ସୁଲତାନ ଆଜଲାନ୍ ଶାହ କପ୍‌ ହକି: ହାରିଗଲା ଭାରତ

ଇପୋ (ମାଲେସିଆ): ଶୁକ୍ରବାର ମାଲେସିଆର ଇପୋରେ ଖେଳାଯାଇଥିବା ସୁଲତାନ ଆଜଲାନ୍ ଶାହ କପ୍‌ ହକିର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଆୟରଲ୍ୟାଣ୍ଡଠାରୁ ୨-୩ ଗୋଲ୍‌ରେ ପରାସ୍ତ ହୋଇଛି। ଏହି ପରାଜୟ ସହିତ ଫାଇନାଲ୍‌ ମ୍ୟାଚ୍‌ ଖେଳିବା ଯେଉଁ ଆଶା ଥିଲା ତାହା ପୂରା ଶେଷ ହୋଇଯାଇଛି। ତେବେ ଆସନ୍ତାକାଲି ପଞ୍ଚମ ଓ ଷଷ୍ଠ ସ୍ଥାନ ପାଇଁ ଭାରତ ଓ ଆୟରଲ୍ୟାଣ୍ଡ ମଧ୍ୟରେ ପୁଣି ଏକ ମ୍ୟାଚ୍ ଖେଳାଯିବ। ପୂର୍ବରୁ ଭାରତ ମାଲେସିଆକୁ ୫-୧ ଗୋଲ୍‌ରେ ହୋଇଥିବା ବେଳେ […]

bbb

Rakesh Mallick
  • Published: Friday, 09 March 2018
  • , Updated: 09 March 2018, 08:03 PM IST

ଇପୋ (ମାଲେସିଆ): ଶୁକ୍ରବାର ମାଲେସିଆର ଇପୋରେ ଖେଳାଯାଇଥିବା ସୁଲତାନ ଆଜଲାନ୍ ଶାହ କପ୍‌ ହକିର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଆୟରଲ୍ୟାଣ୍ଡଠାରୁ ୨-୩ ଗୋଲ୍‌ରେ ପରାସ୍ତ ହୋଇଛି। ଏହି ପରାଜୟ ସହିତ ଫାଇନାଲ୍‌ ମ୍ୟାଚ୍‌ ଖେଳିବା ଯେଉଁ ଆଶା ଥିଲା ତାହା ପୂରା ଶେଷ ହୋଇଯାଇଛି। ତେବେ ଆସନ୍ତାକାଲି ପଞ୍ଚମ ଓ ଷଷ୍ଠ ସ୍ଥାନ ପାଇଁ ଭାରତ ଓ ଆୟରଲ୍ୟାଣ୍ଡ ମଧ୍ୟରେ ପୁଣି ଏକ ମ୍ୟାଚ୍ ଖେଳାଯିବ।

ପୂର୍ବରୁ ଭାରତ ମାଲେସିଆକୁ ୫-୧ ଗୋଲ୍‌ରେ ହୋଇଥିବା ବେଳେ ଇଂଲଣ୍ଡ ସହିତ ମ୍ୟାଚ୍‌ ଡ୍ର ରଖିଥିଲା। ତେବେ ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନାଠାରୁ ପରାସ୍ତ ହୋଇଥିଲା।

Related story