ହକି ଇଣ୍ଡିଆ ଲିଗ୍‌: ଦବଙ୍ଗ ମୁମ୍ୱାଇ ୧୦-୪ ଗୋଲରେ ବିଜୟୀ

ମୁମ୍ୱାଇ: ମୁମ୍ୱାଇ ମହେନ୍ଦ୍ର ହକି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ହକି ଇଣ୍ଡିଆ ଲିଗ୍‌ର ଏକ ମ୍ୟାଚରେ ଜେପି ପଞ୍ଜାବ ୱାରିଅର୍ସକୁ ୧୦-୪ ଗୋଲରେ ପରାସ୍ତ କରିଛି ଦବଙ୍ଗ ମୁମ୍ୱାଇ। ଦଳ ପକ୍ଷରୁ ଫ୍ଲୋରେନ୍ସ, ନିକନ୍‌ ଓ ଅଫତାପ ୟୁସୁଫ ୨ଟି ଲେଖାଏଁ ଗୋଲ କରିଥିଲେ। ସେହିପରି ଜେପି ପଞ୍ଜାବ ୱାରିଅର୍ସ ପକ୍ଷରୁ ମ୍ୟାଟ୍‌ ଗୋହେଡ୍‌ ଏବଂ ଅରମାନ୍‌ କ୍ୱିରେସୀ ଦୁଇଟି ଲେଖାଏଁ ଗୋଲ୍‌ ଦେଇଥିଲେ। ଏହି ବିଜୟ ପରେ ଦବଙ୍ଗ ମୁମ୍ୱାଇ ୧୨ ପଏଣ୍ଟ ପାଇ ତାଲିକାରେ ପ୍ରଥମ ସ୍ଥାନରେ ରହିଛି। […]

mumbai.jpg-large

Rakesh Mallick
  • Published: Friday, 27 January 2017
  • , Updated: 27 January 2017, 10:04 PM IST

ମୁମ୍ୱାଇ: ମୁମ୍ୱାଇ ମହେନ୍ଦ୍ର ହକି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ହକି ଇଣ୍ଡିଆ ଲିଗ୍‌ର ଏକ ମ୍ୟାଚରେ ଜେପି ପଞ୍ଜାବ ୱାରିଅର୍ସକୁ ୧୦-୪ ଗୋଲରେ ପରାସ୍ତ କରିଛି ଦବଙ୍ଗ ମୁମ୍ୱାଇ। ଦଳ ପକ୍ଷରୁ ଫ୍ଲୋରେନ୍ସ, ନିକନ୍‌ ଓ ଅଫତାପ ୟୁସୁଫ ୨ଟି ଲେଖାଏଁ ଗୋଲ କରିଥିଲେ। ସେହିପରି ଜେପି ପଞ୍ଜାବ ୱାରିଅର୍ସ ପକ୍ଷରୁ ମ୍ୟାଟ୍‌ ଗୋହେଡ୍‌ ଏବଂ ଅରମାନ୍‌ କ୍ୱିରେସୀ ଦୁଇଟି ଲେଖାଏଁ ଗୋଲ୍‌ ଦେଇଥିଲେ।

ଏହି ବିଜୟ ପରେ ଦବଙ୍ଗ ମୁମ୍ୱାଇ ୧୨ ପଏଣ୍ଟ ପାଇ ତାଲିକାରେ ପ୍ରଥମ ସ୍ଥାନରେ ରହିଛି। କଳିଙ୍ଗ ଲାନ୍‌ସର୍ସ ୧୦ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ଅଛି। ରାଞ୍ଚି ରେଜ୍‌ ୮ ପଏଣ୍ଟ ପାଇ ତୃତୀୟ ସ୍ଥାନ ଥିବା ବେଳେ ଉତ୍ତର ପ୍ରଦେଶ ୱିଜାଡ଼ ଚତୁର୍ଥ ସ୍ଥାନରେ ରହିଛି।

Related story