ଫାଇନାଲ୍‌ରେ କଙ୍ଗାରୁ ଦଳ ସହ ହେବ ମହାମୁକାବିଲା: ଇତିହାସ ରଚିବ କି ଭାରତ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନ୍ୟୁଜିଲାଣ୍ଡରେ ଚାଲିଥିବା ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟରେ ଭାରତର ଦବ୍‌ଦବା ଜାରି ରହିଛି। ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଭାରତ ୨୦୩ରନରେ ବିଜୟୀ ହୋଇଛି। ଭାରତ ପାଇଁ ଏହା ଏକ ବୃହତ ବିଜୟ। ଏହି ବିଜୟ ସହ ଭାରତ ଫାଇନାଲରେ ପହଞ୍ଚିଛି। ଫେବୃଆରୀ ୩ ତାରିଖରେ ଫାଇନାଲ ମ୍ୟାଚ୍‌ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଭାରତ ଏହା ପୂର୍ବରୁ ୭ଥର ଫାଇନାଲରେ ପ୍ରବେଶ କରିସାରିଛି। ଯେଉଁଥିରେ ଟିମ୍‌ ଇଣ୍ଡିଆ ଅଣ୍ଡର-୧୯ ବିଶ୍ୱକପ ଟାଇଟଲ […]

IND-V-AUS-U19

IND-V-AUS-U19

Ordigital Desk
  • Published: Tuesday, 30 January 2018
  • Updated: 30 January 2018, 12:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନ୍ୟୁଜିଲାଣ୍ଡରେ ଚାଲିଥିବା ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟରେ ଭାରତର ଦବ୍‌ଦବା ଜାରି ରହିଛି। ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଭାରତ ୨୦୩ରନରେ ବିଜୟୀ ହୋଇଛି। ଭାରତ ପାଇଁ ଏହା ଏକ ବୃହତ ବିଜୟ। ଏହି ବିଜୟ ସହ ଭାରତ ଫାଇନାଲରେ ପହଞ୍ଚିଛି। ଫେବୃଆରୀ ୩ ତାରିଖରେ ଫାଇନାଲ ମ୍ୟାଚ୍‌ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ।

ଭାରତ ଏହା ପୂର୍ବରୁ ୭ଥର ଫାଇନାଲରେ ପ୍ରବେଶ କରିସାରିଛି। ଯେଉଁଥିରେ ଟିମ୍‌ ଇଣ୍ଡିଆ ଅଣ୍ଡର-୧୯ ବିଶ୍ୱକପ ଟାଇଟଲ ୩ଥର ନିଜ ନାଁରେ କରିଛି। ପୂର୍ବ ବିଶ୍ୱକପରେ ବି ଭାରତ ଫାଇନାଲରେ ପ୍ରବେଶ କରିଥିଲା। ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ଇତିହାସ ରଚିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ।

ଅନ୍ୟପଟେ ଅଷ୍ଟ୍ରେଲିଆ ସେମିଫାଇନାଲରେ ଆଫଗାନିସ୍ତାନକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆ ୬ ୱିକେଟରେ ଆଫଗନିସ୍ତାନକୁ ହରାଇ ପ୍ରଥମ ଟିମ୍‌ ଭାବେ ଫାଇନାଲରେ ପ୍ରବେଶ କରିଥିଲା। ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୮୧ରନରେ ଅଲଆଉଟ୍‌ ହୋଇଥିବା ବେଳେ ୩୭.୩ ଓଭରରେ ୪ ୱିକେଟ୍‌ ହରାଇ ଅଷ୍ଟ୍ରେଲିଆ ଲକ୍ଷ୍ୟ ହାସଲ କରିନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story