ୱେଷ୍ଟଇଣ୍ଡିଜ୍-ଏ ଆଗରେ ୩୭୩ ରନର ଟାର୍ଗେଟ୍

ତ୍ରିନିଦାଦ: ଭାରତ-ଏ ଓ ୱେଷ୍ଟଇଣ୍ଡିଜ୍-ଏ ମଧ୍ୟରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଅନଅଫିସିଆଲ୍ ଟେଷ୍ଟରେ ଭାରତ-ଏ ମଜଭୁତ୍ ସ୍ଥିତିରେ ପହଞ୍ଚିଛି। ତୃତୀୟ ଦିବସରେ ଶୁବମାନ୍ ଗିଲଙ୍କ ରେକର୍ଡ ଦ୍ୱିଶତକ ଓ କ୍ୟାପଟେନ୍ ହନୁମା ବିହାରୀଙ୍କ ଶତକ ବଳରେ ଭାରତ-ଏ ଦ୍ୱିତୀୟ ଇନିଂସରେ ୪ ୱିକେଟ୍ ହରାଇ ୩୬୫ ରନ୍ କରି ପାଳି ଘୋଷଣା କରିଛି। ଫଳରେ ୱେଷ୍ଟଇଣ୍ଡିଜ୍-ଏ ଟିମ୍ ଆଗରେ ୩୭୩ ରନର ଧାର୍ଯ୍ୟ ହୋଇଛି। ଏହି ଲକ୍ଷ୍ୟର ପିଛା କରୁଥିବା ୱେଷ୍ଟଇଣ୍ଡିଜ୍-ଏ ତୃତୀୟ ଦିବସ ଖେଳ […]

vihari

vihari

Ranjit Kumar Jena
  • Published: Friday, 09 August 2019
  • Updated: 09 August 2019, 08:10 PM IST

Sports

Latest News

ତ୍ରିନିଦାଦ: ଭାରତ-ଏ ଓ ୱେଷ୍ଟଇଣ୍ଡିଜ୍-ଏ ମଧ୍ୟରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଅନଅଫିସିଆଲ୍ ଟେଷ୍ଟରେ ଭାରତ-ଏ ମଜଭୁତ୍ ସ୍ଥିତିରେ ପହଞ୍ଚିଛି। ତୃତୀୟ ଦିବସରେ ଶୁବମାନ୍ ଗିଲଙ୍କ ରେକର୍ଡ ଦ୍ୱିଶତକ ଓ କ୍ୟାପଟେନ୍ ହନୁମା ବିହାରୀଙ୍କ ଶତକ ବଳରେ ଭାରତ-ଏ ଦ୍ୱିତୀୟ ଇନିଂସରେ ୪ ୱିକେଟ୍ ହରାଇ ୩୬୫ ରନ୍ କରି ପାଳି ଘୋଷଣା କରିଛି।

ଫଳରେ ୱେଷ୍ଟଇଣ୍ଡିଜ୍-ଏ ଟିମ୍ ଆଗରେ ୩୭୩ ରନର ଧାର୍ଯ୍ୟ ହୋଇଛି। ଏହି ଲକ୍ଷ୍ୟର ପିଛା କରୁଥିବା ୱେଷ୍ଟଇଣ୍ଡିଜ୍-ଏ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ବିନା ୱିକେଟରେ ୩୭ ରନ୍ କରିଛି। ଦୁଇ ଓପ୍ନର୍ ମଣ୍ଟକିନ୍ ୧୫ ଓ ଜେରେମୀ ସୋଲୋଜାନୋ ୨୦ ରନରେ ଅପରାଜିତ ଥିଲେ।

ପ୍ରଥମ ଇନିଂସ୍ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ଭାରତ-ଏ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତୃତୀୟ ଦିବସରେ ଭାରତ-ଏ ତା'ର ପୂର୍ବଦିନର ସ୍କୋର ୨୩/୩ରୁ ଖେଳ ଆରମ୍ଭ କରିଥିଲା। ପୂର୍ବଦିନ ଅପରାଜିତ ଥିବା ଶାହାବାଜ ନଦୀମ ୨୩ ରନ୍ କରି ଆଉଟ୍ ହୋଇଥିଲେ। ଏଥିସହ ଭାରତ-ଏ ୫୦ ରନରେ ୪ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା।

ଏହା ପରେ ଶୁବମାନ୍ ଗିଲ୍ ଓ କ୍ୟାପଟେନ୍ ବିହାରୀ ଦମଦାର ବ୍ୟାଟିଂ କରିଥିଲେ। ଶୁବମାନ୍ ଆକ୍ରମଣାତ୍ମକ ବ୍ୟାଟିଂ କରିଥିବା ବେଳେ ବିହାରୀ ଧୈର୍ଯ୍ୟ ଦେଖାଇଥିଲେ। ଦୁହେଁ ପଞ୍ଚମ ୱିକେଟ୍ ପାଇଁ ଅପରାଜିତ ୩୧୫ ରନର ତ୍ରିଶତକୀୟ ଭାଗୀଦାରୀ କରି ଭାରତକୁ ମଜଭୁତ୍ ସ୍କୋରରେ ପହଞ୍ଚାଇଥିଲେ।

ଏହା ମଧ୍ୟରେ ଗିଲ୍ ନିଜର ପ୍ରଥମ ଦ୍ୱିଶତକ ହାସଲ କରିଥିଲେ। ସେ ୨୪୮ ବଲରେ ୧୯ ଚୌକା ଓ ୨ ଛକା ସହ ୨୦୪ ଓ ବିହାରୀ ୨୨୧ ବଲରେ ୧୦ ଚୌକା ଓ ୧ ଛକା ସହ ୧୧୮ ରନ୍ କରି ଅପରାଜିତ ଥିଲେ। ୱେଷ୍ଟଇଣ୍ଡିଜ୍-ଏ ପକ୍ଷରୁ ଚେମାର ହୋଲ୍ଡର୍ ୨ଟି, କମିନ୍ସ ଓ ଅକିମ୍ ଫ୍ରେଜର୍ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story