ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ: ଟସ୍‌ ଜିତି ବ୍ୟାଟିଂ କରୁଛି ଭାରତ

ଗାଲେ: ଆଜି ଗାଲେ ଇଣ୍ଟରନ୍ୟାସ୍‌ନାଲ୍‌ ଷ୍ଟାଡିୟମରେ ଖେଳା ଯାଉଛି ଭାରତ-ଶ୍ରୀଲଙ୍କା ମଧ୍ୟସ୍ଥ ତିନୋଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌ର ପ୍ରଥମ ମ୍ୟାଚ୍‌। ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରୁଛି। ଭାରତୀୟ ଟିମ୍‌ରେ ଅଛନ୍ତି ଶିଖର ଧାୱନ, ଅଭିନବ ମୁକୁନ୍ଦ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ, ରିଦ୍ଧିମାନ ଶାହା, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି ଓ ଉମେଶ ଯାଦବ। ଏହି ମ୍ୟାଚ୍‌ରୁ ଟେଷ୍ଟ୍ ଡେବ୍ୟୁ କରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। […]

sikhar

Rakesh Mallick
  • Published: Wednesday, 26 July 2017
  • , Updated: 26 July 2017, 10:26 AM IST

ଗାଲେ: ଆଜି ଗାଲେ ଇଣ୍ଟରନ୍ୟାସ୍‌ନାଲ୍‌ ଷ୍ଟାଡିୟମରେ ଖେଳା ଯାଉଛି ଭାରତ-ଶ୍ରୀଲଙ୍କା ମଧ୍ୟସ୍ଥ ତିନୋଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌ର ପ୍ରଥମ ମ୍ୟାଚ୍‌। ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରୁଛି।

ଭାରତୀୟ ଟିମ୍‌ରେ ଅଛନ୍ତି ଶିଖର ଧାୱନ, ଅଭିନବ ମୁକୁନ୍ଦ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ, ରିଦ୍ଧିମାନ ଶାହା, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି ଓ ଉମେଶ ଯାଦବ।

ଏହି ମ୍ୟାଚ୍‌ରୁ ଟେଷ୍ଟ୍ ଡେବ୍ୟୁ କରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ଅନ୍ୟପକ୍ଷରେ ରବିଚନ୍ଦ୍ରନ ଅଶ୍ୱିନ ଆଜି ତାଙ୍କ କ୍ୟାରିୟରର ୫୦ତମ ଟେଷ୍ଟ ଖେଳୁଛନ୍ତି।

Related story