ଏଚ୍‌ଆଇଏଲ୍‌: ୭-୩ରେ ରାଞ୍ଚି ବିଜୟୀ

ରାଞ୍ଚି: ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌)ରେ ଆଜି ରାଞ୍ଜି ରେଜ୍‌ ଦମ୍‌ଦାର ବିଜୟ ହାସଲ କରିଛି। ଦବଙ୍ଗ ମୁମ୍ବାଇକୁ ରାଞ୍ଚି ୭-୩ ଗୋଲରେ ପରାସ୍ତ କରି ଲିଗ୍‌ରେ ଦ୍ୱିତୀୟ ବିଜୟ ହାସଲ କରିଛି। ରାଞ୍ଚି ପକ୍ଷରୁ ଏ. ଜ୍ୟାକସନ୍‌ ୩ଟି ଗୋଲ ଦେଇଥିବା ବେଳେ ଏମ୍‌.ଏ. ଖାନ୍‌ ଏବଂ ଇମ୍ରାନ ଖାନ୍‌ ୨ଟି ଲେଖାଏଁ ଗୋଲ ସ୍କୋର କରିଥିଲେ। ମୁମ୍ବାଇ ପକ୍ଷରୁ ଏଫ୍‌. ଫୁଚେସ୍‌ ୨ଟି ଏବଂ ଏ. ୟୁସୁଫ୍‌ ଗୋଟିଏ ଗୋଲ ଦେଇଥିଲେ। ରାଞ୍ଚିରେ ଏହି […]

HIL

Rakesh Mallick
  • Published: Thursday, 02 February 2017
  • , Updated: 02 February 2017, 09:25 PM IST

ରାଞ୍ଚି: ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌)ରେ ଆଜି ରାଞ୍ଜି ରେଜ୍‌ ଦମ୍‌ଦାର ବିଜୟ ହାସଲ କରିଛି। ଦବଙ୍ଗ ମୁମ୍ବାଇକୁ ରାଞ୍ଚି ୭-୩ ଗୋଲରେ ପରାସ୍ତ କରି ଲିଗ୍‌ରେ ଦ୍ୱିତୀୟ ବିଜୟ ହାସଲ କରିଛି।

ରାଞ୍ଚି ପକ୍ଷରୁ ଏ. ଜ୍ୟାକସନ୍‌ ୩ଟି ଗୋଲ ଦେଇଥିବା ବେଳେ ଏମ୍‌.ଏ. ଖାନ୍‌ ଏବଂ ଇମ୍ରାନ ଖାନ୍‌ ୨ଟି ଲେଖାଏଁ ଗୋଲ ସ୍କୋର କରିଥିଲେ।

ମୁମ୍ବାଇ ପକ୍ଷରୁ ଏଫ୍‌. ଫୁଚେସ୍‌ ୨ଟି ଏବଂ ଏ. ୟୁସୁଫ୍‌ ଗୋଟିଏ ଗୋଲ ଦେଇଥିଲେ।

ରାଞ୍ଚିରେ ଏହି ମ୍ୟାଚ୍‌ ଖେଳା ଯାଇଥିଲା।

Related story