ପାକିସ୍ତାନକୁ ଧୂଳିସାତ୍‌ କରି ବିଶ୍ୱକପ ଫାଇନାଲ୍‌ରେ ଭାରତ: ୨୦୩ ରନ୍‌ର ବୃହତ ବିଜୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ। ସେମିଫାଇନାଲ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୨୦୩ ରନରେ ପରାସ୍ତ କରିଛି। ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ୱିକେଟ୍‌ ହରାଇ ୨୭୨ରନ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ସୋଭମ୍ ଗିଲ୍ ଅପରାଜିତ ୧୦୨ ରନ୍ କରିଥିବା ବେଳେ ଅଧିନାୟକ ପୃଥିବୀ ସ୍ ୪୧ ରନ୍ କରିଥିଲେ। ସେହିପରି ପାକିସ୍ତାନ୍ ଟିମ୍ ପକ୍ଷରୁ ମହମ୍ମଦ ମୁସାଙ୍କୁ ୪ଟି ୱିକେଟ୍ ମିଳିଥିଲା। ୨୭୩ରନର […]

index

index

Ordigital Desk
  • Published: Tuesday, 30 January 2018
  • Updated: 30 January 2018, 11:02 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ। ସେମିଫାଇନାଲ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୨୦୩ ରନରେ ପରାସ୍ତ କରିଛି। ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ୱିକେଟ୍‌ ହରାଇ ୨୭୨ରନ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ସୋଭମ୍ ଗିଲ୍ ଅପରାଜିତ ୧୦୨ ରନ୍ କରିଥିବା ବେଳେ ଅଧିନାୟକ ପୃଥିବୀ ସ୍ ୪୧ ରନ୍ କରିଥିଲେ। ସେହିପରି ପାକିସ୍ତାନ୍ ଟିମ୍ ପକ୍ଷରୁ ମହମ୍ମଦ ମୁସାଙ୍କୁ ୪ଟି ୱିକେଟ୍ ମିଳିଥିଲା।

୨୭୩ରନର ବିଜୟ ଲକ୍ଷ୍ୟକୁ ନେଇ ପଡ଼ିଆକୁ ଓହ୍ଲାଇଥିଲା ପାକିସ୍ତାନ। ହେଲେ ଭାରତର ଘାତକ ବୋଲିଂକୁ ସାମ୍ନା କରିପାରିନଥିଲେ ପାକିସ୍ତାନର ବ୍ୟାଟ୍ସମ୍ୟାନ୍‌। ଫଳରେ ପାକିସ୍ତାନ ମାତ୍ର ୬୯ରନରେ ସମସ୍ତ ୱିକେଟ୍‌ ହରାଇ ଭାରତ ଆଗରେ ଆତ୍ମସମର୍ପଣ କରିଥିଲା।

ପାକିସ୍ତାନ ୨୯.୩ ଓଭରରେ ସମସ୍ତ ୱିକେଟ୍‌ ହରାଇ ୬୯ ରନ୍‌ କରିପାରିଛି। ଭାରତ ପକ୍ଷରୁ ଇଶାନ ପୋରେଲ ଘାତକ ବୋଲିଂ କରି ୪ଟି ମୂଲ୍ୟବାନ ୱିକେଟ୍‌ ନେଇଥିବାବ ବେଳେ ରିଆନ ପାରଗ, ଶିବା ସିଂ ୨ଟି ଲେଖାଏଁ  ଓ  ଅନୁକୁଲ ଏସ୍ ରୟ ଏବଂ ଅଭିଶେକ ଶର୍ମା ଗୋଟିଏ ଲେଖାଏଁ ୱିକେଟ୍‌ ହାସଲ କରିଛନ୍ତ। ଏହି ବିଜୟ ସହ ଭାରତ ଫାଇନାଲରେ ପ୍ରବେଶ କରିଛି। ଫାଇନାଲ ମ୍ୟାଚ୍‌ରେ ଭାରତ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story