଣସି ଉପଚାର ନାହିଁ। ତାମିଲନାଡୁ ପ୍ରିମିୟର୍ ଲିଗ୍ (ଟିଏନପିଏଲ)ରେ ସାମିଲ୍ ଖେଳାଳି ଏବଂ ଅଧିକାରୀଙ୍କ ଉପରେ ମ୍ୟାଚ୍ ଫିକ୍ସିଂର ଅଭିଯୋଗ ଲାଗିବା ପରେ ଗାଭାସ୍କର ଏହି ପ୍ରତିକ୍ରିୟା ଦେଇଛନ୍ତି । ଏହି ମାମଲାର ଏବେ ତଦନ୍ତ ଚାଲିଛି।

ବେଙ୍ଗାଲୁରୁରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଗାଭାସ୍କର କହିଛନ୍ତି, ପ୍ରଲୋଭନ ଏଭଳି ଏକ ଜିନିଷ, ଯାହାକୁ କୌଣସି ଶିକ୍ଷା, ମାର୍ଗଦର୍ଶନ, ସେମିନାର କିମ୍ବା ଆଣ୍ଟି-କରପସନ୍ ଅଧିକାରୀ ରୋକିପାରିବେ ନାହିଁ। ସର୍ବଶ୍ରେଷ୍ଠ ସମାଜ, ସବୁଠାରୁ ଅଧିକ ବିକଶିତ ସମାଜରେ ହିଁ ଏଭଳି ଅପରାଧ ଘଟିଥାଏ। କ୍ରିକେଟରେ ମଧ୍ୟ ଏଭଳି କିଛି ଲୋକ ଅଛନ୍ତି, ଯିଏ ଏଭଳି ପ୍ରଲୋଭନ ଦ୍ୱାରା ପ୍ରଭାବିତ ହୁଅନ୍ତି। କିଛି ନା କିଛି କାରଣ, ସେମାନଙ୍କୁ ଏଭଳି ଅପରାଧ କରିବାକୁ ବାଧ୍ୟ କରିଥାଏ।

ମୋ ମତରେ ଏଭଳି ଜିନିଷକୁ ସମ୍ପୂର୍ଣ୍ଣ ଭାବେ ରୋକାଯାଇ ପାରିବ ନାହିଁ, କାରଣ ପ୍ରଲୋଭନ ମଣିଷ ଦ୍ୱାରା ଉତ୍ପନ। ଜଣେ ଏଭଳି ଭୁଲ କରି କେବେବି ବଞ୍ଚିପାରିବ ନାହିଁ। କାରଣ ବର୍ତ୍ତମାନ ସମୟରେ ଟେଲିଭିଜନ କଭରେଜ୍ ବ୍ୟାପକ ହେବାରେ ଲାଗିଛି ଏବଂ ଏଥିରେ ପ୍ରତିଟି ଘଟଣା ଉପରେ ବିସ୍ତୁତ ଚର୍ଚ୍ଚା ମଧ୍ୟ ହେଉଛି। କୌଣସି ସାମାନ୍ୟ ଭୁଲ୍ ମଧ୍ୟ ଜଣେ ଖେଳାଳିଙ୍କୁ ବର୍ବାଦ କରିଦେବ। ତେଣୁ ମୋ ମତରେ, ଜଣେ ଯଦି ନିଜେ ସତର୍କ ରହିବ, ତାହେଲେ ଏଭଳି ଲୋଭରୁ ରକ୍ଷା ପାଇପାରିବ ବୋଲି ଗାଭାସ୍କର କହିଛନ୍ତି।

ଘରୋଇ ଟି-୨୦ ଲିଗରେ ମ୍ୟାଚ୍ ଫିକ୍ସିଂ ସତ୍ତେ୍ୱ ଗାଭାସ୍କର ଏହି ଲିଗକୁ ସମର୍ଥନ କରିଛନ୍ତି। ଗାଭାସ୍କର କହିଛନ୍ତି, "ଏଭଳି ଲିଗ୍ ହେବା ଦ୍ୱାରା ଅନେକ ଯୁବ ପ୍ରତିଭା ସାମ୍ନାକୁ ଆସିପାରୁଛନ୍ତି। କର୍ଣ୍ଣାଟକ ପ୍ରିମିୟର ଲିଗରେ ଅନେକ ଜିଲ୍ଲାସ୍ତରୀୟ ଖେଳାଳି ଭାଗ ନେଉଛନ୍ତି। ଜିଲ୍ଲାସ୍ତରରେ ଖେଳିବା ସମୟରେ ସେମାନଙ୍କୁ ହୁଏତ କେହି ଜାଣିନଥିବେ। କିନ୍ତୁ କର୍ଣ୍ଣାଟକ ପ୍ରିମିୟର ଲିଗ୍ ଖେଳିବା ଦ୍ୱାରା ସେହି ଖେଳାଳିମାନଙ୍କୁ ସମସ୍ତେ ଭଲଭାବେ ଜାଣନ୍ତି। ତେଣୁ ଯାହାର ପ୍ରତିଭା ଥିବ, ସେ ନିଶ୍ଚୟ ଆଗକୁ ଯିବ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story