ଚହଲଙ୍କ ଏହି ଭୁଲ ପାଇଁ ଭାରତ ମ୍ୟାଚ୍‌ ହାରିଲା

  ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରିକେଟ୍ ଅନିଶ୍ଚିତତାର ଖେଳ। କ୍ରିକେଟ୍‌ରେ କେଉଁ ଦଳ କେତେବେଳେ ଜିତିଥାଏ ତାହା କହିହୁଏ ନାହିଁ।  ଜୋହାନ୍ସବର୍ଗ ମ୍ୟାଚ୍‌ରେ ଭାରତ ଦକ୍ଷିଣ ଆଫ୍ରିକା ଠାରୁ ପରାସ୍ତ ହୋଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୨୮୯ ରନ୍‌ କରିଥିଲା କିନ୍ତୁ ଖରାପ ପାଗ ଓ ବର୍ଷା ଯୋଗୁ ଡକ ୱର୍ଥ ଲୁଇସ ନିୟମ ଅନୁଯାୟୀ ଦକ୍ଷିଣ ଆଫ୍ରିକା ପାଇଁ ୨୮ ଓଭରରେ ୨୦୨ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ଏହି ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୫ […]

203861-yuzvendra-chahal-no-ball

203861-yuzvendra-chahal-no-ball

Ordigital Desk
  • Published: Sunday, 11 February 2018
  • Updated: 11 February 2018, 11:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରିକେଟ୍ ଅନିଶ୍ଚିତତାର ଖେଳ। କ୍ରିକେଟ୍‌ରେ କେଉଁ ଦଳ କେତେବେଳେ ଜିତିଥାଏ ତାହା କହିହୁଏ ନାହିଁ।  ଜୋହାନ୍ସବର୍ଗ ମ୍ୟାଚ୍‌ରେ ଭାରତ ଦକ୍ଷିଣ ଆଫ୍ରିକା ଠାରୁ ପରାସ୍ତ ହୋଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୨୮୯ ରନ୍‌ କରିଥିଲା କିନ୍ତୁ ଖରାପ ପାଗ ଓ ବର୍ଷା ଯୋଗୁ ଡକ ୱର୍ଥ ଲୁଇସ ନିୟମ ଅନୁଯାୟୀ ଦକ୍ଷିଣ ଆଫ୍ରିକା ପାଇଁ ୨୮ ଓଭରରେ ୨୦୨ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ଏହି ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୫ ୱିକେଟ୍‌ ହରାଇ ବିଜୟୀ ହାସଲ କରିନେଇଥିଲା। ହେଲେ ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୮ ଓଭର ବୋଲିଂ କରିବାକୁ ଆସିଥିଲେ ଚହଲ। ସେତେବେଳେ ଦକ୍ଷିଣ ଆଫ୍ରିକାର ୪ ୱିକେଟ୍‌ରେ ୧୦୬ ରନ ସଂଗ୍ରହ କରିଥିଲା। ଏହି ଓଭରର ୫ମ ବଲରେ ଚହଲ ମିଲରଙ୍କୁ ବୋଲ୍ଡ କରିଥିଲେ। କିନ୍ତୁ ଏହି ବଲଟିକୁ ଅମ୍ପିଆର ନୋ ବଲ ଘୋଷଣା କରିଥିଲେ। ଏହି ସମୟରେ ମିଲର ୭ରନରେ ବ୍ୟାଟିଂ କରୁଥିଲେ। ଏହା ପରେ ମିଲର କିନ୍ତୁ ୨୮ବଲରେ ୩୯ରନର ପାଳି ଖେଳିଥିଲେ। ଏବଂ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story