ହରଭଜନ ଓ ୟୁସୁଫଙ୍କୁ ଗାଳି କରିଥିଲେ ୱାସିମ୍ ଆକ୍ରମ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ସର୍ବଦା ରୋମାଞ୍ଚକର ହୋଇଥାଏ। ମ୍ୟାଚ୍‌ ଦେଖିବା ବେଳେ ଦର୍ଶକ ଯେମିତି ଉତ୍ତେଜିତ ହୋଇଯାଆନ୍ତି, ବେଳବେଳେ ପଡ଼ିଆ ଭିତରେ ଖେଳାଳି ବି ସେମିତି ଉତ୍ତେଜିତ ହୋଇଯାଆନ୍ତି। ଏଥିପାଇଁ ବେଳେବେଳ ପଡ଼ିଆ ଭିତରେ ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ତୁ ତୁ ମେଁ ମେଁ ହୋଇଥାଏ। ଏହାର ଅନେକ ନଜିର ରହିଛି। ୨୦୦୩ ବିଶ୍ୱକପ୍‌ରେ ମଧ୍ୟ ଏମିତି ଏକ ଘଟଣା ଘଟିଥିଲା। ଅବଶ୍ୟ ଏହା ପଡ଼ିଆ ବାହାରେ ଘଟିଥିଲା। ବ୍ରେକ୍ ସମୟରେ ହରଭଜନ ସିଂହ […]

harbhajan

harbhajan

Jitendra Garnayak
  • Published: Saturday, 15 June 2019
  • Updated: 15 June 2019, 02:05 PM IST

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ସର୍ବଦା ରୋମାଞ୍ଚକର ହୋଇଥାଏ। ମ୍ୟାଚ୍‌ ଦେଖିବା ବେଳେ ଦର୍ଶକ ଯେମିତି ଉତ୍ତେଜିତ ହୋଇଯାଆନ୍ତି, ବେଳବେଳେ ପଡ଼ିଆ ଭିତରେ ଖେଳାଳି ବି ସେମିତି ଉତ୍ତେଜିତ ହୋଇଯାଆନ୍ତି। ଏଥିପାଇଁ ବେଳେବେଳ ପଡ଼ିଆ ଭିତରେ ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ତୁ ତୁ ମେଁ ମେଁ ହୋଇଥାଏ। ଏହାର ଅନେକ ନଜିର ରହିଛି।

୨୦୦୩ ବିଶ୍ୱକପ୍‌ରେ ମଧ୍ୟ ଏମିତି ଏକ ଘଟଣା ଘଟିଥିଲା। ଅବଶ୍ୟ ଏହା ପଡ଼ିଆ ବାହାରେ ଘଟିଥିଲା। ବ୍ରେକ୍ ସମୟରେ ହରଭଜନ ସିଂହ ଓ ମହମ୍ମଦ ୟୁସୁଫଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ୟୁସୁଫ ତାଙ୍କୁ ପଞ୍ଜାବୀ ଭାଷାରେ କିଛି ଖରାପ କଥା କହିବା ପରେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ଦୁହେଁ ହାତାହାତି ହେବା ପର୍ଯ୍ୟନ୍ତ କଥା ଚାଲି ଯାଇଥିଲା। ତେବେ ୱାସିମ୍‌ ଆକ୍ରମ ଏହା ଦେଖି ଉଭୟଙ୍କୁ ଗାଳି କରିବା ସହିତ ସେଠାରୁ ତଡ଼ି ଦେଇଥିଲେ।

mihir1ଏକ ଟେଲିଭିଜନ୍‌ କାର୍ଯ୍ୟକ୍ରମରେ ହରଭଜନ ସିଂହ ଏହି ଖୁଲାସା କରିଛନ୍ତି। ସେତେବେଳେ ସେଠାରେ ୱାସିମ୍ ଆକ୍ରମ ମଧ୍ୟ ଉପସ୍ଥିତ ଥିଲେ।

ୱାସିମ୍ କହିଥିଲେ, ଦୁଇ ଟିମ୍‌ର ଲଞ୍ଚ୍ ଏକାଠି ଥିଲା। ଆଉ ସେତେବେଳେ ୟୁସୁଫ ଓ ହରଭଜନ ମୁହାଁମୁହିଁ ହୋଇଥିଲେ। ଦୁହେଁ ଭଲ ସାଙ୍ଗ, କିନ୍ତୁ ସେଦିନ ଦୁହେଁ ପରସ୍ପରକୁ ଗାଳି କରୁଥିଲେ। ତେଣୁ ତୁମମାନଙ୍କୁ ଲାଜ ଲାଗୁନି କହି ମୁଁ ଉଭୟଙ୍କୁ ସେଠାରୁ ତଡ଼ି ଦେଇଥିଲି।

ସୂଚନାଯୋଗ୍ୟ, ବିଶ୍ୱକପ୍‌ର ଉକ୍ତ ମ୍ୟାଚ୍‌ରେ ବି ଭାରତ ଜିତିଥିଲା। ପାକିସ୍ତାନ ପ୍ରଥମେ ଖେଳି ୨୭୩ ରନ୍ କରିଥିବା ବେଳେ ଭାରତ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ବିଶ୍ୱକପ୍‌ରେ ଭାରତ ଓ ପାକିସ୍ତାନ ଏଯାବତ ୬ଟି ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି। ତେବେ ପାକିସ୍ତାନ କେବେ ଜିତି ପାରିନି। ଏଣୁ ଆସନ୍ତାକାଲି ମ୍ୟାଞ୍ଚେଷ୍ଟର ଠାରେ ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story