ଭାରତ-ଶ୍ରୀଲଙ୍କା ଶେଷ ଟି-ଟ୍ୱେଣ୍ଟି: ସିରିଜ୍‌ ଜିତିବାକୁ ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି

ବିଶାଖାପାଟଣା: ଆଜି ବିଶାଖାପାଟଣାରେ ଖେଳା ଯିବା ଭାରତ-ଶ୍ରୀଲଙ୍କା ତିନିଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍‌ର ଅନ୍ତିମ ମ୍ୟାଚ୍। ଏହି ମ୍ୟାଚ୍‌କୁ ଉଭୟ ଦଳ ଜିତିବା ପାଇଁ ଉଦ୍ୟମ କରିବେ। କାରଣ ବର୍ତ୍ତମାନ ସୁଦ୍ଧା ସିରିଜ୍‌ରେ ଉଭୟ ଦଳ ସମାନ ସ୍ଥିତିରେ ଅଛନ୍ତି। ପ୍ରଥମ ମ୍ୟାଚ୍ ଶ୍ରୀଲଙ୍କା ଜିତି ଥିବା ବେଳେ ରାଞ୍ଚିରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍‌ରେ ବାଜି ମାରି ଥିଲା ଭାରତ। ତେଣୁ ଉଭୟ ୧-୧ରେ ଅଛନ୍ତି। ଆଜି ଯିଏ ଜିତିବ ସେ ସିରିଜ୍ ହାତେଇବ। ତେବେ […]

India-Vs-Sri-Lanka

India-Vs-Sri-Lanka

Rakesh Mallick
  • Published: Sunday, 14 February 2016
  • Updated: 14 February 2016, 02:54 AM IST

Sports

Latest News

ବିଶାଖାପାଟଣା: ଆଜି ବିଶାଖାପାଟଣାରେ ଖେଳା ଯିବା ଭାରତ-ଶ୍ରୀଲଙ୍କା ତିନିଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍‌ର ଅନ୍ତିମ ମ୍ୟାଚ୍। ଏହି ମ୍ୟାଚ୍‌କୁ ଉଭୟ ଦଳ ଜିତିବା ପାଇଁ ଉଦ୍ୟମ କରିବେ। କାରଣ ବର୍ତ୍ତମାନ ସୁଦ୍ଧା ସିରିଜ୍‌ରେ ଉଭୟ ଦଳ ସମାନ ସ୍ଥିତିରେ ଅଛନ୍ତି। ପ୍ରଥମ ମ୍ୟାଚ୍ ଶ୍ରୀଲଙ୍କା ଜିତି ଥିବା ବେଳେ ରାଞ୍ଚିରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍‌ରେ ବାଜି ମାରି ଥିଲା ଭାରତ। ତେଣୁ ଉଭୟ ୧-୧ରେ ଅଛନ୍ତି। ଆଜି ଯିଏ ଜିତିବ ସେ ସିରିଜ୍ ହାତେଇବ। ତେବେ ଏହି ମ୍ୟାଚ୍ ଜିତିବା ଭାରତ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ମ୍ୟାଚ୍ ଜିତି ଭାରତ ୨-୧ରେ ସିରିଜ୍ ହାତେଇଲେ ଆଇସିସି ଟି-୨୦ ରାଙ୍କିରେ ୱେଷ୍ଟଇଣ୍ଡିଜ୍ ସହିତ ଯୁଗ୍ମ ୧ ନମ୍ୱରରେ ରହିବ।

ସିରିଜ୍‌ର ପ୍ରଥମ ମ୍ୟାଚ୍‌ ପୁନେରେ ଖେଳା ଯାଇଥିଲା। ସେହି ପିଚ୍‌ରେ ଭାରତୀୟ ଦଳକୁ ସଂଘର୍ଷ କରିବାକୁ ପଡ଼ିଥିଲା। ଦଳର ବ୍ୟାଟିଂ ଲାଇନ୍ ଶ୍ରୀଲଙ୍କା ବୋଲରଙ୍କ ସମ୍ମୁଖରେ ଏକପ୍ରକାର ହାତ ଟେକି ଦେଇଥିଲା। ଏହି ମ୍ୟାଚ୍‌ରେ ଲଜ୍ଜାଜନକ ପରାଜୟ ବରଣ କରିଥିବା ଭାରତୀୟ ଦଳର ବ୍ୟାଟ୍ସମ୍ୟାନ୍‌ମାନେ ରାଞ୍ଚିରେ ବଢ଼ିଆ ପ୍ରଦର୍ଶନ କରିଥିଲେ।

ଆଜି ସନ୍ଧ୍ୟା ସାଢ଼େ ସାତଟାରେ ମ୍ୟାଚ୍ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story