ଆଇସିସି ମହିଳା ଦିନିକିଆ ରାଙ୍କିଙ୍ଗ୍‌: ଶୀର୍ଷ ସ୍ଥାନ ହରାଇଲେ ମନ୍ଧାନା

ଦୁବାଇ: ଭାରତୀୟ ମହିଳା କ୍ରିକେଟ୍ ଟିମର ଓପ୍ନର ସ୍ମୃତି ମନ୍ଧାନା ଆଇସିସି ମହିଳା ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ନିଜର ଶୀର୍ଷ ସ୍ଥାନ ହରାଇଛନ୍ତି। ତାଙ୍କ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡର ଆମି ସାଟର୍ଥୱେଟ ଏକ ନମ୍ବର ସ୍ଥାନ ଦଖଲ କରିଛନ୍ତି। ଆହତ କାରଣରୁ ମନ୍ଧାନା ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ଭାଗ ନେଇପାରି ନଥିଲେ, ଯେଉଁକାରଣରୁ ତାଙ୍କୁ ଏହି କ୍ଷତି ହୋଇଛି। ସେ ଗୋଟିଏ ସ୍ଥାନ ଖସି ଦ୍ୱିତୀୟରେ ପହଞ୍ଚିଛନ୍ତି। ମନ୍ଧାନାଙ୍କର ଏବେ ୯୫୫ ପଏଣ୍ଟ ରହିଛି। […]

mandhana

mandhana

Ranjit Kumar Jena
  • Published: Tuesday, 15 October 2019
  • Updated: 15 October 2019, 06:44 PM IST

Sports

Latest News

ଦୁବାଇ: ଭାରତୀୟ ମହିଳା କ୍ରିକେଟ୍ ଟିମର ଓପ୍ନର ସ୍ମୃତି ମନ୍ଧାନା ଆଇସିସି ମହିଳା ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ନିଜର ଶୀର୍ଷ ସ୍ଥାନ ହରାଇଛନ୍ତି। ତାଙ୍କ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡର ଆମି ସାଟର୍ଥୱେଟ ଏକ ନମ୍ବର ସ୍ଥାନ ଦଖଲ କରିଛନ୍ତି। ଆହତ କାରଣରୁ ମନ୍ଧାନା ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ଭାଗ ନେଇପାରି ନଥିଲେ, ଯେଉଁକାରଣରୁ ତାଙ୍କୁ ଏହି କ୍ଷତି ହୋଇଛି। ସେ ଗୋଟିଏ ସ୍ଥାନ ଖସି ଦ୍ୱିତୀୟରେ ପହଞ୍ଚିଛନ୍ତି।

ମନ୍ଧାନାଙ୍କର ଏବେ ୯୫୫ ପଏଣ୍ଟ ରହିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଅଭ୍ୟାସ କରୁଥିବା ବେଳେ ମନ୍ଧାନାଙ୍କ ଡାହାଣ ଗୋଡ଼ରେ ବଲ୍ ବାଜି ଫ୍ରାକଚର ହୋଇଥିଲା। ତାଙ୍କ ଅନୁପସ୍ଥିତିରେ ଭାରତ ଏହି ସିରିଜକୁ ୩-୦ରେ ପୋଛି ନେଇଥିଲା। ଅନ୍ୟ ଭାରତୀୟ ବ୍ୟାଟ୍ସଓମ୍ୟାନଙ୍କ ମଧ୍ୟରେ କ୍ୟାପଟେନ୍ ମିତାଲୀ ରାଜ ସପ୍ତମ ସ୍ଥାନକୁ ଖସି ଆସିଥିବା ବେଳେ ହରମନପ୍ରୀତ କୌର୍ ୧୭ତମ ସ୍ଥାନକୁ ଉଠିଛନ୍ତି।

ବୋଲିଂ ରାଙ୍କିଙ୍ଗରେ ଝୁଲନ୍ ଗୋସ୍ୱାମୀ, ଶିଖା ପାଣ୍ଡେ ଓ ପୁନମ ଯାଦବ ଯଥାକ୍ରମେ ଷଷ୍ଠ, ଅଷ୍ଟମ ଓ ନବମ ସ୍ଥାନରେ ରହିଛନ୍ତି। ଅଲରାଉଣ୍ଡର ତାଲିକାରେ ଭାରତର ଦୀପ୍ତି ଶର୍ମା ତୃତୀୟ ସ୍ଥାନରେ ରହିଥିବା ବେଳେ ଶିଖା ଟପ୍‌-୧୦ରେ ପହଞ୍ଚିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story