ଏବେ ଭାରତୀୟ କ୍ରିକେଟରଙ୍କ ଡୋପ ଟେଷ୍ଟ କରିବ 'ନାଡା'

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ଧରି ନା ନା କରିଆସୁଥିବା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶେଷରେ ନ୍ୟାଶନାଲ୍ ଆଣ୍ଟି ଡୋପିଙ୍ଗ୍ ଏଜେନ୍ସି (ନାଡା) ଅଧୀନରେ ଆସିବାକୁ ପ୍ରସ୍ତୁତ ହୋଇଛି। କ୍ରୀଡ଼ା ସଚିବ ରାଧେଶ୍ୟାମ ଝୁଲାନିୟା ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଫଳରେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ ବିସିସିଆଇ ଦେଶର ଅନ୍ୟ କ୍ରୀଡ଼ା ସଂଘ ଭଳି ନାଡା ଅଧୀନରେ ହିଁ ଡୋପ୍ ଟେଷ୍ଟ ଦେବ। ବିସିସିଆଇ ସିଇଓ ରାହୁଲ ଜୋହରିଙ୍କ ସହ ଶୁକ୍ରବାର ସାକ୍ଷାତ […]

bcci-and-nada

bcci-and-nada

Ranjit Kumar Jena
  • Published: Friday, 09 August 2019
  • Updated: 09 August 2019, 05:06 PM IST

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ଧରି ନା ନା କରିଆସୁଥିବା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶେଷରେ ନ୍ୟାଶନାଲ୍ ଆଣ୍ଟି ଡୋପିଙ୍ଗ୍ ଏଜେନ୍ସି (ନାଡା) ଅଧୀନରେ ଆସିବାକୁ ପ୍ରସ୍ତୁତ ହୋଇଛି। କ୍ରୀଡ଼ା ସଚିବ ରାଧେଶ୍ୟାମ ଝୁଲାନିୟା ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଫଳରେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ ବିସିସିଆଇ ଦେଶର ଅନ୍ୟ କ୍ରୀଡ଼ା ସଂଘ ଭଳି ନାଡା ଅଧୀନରେ ହିଁ ଡୋପ୍ ଟେଷ୍ଟ ଦେବ।

ବିସିସିଆଇ ସିଇଓ ରାହୁଲ ଜୋହରିଙ୍କ ସହ ଶୁକ୍ରବାର ସାକ୍ଷାତ କରିବା ପରେ ଝୁଲାନିୟା କହିଛନ୍ତି, ବିସିସିଆଇ ଏବେ ନାଡାର ସବୁ ନିୟମ ପାଳନ କରିବା ପାଇଁ ଆମକୁ ଲିଖିତ ଆକାରରେ ପ୍ରତିଶ୍ରୁତି ଦେଇଛି। ଯାହା ଫଳରେ ଏବେ 'ନାଡା' ସବୁ କ୍ରିକେଟରଙ୍କ ପରୀକ୍ଷଣ କରିବ। ତେବେ ଏହି ଘଟଣାକ୍ରମର ଅଧିକ ପ୍ରଭାବ ମଧ୍ୟ ପଡ଼ିବ, କାରଣ ବିସିସିଆଇ ଏବେ (ନ୍ୟାଶନାଲ୍ ସ୍ପୋର୍ଟ୍ସ ଫେଡେରେସନ୍) ଏନଏସଏଫ୍ ହୋଇଛି। ଏହା ଦ୍ୱାରା ବିସିସିଆଇ ଉପରେ ଚାପ ପଡିବା ସ୍ୱାଭାବିକ ହେବ, କାରଣ ସରକାରୀ ନିୟମ ଅନୁଯାୟୀ, ସେମାନେ ଏବେ ସୂଚନା ଅଧିକାରୀ (ଆରଟିଆଇ) ଅଧୀନସ୍ଥ ହେବେ।

ଝୁଲାନିୟା ଆହୁରି କହିଛନ୍ତି, ବିସିସିଆଇ ଆମ ସାମ୍ନାରେ ତିନୋଟି ପ୍ରମୁଖ ମାମଲା ରଖିଛି, ଯେଉଁଥିରେ ଡୋପ୍ ଟେଷ୍ଟ କିଟ୍ସର କ୍ୱାଲିଟି, ପାଥୋଲଜିଷ୍ଟର ଦକ୍ଷତା, ସାମ୍ପଲ୍ ଏକାଠି କରିବା ପ୍ରକ୍ରିୟା ସାମିଲ୍ ଥିଲା। ଆମେ ମଧ୍ୟ ସେମାନଙ୍କୁ ଆଶ୍ୱାସନା ଦେଇଛୁ ଯେ, ସେମାନଙ୍କ ଆବଶ୍ୟକ ମୁତାବକ ସୁବିଧା ପ୍ରଦାନ କରାଯିବ, କିନ୍ତୁ ଏଥିପାଇଁ କିଛି ଶୁଳ୍କ ଲାଗିବ। କାରଣ ବିସିସିଆଇ ଅନ୍ୟମାନଙ୍କଠାରୁ କିଛି ଅଲଗା ନୁହେଁ। ସେମାନଙ୍କୁ ଆମ ନିୟମ ପାଳନ କରିବାକୁ ପଡ଼ିବ।"

ଅନ୍ୟପକ୍ଷରେ ବିସିସିଆଇ ସିଇଓ ରାହୁଲ୍ ଜୋହରି କହିଛନ୍ତି, "ହଁ, ଏବେ ବିସିସିଆଇ ନାଡା ଅଧୀନରେ ଆସିବ। ଆମେ ନାଡାର ସବୁ ନିୟମ ପାଳନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଆମେ କିଛି ପ୍ରଶ୍ନ ଉଠାଇଥିଲୁ ଏବଂ କ୍ରୀଡ଼ା ସଚିବ ଏସବୁର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଆମେ ଉଚ୍ଚସ୍ତରୀୟ ପରୀକ୍ଷଣ ପାଇଁ ଅତିରିକ୍ତ ଶୁଳ୍କ ଦେବା ପାଇଁ ସହମତି ଜଣାଇଛୁ।"

ଏପର୍ଯ୍ୟନ୍ତ ବିସିସିଆଇ ନାଡା ଅଧୀନରେ ଆସିବାକୁ ମନା କରିଆସୁଥିଲା। ବିସିସିଆଇର କହିବା ଅନୁଯାଯୀ, ସେମାନେ ଏକ ସ୍ୱୟଂଶାସିତ ସଂସ୍ଥା। ଆମେ କୌଣସି ଜାତୀୟ କ୍ରୀଡ଼ା ମହାସଂଘ କିମ୍ବା ସରକାରଙ୍କଠାରୁ ପାଉଣା ନେଉ ନାହୁଁ। କିନ୍ତୁ କ୍ରୀଡ଼ା ମନ୍ତ୍ରଣାଳୟ ନିୟମିତ କହିଆସୁଥିଲା ଯେ, ବିସିସିଆଇକୁ ନାଡା ଅନ୍ତର୍ଗତ ଆସିବାକୁ ପଡ଼ିବ। ନିକଟରେ କ୍ରୀଡ଼ା ମନ୍ତ୍ରଣାଳୟ ଦକ୍ଷିଣ ଆଫ୍ରିକା-ଏ' ଓ ମହିଳା ଟିମ୍ ଗସ୍ତର ମଞ୍ଜୁରି ଉପରେ ରୋକ୍ ଲଗାଇଥିଲେ, ଯାହା ପରେ ଚର୍ଚ୍ଚା ହେଉଥିଲା ଯେ ବିସିସିଆଇକୁ ନାଡା ଅନ୍ତର୍ଗତ ଆଣିବା ଚାପରେ କ୍ରୀଡ଼ା ମନ୍ତ୍ରଣାଳୟ ଏଭଳି କରୁଛି । କିନ୍ତୁ ଏବେ ସବୁ ଚର୍ଚ୍ଚା ଉପରେ ବ୍ରେକ୍ ଲାଗିଛି।

ନିକଟରେ ଭାରତୀୟ ଟେଷ୍ଟ ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ'ଙ୍କୁ ଆଣ୍ଟି ଡୋପିଙ୍ଗ୍ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ନିଲମ୍ବିତ କରା ଯାଇଥିଲା। ଏହା ପରେ ନାଡା ସ୍ପଷ୍ଟ ଭାବେ କହିଥିଲା ଯେ, ବିସିସିଆଇ ପାଖରେ କୌଣସି ଖେଳାଳିଙ୍କର ଟେଷ୍ଟ କରିବାର ଅଧିକାର ନାହିଁ। ଏହି ଘଟଣାର କିଛି ଦିନ ପରେ ବିସିସିଆଇ ଏବେ ନାଡା ଅନ୍ତର୍ଗତ ଆସିବାକୁ ରାଜି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story