ଜୋହର ବାହରୁ (ମାଲେସିଆ): ସୁଲ୍ତାନ୍ ଜୋହାର୍ କପ୍ର ଉଦ୍ଘାଟନୀ ମ୍ୟାଚ୍ରେ ଗତକାଲି ଭାରତୀୟ ଜୁନିଅର ପୁରୁଷ ଦଳ ମାଲେସିଆକୁ ୨-୧ ଗୋଲ୍ରେ ପରାସ୍ତ କରିଛି।
ମ୍ୟାଚ୍ର ୧୨ ତମ ମିନିଟ୍ରେ ହରମନ୍ଜିତ୍ ସିଂହ ଭାରତ ପକ୍ଷରୁ ପ୍ରଥମ ଗୋଲ୍ ଦେଇଥିଲେ। ଏହା ପରେ ୪୬ତମ ମିନିଟ୍ରେ ଶିଲାନନ୍ଦ ଲାକ୍ରା ଦ୍ୱିତୀୟ ଗୋଲ୍ ଦେଇଥିଲେ। ତେବେ ଏହା ପରେ ପରେ ମାଲେସିଆ ଗୋଟିଏ ଗୋଲ୍ କରିବାରେ ସଫଳ ହୋଇଥିଲା। ମହମ୍ମଦ ଜାଇଦି ଏହି ଗୋଲ୍ ଦେଇଥିଲେ।
FT. The Indian Junior Men's Hockey Team claim a win in their opening fixture of the 8th Sultan of Johor Cup 2018 as they defeat hosts Malaysia with a composed performance on 6th October.#IndiaKaGame pic.twitter.com/Ofl4O2VlAV
— Hockey India (@TheHockeyIndia) October 6, 2018
ଆଜି ଭାରତ ତା’ର ଦ୍ୱିତୀୟ ମ୍ୟାଚ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ।