ହକି ଓ୍ୱାର୍ଲଡ କପ୍ ପାଇଁ ଦିଲ୍ଲୀରେ ସମୀକ୍ଷା ବୈଠକ: ଯୋଗଦେବେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୪ ଦିନିଆ ଦିଲ୍ଳୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ହେବାକୁ ଥିବା ହକି ଓ୍ୱାର୍ଲଡ କପ୍ ଆୟୋଜନ ନେଇ ଆଜି ଏକ ସମୀକ୍ଷା ବୈଠକରେ ଯୋଗଦେବେ। ଭୁବନେଶ୍ୱରରେ ହେବାକୁ ଥିବା ଏହି ମେଗା ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ସମ୍ପର୍କରେ କଣ ଅଗ୍ରଗତି ହୋଇଛି ସେ ନେଇ ଆଲୋଚନା କରାଯିବ। ଏଥିରେ ଭାରତୀୟ ଅଲିମ୍ପିକ ଆସୋସିଏସନ ସଭାପତି ତଥା ଏଫଆଇଏଚ୍ ସଭାପତି ନରିନ୍ଦର ବାତ୍ରା, ପୂର୍ବତନ ଅଲମ୍ପିୟାନ୍ ଦିଲ୍ଲୀପ ତିର୍କୀ, ଧନରାଜ ପିଲ୍ଲେ, ବିରେନ […]

Kalinga-Stadium-Hockey

Rakesh Mallick
  • Published: Thursday, 15 February 2018
  • , Updated: 15 February 2018, 11:25 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୪ ଦିନିଆ ଦିଲ୍ଳୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ହେବାକୁ ଥିବା ହକି ଓ୍ୱାର୍ଲଡ କପ୍ ଆୟୋଜନ ନେଇ ଆଜି ଏକ ସମୀକ୍ଷା ବୈଠକରେ ଯୋଗଦେବେ। ଭୁବନେଶ୍ୱରରେ ହେବାକୁ ଥିବା ଏହି ମେଗା ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ସମ୍ପର୍କରେ କଣ ଅଗ୍ରଗତି ହୋଇଛି ସେ ନେଇ ଆଲୋଚନା କରାଯିବ। ଏଥିରେ ଭାରତୀୟ ଅଲିମ୍ପିକ ଆସୋସିଏସନ ସଭାପତି ତଥା ଏଫଆଇଏଚ୍ ସଭାପତି ନରିନ୍ଦର ବାତ୍ରା, ପୂର୍ବତନ ଅଲମ୍ପିୟାନ୍ ଦିଲ୍ଲୀପ ତିର୍କୀ, ଧନରାଜ ପିଲ୍ଲେ, ବିରେନ ରସ୍କାନା ପ୍ରମୁଖ ଉପସ୍ଥିତ ରହିବେ।

Related story