ଏଚ୍‌ଆଇଏଲ୍‌: ରାଞ୍ଚି ରେଜ୍‌କୁ ୪-୦ରେ ହରାଇଲା ଉତ୍ତରପ୍ରଦେଶ

ଲକ୍ଷ୍ନୌ: ହକି ଇଣ୍ଡିଆ ଲିଗ୍‌(ଏଚ୍‌ଆଇଏଲ୍‌)ରେ ଆଜି ଲକ୍ଷ୍ନୌରେ ଖେଳା ଯାଇଥିବା ଏକ ମ୍ୟାଚ୍‌ରେ ରାଞ୍ଚି ରେଜ୍‌କୁ ୪-୦ରେ ପରାସ୍ତ କରିଛି ଉତ୍ତରପ୍ରଦେଶ ୱିଜାର୍ଡସ୍‌।  

wizards

Rakesh Mallick
  • Published: Thursday, 16 February 2017
  • , Updated: 16 February 2017, 09:56 PM IST

ଲକ୍ଷ୍ନୌ: ହକି ଇଣ୍ଡିଆ ଲିଗ୍‌(ଏଚ୍‌ଆଇଏଲ୍‌)ରେ ଆଜି ଲକ୍ଷ୍ନୌରେ ଖେଳା ଯାଇଥିବା ଏକ ମ୍ୟାଚ୍‌ରେ ରାଞ୍ଚି ରେଜ୍‌କୁ ୪-୦ରେ ପରାସ୍ତ କରିଛି ଉତ୍ତରପ୍ରଦେଶ ୱିଜାର୍ଡସ୍‌।

 

Related story