ଏଚ୍‌ଆଇଏଲ୍‌: ୬-୪ରେ ଲାନସର୍ସକୁ ହରାଇଲା ଦିଲ୍ଲୀ

ଦିଲ୍ଲୀ: ଆଜି ଦିଲ୍ଲୀରେ ଖେଳାଯାଇଥିବା ଏଚ୍‌ଆଇଏଲ୍‌ର ୨୧ ତମ ମ୍ୟାଚ୍‌ରେ ଦିଲ୍ଲୀ ୱେଭ ରାଇଡର୍ସ ୬-୪ ଗୋଲରେ କଳିଙ୍ଗ ଲାନସର୍ସକୁ ପରାସ୍ତ କରିଛି। ଦୀଲ୍ଲୀ ପକ୍ଷରୁ ଟି. ସିଂହ ଏବଂ ଏସ୍‌. ଚାଇଲ୍ଡ ୨ଟି ଲେଖାଏଁ ଏବଂ ଜେଆର ରୋଜ ଓ ଆରପି ସିଂହ ଗୋଟିଏ ଗୋଟିଏ ଗୋଲ ଦେଇଥିଲେ। ଲାନସର୍ସ ପକ୍ଷରୁ ଡି. ସିଂହ ଏବଂ ଏମ୍‌. ଫ୍ୟୁରସେତ ଦୁଇଟି ଲେଖାଏଁ ଗୋଲ ଦେଇଥିଲେ। ଏହି ବିଜୟ ପରେ ଦିଲ୍ଲୀ ୬ଟି ମ୍ୟାଚ୍‌ରୁ ୨ଟି ବିଜୟ, […]

hil

Rakesh Mallick
  • Published: Sunday, 12 February 2017
  • , Updated: 12 February 2017, 10:27 PM IST

ଦିଲ୍ଲୀ: ଆଜି ଦିଲ୍ଲୀରେ ଖେଳାଯାଇଥିବା ଏଚ୍‌ଆଇଏଲ୍‌ର ୨୧ ତମ ମ୍ୟାଚ୍‌ରେ ଦିଲ୍ଲୀ ୱେଭ ରାଇଡର୍ସ ୬-୪ ଗୋଲରେ କଳିଙ୍ଗ ଲାନସର୍ସକୁ ପରାସ୍ତ କରିଛି।

ଦୀଲ୍ଲୀ ପକ୍ଷରୁ ଟି. ସିଂହ ଏବଂ ଏସ୍‌. ଚାଇଲ୍ଡ ୨ଟି ଲେଖାଏଁ ଏବଂ ଜେଆର ରୋଜ ଓ ଆରପି ସିଂହ ଗୋଟିଏ ଗୋଟିଏ ଗୋଲ ଦେଇଥିଲେ।

ଲାନସର୍ସ ପକ୍ଷରୁ ଡି. ସିଂହ ଏବଂ ଏମ୍‌. ଫ୍ୟୁରସେତ ଦୁଇଟି ଲେଖାଏଁ ଗୋଲ ଦେଇଥିଲେ।

ଏହି ବିଜୟ ପରେ ଦିଲ୍ଲୀ ୬ଟି ମ୍ୟାଚ୍‌ରୁ ୨ଟି ବିଜୟ, ୩ଟଇ ପରାଜୟ ଓ ଗୋଟିଏ ଡ୍ର ସହ ୧୫ ପଏଣ୍ଟ ପାଇଛି। ସେହିପରି ଲାନସର୍ସ ୯ଟି ମ୍ୟାଚ୍‌ ଖେଳି ୪ଟି ବିଜୟ, ୪ଟି ପରାଜୟ ଓ ଗୋଟିଏ ଡ୍ର ସହ ୨୨ ପଏଣ୍ଟ ପାଇ ପୂର୍ବପରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି।

Related story