ଏଚ୍‌ଆଇଏଲ: ୨-୬ ଗୋଲରେ ରାଞ୍ଚି ରେଜ୍‌ ବିଜୟୀ

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ଖେଳାଯାଇଥିବା ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌)ରେ ଦିଲ୍ଲୀ ୱେଭ ରାଇଡର୍ସକୁ ରାଞ୍ଚି ରେଜ୍‌ ୨-୬ ଗୋଲରେ ପରାସ୍ତ କରିଛି। ରାଞ୍ଚି ପକ୍ଷରୁ ମନପ୍ରିତ ସିଂହ ଓ ଇମ୍‌ରାନ୍‌ ଖାନ୍‌ ଗୋଲ ଦେଇଥିଲେ। ସେହିପରି ଦିଲ୍ଲୀ ୱେଭରାଇଡର୍ସ ପକ୍ଷରୁ ଜେ ରୋଜ ୨ଟି ଗୋଲ ଦେଇଥିଲେ। ଚଳିତ ସିଜିନ୍‌ରେ ଦବଙ୍ଗ ମୁମ୍ୱାଇ ୯ଟି ମ୍ୟାଚ ଖେଳି ୩୩ ପଏଣ୍ଟ ପାଇ ଏକ ନମ୍ୱରରେ ରହିଛନ୍ତି। କଳିଙ୍ଗ ଲାନ୍‌ସର୍ସ ୧୦ଟି ମ୍ୟାଚ ଖେଳି ୨୮ ପଏଣ୍ଟ […]

C5Mu8yNWAAE5ov-

Rakesh Mallick
  • Published: Tuesday, 21 February 2017
  • , Updated: 22 February 2017, 05:01 PM IST

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ଖେଳାଯାଇଥିବା ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌)ରେ ଦିଲ୍ଲୀ ୱେଭ ରାଇଡର୍ସକୁ ରାଞ୍ଚି ରେଜ୍‌ ୨-୬ ଗୋଲରେ ପରାସ୍ତ କରିଛି। ରାଞ୍ଚି ପକ୍ଷରୁ ମନପ୍ରିତ ସିଂହ ଓ ଇମ୍‌ରାନ୍‌ ଖାନ୍‌ ଗୋଲ ଦେଇଥିଲେ। ସେହିପରି ଦିଲ୍ଲୀ ୱେଭରାଇଡର୍ସ ପକ୍ଷରୁ ଜେ ରୋଜ ୨ଟି ଗୋଲ ଦେଇଥିଲେ।

ଚଳିତ ସିଜିନ୍‌ରେ ଦବଙ୍ଗ ମୁମ୍ୱାଇ ୯ଟି ମ୍ୟାଚ ଖେଳି ୩୩ ପଏଣ୍ଟ ପାଇ ଏକ ନମ୍ୱରରେ ରହିଛନ୍ତି। କଳିଙ୍ଗ ଲାନ୍‌ସର୍ସ ୧୦ଟି ମ୍ୟାଚ ଖେଳି ୨୮ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ତୃତୀୟ ସ୍ଥାନରେ ଦିଲ୍ଲୀ ୱେଭ ରାଇଡର୍ସ ରହିଛି।

Related story