ଏଚ୍ଆଇଏଲ୍: ୧-୦ ଗୋଲରେ ପଞ୍ଜାବ ବିଜୟୀ
ଚଣ୍ଡିଗଡ଼: ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ୍)ରେ ଆଜି ଏକ ସଂଘର୍ଷ ପୂର୍ଣ୍ଣ ମ୍ୟାଚ୍ରେ ଜେପି ପଞ୍ଜାବ ୱାରିୟର୍ସ ୧-୦ ଗୋଲରେ ରାଞ୍ଚି ରେଜ୍କୁ ହରାଇଛି। ଚଣ୍ଡିଗଡ଼ରେ ଏହି ମ୍ୟାଚ୍ ଖେଳାଯାଇଥିଲା। ପଞ୍ଜାବ ପକ୍ଷରୁ ଏମ୍ଭିଡି ୱେରଡନ ଏକମାତ୍ର ଗୋଲ ଦେଇଥିଲେ। ଏହି ବିଜୟ ସହ ପଞ୍ଜାବ ୫ଟଇ ମ୍ୟାଚ୍ରୁ ୩ଟି ବିଜୟ ଓ ୨ଟି ପରାଜୟ ସହ ୧୬ ପଏଣ୍ଟ ପାଇ ପାଇଛି। ଅନ୍ୟପକ୍ଷରେ ରାଞ୍ଚି ୮ଟି ମ୍ୟାଚ୍ ଖେଳି ୨ଟି ବିଜୟ, ୩ଟି ଡ୍ର ଓ ୩ଟି […]
ଚଣ୍ଡିଗଡ଼: ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ୍)ରେ ଆଜି ଏକ ସଂଘର୍ଷ ପୂର୍ଣ୍ଣ ମ୍ୟାଚ୍ରେ ଜେପି ପଞ୍ଜାବ ୱାରିୟର୍ସ ୧-୦ ଗୋଲରେ ରାଞ୍ଚି ରେଜ୍କୁ ହରାଇଛି। ଚଣ୍ଡିଗଡ଼ରେ ଏହି ମ୍ୟାଚ୍ ଖେଳାଯାଇଥିଲା। ପଞ୍ଜାବ ପକ୍ଷରୁ ଏମ୍ଭିଡି ୱେରଡନ ଏକମାତ୍ର ଗୋଲ ଦେଇଥିଲେ।
ଏହି ବିଜୟ ସହ ପଞ୍ଜାବ ୫ଟଇ ମ୍ୟାଚ୍ରୁ ୩ଟି ବିଜୟ ଓ ୨ଟି ପରାଜୟ ସହ ୧୬ ପଏଣ୍ଟ ପାଇ ପାଇଛି। ଅନ୍ୟପକ୍ଷରେ ରାଞ୍ଚି ୮ଟି ମ୍ୟାଚ୍ ଖେଳି ୨ଟି ବିଜୟ, ୩ଟି ଡ୍ର ଓ ୩ଟି ପରାଜୟ ସହ ୧୭ ପଏଣ୍ଟ ପାଇଛି।