ବିଶ୍ୱ ହକି ଲିଗ୍‌ ଫାଇନାଲ: ଭାରତ-ଅଷ୍ଟ୍ରେଲିଆ ମ୍ୟାଚ ଡ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ବିଶ୍ୱ ହକି ଲିଗ୍‌ ଫାଇନାଲର ଦ୍ୱିତୀୟ ମ୍ୟାଚ ୧-୧ରେ ଡ୍ର ହୋଇଯାଇଛି। ଭାରତ ମନଦୀପ ସିଂ ପ୍ରଥମ ଗୋଲ ଦେଇଥିଲେ। ଏହାର ଦୃଢ଼ ଜବାବ ଦେଇଥିଲା ଅଷ୍ଟ୍ରେଲିଆ। ପରେ ଅଷ୍ଟ୍ରେଲିଆର ଜେରିମି ଗୋଲ ଦେଇ ମ୍ୟାଚକୁ ବରାବର କରିଥିଲେ। ଫଳରେ ମ୍ୟାଚ ଡ୍ର ହୋଇଯାଇଥିଲା। ସେପଟେ ଆଜି ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚରେ ଜର୍ମାନୀ ବିଜୟୀ ହୋଇଛି।  ଇଂଲଣ୍ଡକୁ ୨-୦ ଗୋଲରେ ହରାଇଛି ଜର୍ମାନୀ।

hocky-

Rakesh Mallick
  • Published: Friday, 01 December 2017
  • , Updated: 01 December 2017, 10:43 PM IST

Related story