୫ଟି ପିଲାର ମା’ଙ୍କୁ ବିବାହ କରିବେ ଏହି କ୍ରିକେଟର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବ ପାକିସ୍ତାନୀ କ୍ରିକେଟର୍‌ ଇମ୍ରାନ୍‌ ଖାନ ଆଜି କାଲି ନିଜର ତୃତୀୟ ବିବାହ ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦୀର୍ଘଦିନ ଧରି ତାଙ୍କ ବିବାହର ଖବର ପାକିସ୍ତାନୀ ମିଡ଼ିଆରେ ପ୍ରମୁଖ ନ୍ୟୁଜ ହୋଇଛି। ଇମ୍ରାନ ଏହାର ଜବାବ ରଖିଛନ୍ତି। ଇମ୍ରାନ ଖାନ କହିଛନ୍ତି ବିପକ୍ଷ ଦଳ ଏହି ଘଟଣାକୁ ଏମିତି ଭାବେ ପ୍ରଚାର କରୁଛନ୍ତି ଯେମିତି ବିବାହ କରିବା ବହୁତ ବଡ଼ ଅପରାଧ। ଏହି ମାମଲାରେ ଟ୍ୱିଟ୍‌ ମାଧ୍ୟମରେ ସେ ସଫାଇ ଦେଇଛନ୍ତି। ଇମ୍ରାନ […]

Bushra-Maneka-1-1

Bushra-Maneka-1-1

Ordigital Desk
  • Published: Wednesday, 10 January 2018
  • Updated: 10 January 2018, 04:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବ ପାକିସ୍ତାନୀ କ୍ରିକେଟର୍‌ ଇମ୍ରାନ୍‌ ଖାନ ଆଜି କାଲି ନିଜର ତୃତୀୟ ବିବାହ ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦୀର୍ଘଦିନ ଧରି ତାଙ୍କ ବିବାହର ଖବର ପାକିସ୍ତାନୀ ମିଡ଼ିଆରେ ପ୍ରମୁଖ ନ୍ୟୁଜ ହୋଇଛି। ଇମ୍ରାନ ଏହାର ଜବାବ ରଖିଛନ୍ତି। ଇମ୍ରାନ ଖାନ କହିଛନ୍ତି ବିପକ୍ଷ ଦଳ ଏହି ଘଟଣାକୁ ଏମିତି ଭାବେ ପ୍ରଚାର କରୁଛନ୍ତି ଯେମିତି ବିବାହ କରିବା ବହୁତ ବଡ଼ ଅପରାଧ। ଏହି ମାମଲାରେ ଟ୍ୱିଟ୍‌ ମାଧ୍ୟମରେ ସେ ସଫାଇ ଦେଇଛନ୍ତି।

ଇମ୍ରାନ ଯାହାକୁ ବିବାହ କରିବେ ତାଙ୍କ ନାଁ ବୁଶ୍ରା ମନେକା। ଇମ୍ରାନଙ୍କ ସହ ମନେକାଙ୍କ ଦେଖା ୨୦୧୫ରେ ହୋଇଥିଲା। ମନେକାଙ୍କ ବୟସ ପାଖାପାଖି ୫୦ ବର୍ଷ ହୋଇଥିବା ବେଳେ ସେ ୫ଟି ପିଲାର ମା। କିଛିଦିନ ପୂର୍ବରୁ ସେ ତାଙ୍କ ସ୍ୱାମୀଙ୍କ ଠାରୁ ଆଲଗା ହୋଇଥିଲେ। ମନେକାଙ୍କ ୨ଟି ପୁଅ ଓ ୩ଟି ଝିଅ ଅଛନ୍ତି। ୨ପୁଅ ଏବେ ବିଦେଶରେ ରହୁଥିବା ବେଳେ ମନେକଙ୍କ ବଡ଼ ଝିଅ ବିବାହ କରିସାରିଛନ୍ତି।

ଇମ୍ରାନ କହିଛନ୍ତି ମନେକାଙ୍କୁ ବିବାହ ପ୍ରସ୍ଥାବ ସେ ଦେଇଛନ୍ତି। ଏବେ ମନେକାଙ୍କ ପକ୍ଷରୁ ଏହାର ଜବାବ ଆସିବା ବାକି ରହିଛି। ୬୫ ବର୍ଷ ବୟସର ଅମ୍ରାନ ଖାନଙ୍କ ଏହା ତୃତୀୟ ବିବାହ ହେବ। ଏହାପୂର୍ବରୁ ସେ ୨୦୧୫ରେ ଦ୍ୱିତୀୟ ବିବାହ ଓ ୧୯୯୫ରେ ଇମ୍ରାନ ପ୍ରଥମ ବିବାହ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story