ଇନ୍ଦରଜିତଙ୍କ ‘ବି’ ନମୂନା ବି ପଜିଟିଭ୍‌, ରିଓ ଆଶା ଧୂଳିସାତ୍‌

ନୂଆଦିଲ୍ଲୀ: ସଟ୍‌-ପୁଟ ଆଥ୍‌ଲେଟ୍‌ ଇନ୍ଦରଜିତ ସିଂହଙ୍କୁ ଆଜି ଏକ ଶକ୍ତ ଝଟକା ଲାଗିଛି। ଗତ ମଙ୍ଗଳବାର ଦିନ ଜାତୀୟ ଆଣ୍ଟିଂ ଡୋପିଂ ଏଜେନ୍ସି (ନାଡା) ଇନ୍ଦରଜିତଙ୍କ ‘ଏ’ ନମୂନା ପଜିଟିଭ ବାହାରିଥିବା କହିଥିବା ବେଳେ ଆଜି ଏହି ସଂସ୍ଥା ଦେଇଥିବା ‘ବି’ ନମୂନା ବି ପଜିଟିଭ୍‌ ବାହାରିଛି। ଫଳରେ ଭାରତ ପକ୍ଷରୁ ବ୍ରାଜିଲ୍‌ର ରିଓ ଡି ଜେନେରିଓରେ ହେବାକୁ ଅଲିମ୍ପିକ୍‌ରେ ଇନ୍ଦରଜିତ ଭାଗ ନେବା ନେଇ ଆଶା ଧୂଳିସାତ୍‌ ହୋଇଛି। ଇନ୍ଦରଜିତଙ୍କୁ ନାଡା ୪ ବର୍ଷ ପାଇଁ […]

inderjeetpti-m

Rakesh Mallick
  • Published: Tuesday, 02 August 2016
  • , Updated: 02 August 2016, 07:56 PM IST

ନୂଆଦିଲ୍ଲୀ: ସଟ୍‌-ପୁଟ ଆଥ୍‌ଲେଟ୍‌ ଇନ୍ଦରଜିତ ସିଂହଙ୍କୁ ଆଜି ଏକ ଶକ୍ତ ଝଟକା ଲାଗିଛି। ଗତ ମଙ୍ଗଳବାର ଦିନ ଜାତୀୟ ଆଣ୍ଟିଂ ଡୋପିଂ ଏଜେନ୍ସି (ନାଡା) ଇନ୍ଦରଜିତଙ୍କ ‘ଏ’ ନମୂନା ପଜିଟିଭ ବାହାରିଥିବା କହିଥିବା ବେଳେ ଆଜି ଏହି ସଂସ୍ଥା ଦେଇଥିବା ‘ବି’ ନମୂନା ବି ପଜିଟିଭ୍‌ ବାହାରିଛି।

ଫଳରେ ଭାରତ ପକ୍ଷରୁ ବ୍ରାଜିଲ୍‌ର ରିଓ ଡି ଜେନେରିଓରେ ହେବାକୁ ଅଲିମ୍ପିକ୍‌ରେ ଇନ୍ଦରଜିତ ଭାଗ ନେବା ନେଇ ଆଶା ଧୂଳିସାତ୍‌ ହୋଇଛି।

ଇନ୍ଦରଜିତଙ୍କୁ ନାଡା ୪ ବର୍ଷ ପାଇଁ ବାସନ୍ଦ କରିପାରେ। ଏନେଇ ନାଡା ପକ୍ରିୟା ଆରମ୍ଭ କରିଛି।

Related story