ହାଇଦ୍ରାବାଦରେ ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟି-୨୦

ନୂଆଦିଲ୍ଲୀ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ସିରିଜର ପ୍ରଥମ ଓ ତୃତୀୟ ମ୍ୟାଚର ଭେନ୍ୟୁ ବଦଳିବା ନେଇ ବିସିସିଆଇ ଘୋଷଣା କରିଛି। ସିରିଜର ପ୍ରଥମ ଟି-୨୦ ମ୍ୟାଚ୍ ଡିସେମ୍ବର ୬ ତାରିଖରେ ହାଇଦ୍ରାବାଦରେ ଖେଳାଯିବ। ସେହିପରି ଡିସେମ୍ବର ୧୧ ତାରିଖରେ ତୃତୀୟ ତଥା ଫାଇନାଲ୍ ଟି-୨୦ ମ୍ୟାଚ୍ ମୁମ୍ବାଇରେ ଆୟୋଜିତ ହେବ। ଦ୍ୱିତୀୟ ମ୍ୟାଚ୍ ଥିରୁଅନନ୍ତପୁରମରେ ଅନୁଷ୍ଠିତ ହେବ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟି-୨୦ ମ୍ୟାଚ୍ ମୁମ୍ବାଇ ଏବଂ […]

ind-wi

ind-wi

Ranjit Kumar Jena
  • Published: Wednesday, 27 November 2019
  • Updated: 27 November 2019, 08:28 PM IST

ନୂଆଦିଲ୍ଲୀ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ସିରିଜର ପ୍ରଥମ ଓ ତୃତୀୟ ମ୍ୟାଚର ଭେନ୍ୟୁ ବଦଳିବା ନେଇ ବିସିସିଆଇ ଘୋଷଣା କରିଛି। ସିରିଜର ପ୍ରଥମ ଟି-୨୦ ମ୍ୟାଚ୍ ଡିସେମ୍ବର ୬ ତାରିଖରେ ହାଇଦ୍ରାବାଦରେ ଖେଳାଯିବ। ସେହିପରି ଡିସେମ୍ବର ୧୧ ତାରିଖରେ ତୃତୀୟ ତଥା ଫାଇନାଲ୍ ଟି-୨୦ ମ୍ୟାଚ୍ ମୁମ୍ବାଇରେ ଆୟୋଜିତ ହେବ। ଦ୍ୱିତୀୟ ମ୍ୟାଚ୍ ଥିରୁଅନନ୍ତପୁରମରେ ଅନୁଷ୍ଠିତ ହେବ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟି-୨୦ ମ୍ୟାଚ୍ ମୁମ୍ବାଇ ଏବଂ ତୃତୀୟ ମ୍ୟାଚ୍ ହାଇଦ୍ରାବାଦରେ ଆୟୋଜିତ ହେବାର ଥିଲା। ବିସିସିଆଇ ସମ୍ପାଦକ ଜୟ ଶାହ କହିଛନ୍ତି, "ଡିସେମ୍ବର ୬ ତାରିଖରେ ମୁମ୍ବାଇରେ ଖେଳାଯିବାକୁଥିବା ପ୍ରଥମ ଟି-୨୦ ମ୍ୟାଚ୍ ହାଇଦ୍ରାବାଦକୁ ସ୍ଥାନାନ୍ତର ହୋଇଛି। ସେହିପରି ୧୧ ତାରିଖରେ ହାଇଦ୍ରାବାଦରେ ହେବାକୁଥିବା ମ୍ୟାଚ୍ ମୁମ୍ବାଇକୁ ସ୍ଥାନାନ୍ତର ହୋଇଛି। ତେବେ ସିରିଜର ବାକି ମ୍ୟାଚର କାର୍ଯ୍ୟସୂଚୀ ଅପରିବର୍ତ୍ତିତ ରହିଛି।"

ଡିସେମ୍ବର ୬ ତାରିଖରେ ବାବ୍ରି ମସଜିଦ୍ ଭଙ୍ଗା ଏବଂ ବିଆର୍ ଆମ୍ବେଦକରଙ୍କ 'ମହାପରିନିର୍ବାଣ ଦିବସ'ର ବାର୍ଷିକ ଉତ୍ସବ ଥିବାରୁ ଏହି ଦିନ ମ୍ୟାଚ୍ ପାଇଁ ମୁମ୍ବାଇ ପୁଲିସ୍ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେଇପାରିବ ନାହିଁ ବୋଲି କହିଥିଲା। ଏହି କାରଣରୁ ମୁମ୍ବାଇରେ ମ୍ୟାଚ୍ ଆୟୋଜନ କରିବା ସମ୍ଭବପର ହେବନି ବୋଲି ବିସିସିଆଇ ସ୍ପଷ୍ଟ କରିଛି। ମୁମ୍ବାଇରେ ଶେଷଥର ପାଇଁ ୨୦୧୭ ଡିସେମ୍ବରରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story