ଆରମ୍ଭ ହେଲା ଫେଡେରେସନ୍ କପ୍: କଟକରେ ବହୁ ନାମୀଦାମୀ ଫୁଟବଲ୍ ତାରକାଙ୍କ ଭିଡ

କଟକ: ଆରମ୍ଭ ହୋଇଛି ଫେଡେରେସନ୍ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ। ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ ଇଷ୍ଟ ବେଙ୍ଗଲ ଓ ଚର୍ଚିଲ ବ୍ରଦର୍ସ ମଧ୍ୟରେ ଯାଉଛି। ସେହିଭଳି ସନ୍ଧ୍ୟା ୭ଟାରେ ଏଜଓ୍ୱାଲ ଏଫ୍‌ସି ଏବଂ ଚେନ୍ନାଇ ସିଟି ଏଫ୍‌ସି ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ଫେଡେରେସନ କପ୍ ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳି, ମ୍ୟାଚ ଅଫିସିଆଲ୍ ଓ ଏଆଇଏଫ୍ଏଫ୍ ଅଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । କଟକ ଡିସିପି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବା ସହ ଟ୍ରାଫିକ ଓ ଶୃଙ୍ଖଳା […]

federation cup 2

Rakesh Mallick
  • Published: Sunday, 07 May 2017
  • , Updated: 07 May 2017, 04:37 PM IST

କଟକ: ଆରମ୍ଭ ହୋଇଛି ଫେଡେରେସନ୍ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ। ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ ଇଷ୍ଟ ବେଙ୍ଗଲ ଓ ଚର୍ଚିଲ ବ୍ରଦର୍ସ ମଧ୍ୟରେ ଯାଉଛି। ସେହିଭଳି ସନ୍ଧ୍ୟା ୭ଟାରେ ଏଜଓ୍ୱାଲ ଏଫ୍‌ସି ଏବଂ ଚେନ୍ନାଇ ସିଟି ଏଫ୍‌ସି ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ଫେଡେରେସନ କପ୍ ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳି, ମ୍ୟାଚ ଅଫିସିଆଲ୍ ଓ ଏଆଇଏଫ୍ଏଫ୍ ଅଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । କଟକ ଡିସିପି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବା ସହ ଟ୍ରାଫିକ ଓ ଶୃଙ୍ଖଳା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା କହିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ଦେଶର ବଛାବଛା ୮ଟି ଦଳ ଭାଗ ନେଉଥିବା ବେଳେ ବହୁ ନାମୀଦାମୀ ଫୁଟବଲ୍ ତାରକା ପଡ଼ଇାକୁ ଓହ୍ଲାଇବେ।

Related story