ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ: ୨୯୧ ରନ୍‌ରୁ ଖେଳ ଆରମ୍ଭ କରିବ ଭାରତ

କାନପୁର: କାନପୁରରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟର ଆଜି ଦ୍ୱିତୀୟ ଦିନ। ପ୍ରଥମ ଦିନର ଅସମାପ୍ତ ସ୍କୋର୍‌ ୯ ୱିକେଟ୍‌ରେ ୨୯୧ ରନ୍‌ରୁ  ଆଜି ଭାରତ ଖେଳ ଆରମ୍ଭ କରିବ। ଜାଡେଜା ୧୬ ଓ ଉମେଶ ଯାଦବ ୮ ରନ୍‌ରେ ଅପରାଜିତ ଅଛନ୍ତି। ଗତକାଲି ମୂରଲୀ ବିଜୟ ୬୫ ଓ  ଚେତେଶ୍ୱର ପୂଜାରାଙ୍କ ୬୨ ରନ୍‌ ବଳରେ ଦଳ ସମ୍ମାନଜନକ ସ୍କୋରରେ ପହଞ୍ଚିଥିଲା। ନ୍ୟୁଜିଲାଣ୍ଡ୍‌ ପକ୍ଷରୁ  ସ୍ୟାଣ୍ଟନ୍‌ର ଓ ବୋଲ୍‌ଟି ୩ଟି ଲେଖାଏଁ  ୱିକେଟ୍‌ ଅକ୍ତିଆର କରିଛନ୍ତି। […]

Cricket - India v New Zealand - First Test cricket match

Rakesh Mallick
  • Published: Friday, 23 September 2016
  • , Updated: 23 September 2016, 08:07 AM IST

କାନପୁର: କାନପୁରରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟର ଆଜି ଦ୍ୱିତୀୟ ଦିନ। ପ୍ରଥମ ଦିନର ଅସମାପ୍ତ ସ୍କୋର୍‌ ୯ ୱିକେଟ୍‌ରେ ୨୯୧ ରନ୍‌ରୁ  ଆଜି ଭାରତ ଖେଳ ଆରମ୍ଭ କରିବ। ଜାଡେଜା ୧୬ ଓ ଉମେଶ ଯାଦବ ୮ ରନ୍‌ରେ ଅପରାଜିତ ଅଛନ୍ତି।

ଗତକାଲି ମୂରଲୀ ବିଜୟ ୬୫ ଓ  ଚେତେଶ୍ୱର ପୂଜାରାଙ୍କ ୬୨ ରନ୍‌ ବଳରେ ଦଳ ସମ୍ମାନଜନକ ସ୍କୋରରେ ପହଞ୍ଚିଥିଲା।

ନ୍ୟୁଜିଲାଣ୍ଡ୍‌ ପକ୍ଷରୁ  ସ୍ୟାଣ୍ଟନ୍‌ର ଓ ବୋଲ୍‌ଟି ୩ଟି ଲେଖାଏଁ  ୱିକେଟ୍‌ ଅକ୍ତିଆର କରିଛନ୍ତି। କାନପୁରରେ ଭାରତ ତାର ୫୦୦ତମ ଟେଷ୍ଟ ଖେଳୁଛି।

Related story