ଦ୍ୱିତୀୟ ଟେଷ୍ଟ: ଭାରତ-ଏ ଓ ଦକ୍ଷିଣ ଆଫ୍ରିକା-ଏ ମ୍ୟାଚ୍ ଡ୍ର'

ମହୀଶୂର: ଓପନିଂ ବ୍ୟାଟ୍ସମ୍ୟାନ୍ ପ୍ରିୟାଙ୍କ ପାଞ୍ଚାଲଙ୍କ ଶତକ ବଳରେ ଭାରତ-ଏ ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା-ଏ ବିପକ୍ଷ ଦ୍ୱିତୀୟ ଅନଅଫିସିଆଲ୍ ଟେଷ୍ଟ ମ୍ୟାଚକୁ ଡ୍ର’ କରିଛି। ଦୁଇମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚକୁ ଭାରତ-ଏ ଜିତିଥିଲା, ଯଦ୍ଦ୍ୱାରା ଘରୋଇ ଟିମ୍ ସିରିଜକୁ ୧-୦ରେ ଜିତି ନେଇଛି। ଗୁଜରାଟର ବ୍ୟାଟ୍ସମ୍ୟାନ୍ ପାଞ୍ଚାଲ୍ ୧୯୨ ବଲରେ ୯ ଚୌକା ଓ ୪ ଛକା ସହ ୧୦୯ ରନ୍ କରିଥିଲେ, ଯାହା ଫଳରେ ଭାରତ-ଏ ଟିମ୍ ୭୦ ଓଭରରେ ୩ ୱିକେଟ୍ […]

panchal

panchal

Ranjit Kumar Jena
  • Published: Friday, 20 September 2019
  • Updated: 20 September 2019, 07:01 PM IST

Sports

Latest News

ମହୀଶୂର: ଓପନିଂ ବ୍ୟାଟ୍ସମ୍ୟାନ୍ ପ୍ରିୟାଙ୍କ ପାଞ୍ଚାଲଙ୍କ ଶତକ ବଳରେ ଭାରତ-ଏ ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା-ଏ ବିପକ୍ଷ ଦ୍ୱିତୀୟ ଅନଅଫିସିଆଲ୍ ଟେଷ୍ଟ ମ୍ୟାଚକୁ ଡ୍ର' କରିଛି। ଦୁଇମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚକୁ ଭାରତ-ଏ ଜିତିଥିଲା, ଯଦ୍ଦ୍ୱାରା ଘରୋଇ ଟିମ୍ ସିରିଜକୁ ୧-୦ରେ ଜିତି ନେଇଛି।

ଗୁଜରାଟର ବ୍ୟାଟ୍ସମ୍ୟାନ୍ ପାଞ୍ଚାଲ୍ ୧୯୨ ବଲରେ ୯ ଚୌକା ଓ ୪ ଛକା ସହ ୧୦୯ ରନ୍ କରିଥିଲେ, ଯାହା ଫଳରେ ଭାରତ-ଏ ଟିମ୍ ୭୦ ଓଭରରେ ୩ ୱିକେଟ୍ ହରାଇ ୨୦୨ ରନ୍ କରି ପାଳି ଘୋଷଣା କରିଥିଲା। ପାଞ୍ଚାଲ୍ ଏହା ମଧ୍ୟରେ ଦୁଇଟି ବଡ଼ ଭାଗୀଦାରୀ ମଧ୍ୟ କରିଛନ୍ତି।

ସେ ଓପନିଂ ବ୍ୟାଟ୍ସମ୍ୟାନ୍ ଅଭିମନ୍ୟୁ ଈଶ୍ୱରନ୍ (୩୭)ଙ୍କ ସହ ପ୍ରଥମ ୱିକେଟ୍ ପାଇଁ ୯୪ ରନର ପାର୍ଟନରଶିପ୍ କରିଥିଲେ ଏବଂ ପୁଣି ତୃତୀୟ ୱିକେଟ୍ ପାଇଁ କରୁଣ ନାୟରଙ୍କ ସହ ୯୨ ରନ୍ ଯୋଡ଼ିଥିଲେ। ବାମହାତୀ ବୋଲର ସେନୁରାନ ମୁଥୁସାମି ପାଞ୍ଚାଲଙ୍କ ୱିକେଟ୍ ନେଇଥିଲେ। ମୁଥୁସାମି ଭାରତ ବିପକ୍ଷ ଅକ୍ଟୋବର ୨ ତାରିଖରୁ ଆରମ୍ଭ ହେବାକୁଥିବା ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଜାତୀୟ ଦଳରେ ସ୍ଥାନ ପାଇଛନ୍ତି।

ପାଞ୍ଚାଲଙ୍କ ଆଉଟ୍ ପରେ ମ୍ୟାଚର ଫଳାଫଳ ମିଳିବା ସମ୍ଭାବନା ନଥିବାରୁ ମୁକାବିଲାକୁ ଡ୍ର' ଘୋଷିତ କରାଯାଇଥିଲା। ଘରୋଇ କ୍ରିକେଟରେ ଗତ ସିଜନ୍ ହେବ ପ୍ରଚୁର ରନ୍ କରିଚାଲିଥିବା କରୁନ୍ ନାୟର ଲଗାତାର ଦ୍ୱିତୀୟ ଅର୍ଦ୍ଧଶତକ ମାରିଥିଲେ। ପ୍ରଥମ ଇନିଂସରେ ନାୟର୍ ୭୮ ଓ ଦ୍ୱିତୀୟ ଇନିଂସରେ ଅପରାଜିତ ୬୧ ରନ୍ କରିଛନ୍ତି।

ପ୍ରଥମ ଇନିଂସରେ ୯୨ ରନର ଇନିଂସ୍ ଖେଳିଥିବା ଶୁବମାନ୍ ଗିଲ୍ ଦ୍ୱିତୀୟ ଇନିଂସରେ ଖାତା ଖୋଲିବାକୁ ସକ୍ଷମ ହୋଇନଥିଲେ। ଗିଲ୍ ମାତ୍ର ୩ ବଲ୍ ଖେଳି ଡେନ୍ ପିଟଙ୍କ ଶିକାର ହୋଇଥିଲେ। ଏହା ପୂର୍ବରୁ ଭାରତ-ଏ ପ୍ରଥମ ଇନିଂସରେ ୪୧୭ ରନ୍ କରିଥିଲା, ଯାହା ପରେ ଦକ୍ଷିଣ ଆଫ୍ରିକା-ଏ ଟିମ୍ ୪୦୦ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକା-ଏ ପକ୍ଷରୁ ୧୬୧ ରନର ଇନିଂସ୍ ଖେଳିଥିବା ଆଇଡେନ୍ ମର୍କରାମ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେିଚତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story