ଏଚ୍‌ଆଇଏଲ୍‌: ୮-୧ ଗୋଲରେ ଜିତିଲା ଦିଲ୍ଲୀ

ନୂଆଦିଲ୍ଲୀ: ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌)ରେ ଦିଲ୍ଲୀ ୱେଭ ରାଇଡର୍ସକୁ ପ୍ରଥମ ବିଜୟ ମିଳିଛି। ଆଜି ଖେଳା ଯାଇଥିବା ମ୍ୟାଚ୍‌ରେ ଦିଲ୍ଲୀ ଉତ୍ତରପ୍ରଦେଶ ୱିଜାର୍ଡସ୍‌କୁ ୮-୧ ଗୋଲରେ ପରାସ୍ତ କରିଛି। ମ୍ୟାଚ୍‌ ପୂର୍ବରୁ ଟେବୁଲର ଶେଷ ସ୍ଥାନ (ଷଷ୍ଠ)ରେ ଥିବା ଦିଲ୍ଲୀ ୫ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ଗୋଟିଏ ଡ୍ର ଓ ୩ଟି ପରାଜୟ ସହ ୧୧ ପଏଣ୍ଠ ପାଇ ୫ମ ସ୍ଥାନକୁ ଯାଇଛି। ସେହିପରି ଉତ୍ତରପ୍ରଦେଶ ୪ଟି ମ୍ୟାଚ୍‌ ଖେଳି ଗୋଟଇଏ ବିର୍ଜ, ଗୋଟିଏ […]

hil

Rakesh Mallick
  • Published: Wednesday, 08 February 2017
  • , Updated: 08 February 2017, 10:15 PM IST

ନୂଆଦିଲ୍ଲୀ: ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌)ରେ ଦିଲ୍ଲୀ ୱେଭ ରାଇଡର୍ସକୁ ପ୍ରଥମ ବିଜୟ ମିଳିଛି। ଆଜି ଖେଳା ଯାଇଥିବା ମ୍ୟାଚ୍‌ରେ ଦିଲ୍ଲୀ ଉତ୍ତରପ୍ରଦେଶ ୱିଜାର୍ଡସ୍‌କୁ ୮-୧ ଗୋଲରେ ପରାସ୍ତ କରିଛି।

ମ୍ୟାଚ୍‌ ପୂର୍ବରୁ ଟେବୁଲର ଶେଷ ସ୍ଥାନ (ଷଷ୍ଠ)ରେ ଥିବା ଦିଲ୍ଲୀ ୫ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ଗୋଟିଏ ଡ୍ର ଓ ୩ଟି ପରାଜୟ ସହ ୧୧ ପଏଣ୍ଠ ପାଇ ୫ମ ସ୍ଥାନକୁ ଯାଇଛି।

ସେହିପରି ଉତ୍ତରପ୍ରଦେଶ ୪ଟି ମ୍ୟାଚ୍‌ ଖେଳି ଗୋଟଇଏ ବିର୍ଜ, ଗୋଟିଏ ଡ୍ର ଓ ୨ଟି ପରାଜୟ ସହ ଶେଷ ସ୍ଥାନକୁ ଚାଲି ଆସିଛି।

Related story