ଏଚଆଇଏଲ୍‌: ଆସନ୍ତାକାଲି ଦବଙ୍ଗ ମୁମ୍ବାଇକୁ ଭେଟିବ କଳିଙ୍ଗ ଲାନସର୍ସ

ଭୁବନେଶ୍ୱର: ହକି ଇଣ୍ଡିଆ ଲିଗ୍‌ରେ ଆସନ୍ତାକାଲି କଳିଙ୍ଗ ଲାନସର୍ସ ଓ ଦବଙ୍ଗ ମୁମ୍ବାଇ ମଧ୍ୟରେ ମୁକାବିଲା ହେବ। ମୁମ୍ବାଇରେ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍ ଖେଳାଯିବ। ହକି ଇଣ୍ଡିଆ ଲିଗ୍‌ର ଚଳିତ ସଂସ୍କରଣରେ କଳିଙ୍ଗ ଲାନସର୍ସ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍ ଖେଳି ସାରିଛି। ଦଳ ଦୁଇଟିରେ ବିଜୟୀ ହୋଇଥିବା ବେଳେ ଦୁଇଟି ହାରିଯାଇଛି। ଗତକାଲି ଏକ ମ୍ୟାଚ୍‌ରେ ଦଳ ଉତ୍ତର ପ୍ରଦେଶ ୱିଜାର୍ଡସ୍‌ ଠାରୁ ୧୦-୦ ଗୋଲରେ ହାରି ଯାଇଥିଲା। ଭୁବନେଶ୍ୱରରେ ଏହି ମ୍ୟାଚ୍ ଖେଳାଯାଇଥିଲା।

kalinga

Rakesh Mallick
  • Published: Monday, 30 January 2017
  • , Updated: 30 January 2017, 10:43 AM IST

ଭୁବନେଶ୍ୱର: ହକି ଇଣ୍ଡିଆ ଲିଗ୍‌ରେ ଆସନ୍ତାକାଲି କଳିଙ୍ଗ ଲାନସର୍ସ ଓ ଦବଙ୍ଗ ମୁମ୍ବାଇ ମଧ୍ୟରେ ମୁକାବିଲା ହେବ। ମୁମ୍ବାଇରେ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍ ଖେଳାଯିବ।

ହକି ଇଣ୍ଡିଆ ଲିଗ୍‌ର ଚଳିତ ସଂସ୍କରଣରେ କଳିଙ୍ଗ ଲାନସର୍ସ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍ ଖେଳି ସାରିଛି। ଦଳ ଦୁଇଟିରେ ବିଜୟୀ ହୋଇଥିବା ବେଳେ ଦୁଇଟି ହାରିଯାଇଛି। ଗତକାଲି ଏକ ମ୍ୟାଚ୍‌ରେ ଦଳ ଉତ୍ତର ପ୍ରଦେଶ ୱିଜାର୍ଡସ୍‌ ଠାରୁ ୧୦-୦ ଗୋଲରେ ହାରି ଯାଇଥିଲା। ଭୁବନେଶ୍ୱରରେ ଏହି ମ୍ୟାଚ୍ ଖେଳାଯାଇଥିଲା।

Related story