ଭାରତୀୟ ହକି ଦଳର ଷ୍ଟାର୍ ଖେଳାଳି ଅମିତ୍ ରୋହିଦାସଙ୍କ ପିତୃ ବିୟୋଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ହକି ଦଳର ଷ୍ଟାର୍ ଖେଳାଳି ଅମିତ୍ ରୋହିଦାସଙ୍କ ପିତା ତଥା ରାଜ୍ୟ ସ୍ତରୀୟ ହକି ଖେଳାଳି ଗୋପାଳ ରୋହିଦାସ(୫୬)ଙ୍କର ପରଲୋକ ହୋଇଛି। ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ବାଲିସଙ୍କରା ବ୍ଲକରେ ଥିବା ସାଉନାମୁରା ଗ୍ରାମର ହକି ଖେଳାଳି ଗୋପାଳ ରୋହିତ ଦାସ କିଡନୀ ଜନିତ ରୋଗରେ ଆକ୍ରାନ୍ତ ଥିଲେ। ପିତାଙ୍କ ଦେହାନ୍ତ ଖବର  ପାଇ ଅମିତ୍ ଭାରତୀୟ ପ୍ରଶିକ୍ଷଣ ଶିବିରରୁ ସିଓା ସାଉନା ମୁରାରେ ପହଂଚି ବାପାଙ୍କର […]

gopal

gopal

Ranjit Kumar Jena
  • Published: Monday, 19 October 2020
  • Updated: 19 October 2020, 03:22 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ହକି ଦଳର ଷ୍ଟାର୍ ଖେଳାଳି ଅମିତ୍ ରୋହିଦାସଙ୍କ ପିତା ତଥା ରାଜ୍ୟ ସ୍ତରୀୟ ହକି ଖେଳାଳି ଗୋପାଳ ରୋହିଦାସ(୫୬)ଙ୍କର ପରଲୋକ ହୋଇଛି। ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ବାଲିସଙ୍କରା ବ୍ଲକରେ ଥିବା ସାଉନାମୁରା ଗ୍ରାମର ହକି ଖେଳାଳି ଗୋପାଳ ରୋହିତ ଦାସ କିଡନୀ ଜନିତ ରୋଗରେ ଆକ୍ରାନ୍ତ ଥିଲେ। ପିତାଙ୍କ ଦେହାନ୍ତ ଖବର  ପାଇ ଅମିତ୍ ଭାରତୀୟ ପ୍ରଶିକ୍ଷଣ ଶିବିରରୁ ସିଓା ସାଉନା ମୁରାରେ ପହଂଚି ବାପାଙ୍କର ଅନ୍ତିମ ଦର୍ଶନ କରିଥିଲେ।

କୋଭିଡ୍ କଟକଣା ଭିତରେ ଗୋପାଳ ରୋହିଦାସଙ୍କୁ ପୂରା ରୀତିନୀତି ସହ ସମାଧି ଦିଆଯାଇଛି। ଅମିତଙ୍କ ସହ ତାଙ୍କର ବଡ଼ଭାଇ ଅନୀଲ ବି ଉପସ୍ଥିତ ଥିଲେ। ଗୋପାଳ ଦାସ ଜଣେ ପରିଚିତ ବ୍ୟକ୍ତି ଥିଲେ, ଯିଏ ହକି ଖେଳାଳିଙ୍କୁ ପ୍ରୋତ୍ସାହନ ଦେବା ସହ ସେମାନଙ୍କୁ ଆର୍ଥିକ ସହାୟତା କରିବା ସହିତ ଦଳ ସହିତ ଯିବାକୁ ମଧ୍ୟ ପଛାଉ ନଥିଲେ। ସେ ଜଣେ ମିଳାପୀ ବ୍ୟକ୍ତି ସହ ନିଜ ପୁଅ ଅମିତକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାରେ ମଧ୍ୟ ଗୋପାଳଙ୍କ ଭୂମିକା ରହିଛି ବୋଲି ଖୋଦ୍ ଅମିତ କହିଛନ୍ତି।

Amit Rohidas and Braja Bhusan Mohanty To Get OSJA Annual Award – ODISHA BYTES

ଗୋପାଳଙ୍କ ବିୟୋଗରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ତେଜ କୁମାର ଖେସ, ଆନ୍ତର୍ଜାତିକ ହକି ଖେଳାଳି ରୋଶନ ମିଞ୍ଜ ,ଦୀପସନ ତିର୍କୀ, ପୁନମ ଟପ୍ପୋ, ପାନପୋଷ କ୍ରୀଡ଼ା ଛାତ୍ରାବାସର କୋଚ୍ ଅମୂଲ୍ୟ ନନ୍ଦ ବିହାରୀ, ଅମୂଲ୍ୟ ବେହେରା, ପିଟର ସୋରେନ୍, ଫ୍ଲୋରେନ୍ସିଆ ଏକ୍କା, କେଶବ ସ୍ୱାଇଁ, ପାନପୋଷ କ୍ରୀଡ଼ା ସଂଗଠନର ମହେନ୍ଦ୍ର ମିଶ୍ର, ରେଶ୍ମା ଲାକ୍ରା, ସୁଚିତ୍ରା ଦାସ, ରଶ୍ମିତା କୁଲୁ, ବିଜୟ ବଡାଇକ, ନୃସିଂହ ସାହୁ, ଗୋପୀନାଥ ପଣ୍ଡା ଶୋକବ୍ୟକ୍ତ କରିଛନ୍ତି।

ସେହିପରି ଭେଟେରାନ୍ ହକି ସଂଗଠନର ସିଲଭେଷ୍ଟର ଟପ୍ପୋ, ଜେମ୍ସ କୁଜୁର, ବାର୍ଥଲୋମି କେର୍କେଟା, ସଂଜୀବ ଖାଲକୋ, ବରିଷ୍ଠ ହକି କୋଚ୍ ମିଲଟନ ବିଲୁଙ୍ଗ, ବିଜୟ ଲାକ୍ରାଙ୍କ ସମେତ ରଜତ ମିଞ୍ଜ, ଜୟବନ୍ତ ଡାଦେଲ ଓ ରାଜନ ଏକ୍କା ପ୍ରମୁଖ ଗୋପାଳ ରୋହିତ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story