ଆଇସିସି ମାନ୍ୟତାରେ ଅଷ୍ଟ୍ରେଲିଆ ଉପରକୁ ଉଠିଲା: ତଥାପି ଭାରତ ଠାରୁ ଅନେକ ଦୂରରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସେସ୍‌ ସିରିଜରେ ଅଷ୍ଟ୍ରେଲିଆର କ୍ଲିନ୍ ସୁଇପ୍‌ ପରେ ଆଇସିସି ଟେଷ୍ଟ ମାନ୍ୟତାରେ ଉପରକୁ ଉଠିଛି। ଅଷ୍ଟ୍ରେଲିଆ ଟେଷ୍ଟର ଆଇସିସି ମାନ୍ୟତରେ ତୃତୀୟ ସ୍ଥାନରେ ରହିଛି।ସେହିପରି ଆସେସ୍‌ ସିରିଜରେ ଅଷ୍ଟ୍ରେଲିଆ ଠାରୁ ୪-୦ରେ ଇଂଲଣ୍ଡ ହାରିବା ପରେ ଆଇସିସି ମାନ୍ୟତାରେ ତଳକୁ ଖସି ୫ମ ସ୍ଥାନରେ ପହଞ୍ଚିଛି। ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ଟେଷ୍ଟରେ ୫ମ ସ୍ଥାନରେ ଥିବାବେଳେ ଦଳ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ଇଂଲଣ୍ଡକୁ ଧୂଳିସାତ କରିଥିଲା। ଫଳରେ ଅଷ୍ଟ୍ରେଲିଆ ୫ମ […]

497111306-1468331608-800

497111306-1468331608-800

Ordigital Desk
  • Published: Tuesday, 09 January 2018
  • Updated: 09 January 2018, 03:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସେସ୍‌ ସିରିଜରେ ଅଷ୍ଟ୍ରେଲିଆର କ୍ଲିନ୍ ସୁଇପ୍‌ ପରେ ଆଇସିସି ଟେଷ୍ଟ ମାନ୍ୟତାରେ ଉପରକୁ ଉଠିଛି। ଅଷ୍ଟ୍ରେଲିଆ ଟେଷ୍ଟର ଆଇସିସି ମାନ୍ୟତରେ ତୃତୀୟ ସ୍ଥାନରେ ରହିଛି।ସେହିପରି ଆସେସ୍‌ ସିରିଜରେ ଅଷ୍ଟ୍ରେଲିଆ ଠାରୁ ୪-୦ରେ ଇଂଲଣ୍ଡ ହାରିବା ପରେ ଆଇସିସି ମାନ୍ୟତାରେ ତଳକୁ ଖସି ୫ମ ସ୍ଥାନରେ ପହଞ୍ଚିଛି। ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ଟେଷ୍ଟରେ ୫ମ ସ୍ଥାନରେ ଥିବାବେଳେ ଦଳ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ଇଂଲଣ୍ଡକୁ ଧୂଳିସାତ କରିଥିଲା। ଫଳରେ ଅଷ୍ଟ୍ରେଲିଆ ୫ମ ସ୍ଥାନରୁ ୨ଟି ସ୍ଥାନ ଉପରକୁ ଉଠି ୩ୟ ସ୍ଥାନରେ ପହଞ୍ଚିଛି।

ଅନ୍ୟପଟେ ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଠାରୁ ପରାସ୍ତ ହୋଇଥିଲେ ମଧ୍ୟ ଭାରତର ମାନ୍ୟତାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଭାରତ ଟେଷ୍ଟରେ ଏବେ ଆଇସିସି  ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିଛି। ୧୨୪ ଅଙ୍କ ସହ ଭାରତ ଆଇସିସି ମାନ୍ୟତାରେ ପ୍ରଥମ ସ୍ଥାନରେ ଥିବା ବେଳେ ୧୧୧ ଅଙ୍କ ସହ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ, ୧୦୪ ଅଙ୍କ ସହ ଅଷ୍ଟ୍ରେଲିଆ ତୃତୀୟ, ୧୦୦ ଅଙ୍କ ସହ ନ୍ୟୁଜିଲାଣ୍ଡ ୪ର୍ଥ ଓ ୯୯ ଅଙ୍କ ସହ ଇଂଲଣ୍ଡ ପଞ୍ଚମ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story