ଆସନ୍ତାକାଲି ଭାରତ-ଶ୍ରୀଲଙ୍କା ଶେଷ ଟି-ଟ୍ୱେଣ୍ଟି: ସିରିଜ୍‌ ଜିତିବାକୁ ଉଭୟଙ୍କ ପାଇଁ ସୁଯୋଗ

ବିଶାଖାପାଟଣା: ଆସନ୍ତାକାଲି ବିଶାଖାପାଟଣାରେ ଖେଳା ଯିବା ଭାରତ-ଶ୍ରୀଲଙ୍କା ତିନିଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍‌ର ଅନ୍ତିମ ମ୍ୟାଚ୍। ଏହି ମ୍ୟାଚ୍‌କୁ ଭୟ ଦଳ ଜିତିବା ପାଇଁ ଉଦ୍ୟମ କରିବେ। କାରଣ ବର୍ତ୍ତମାନ ସୁଦ୍ଧା ସିରିଜ୍‌ରେ ଉଭୟ ଦଳ ସମାନ ସ୍ଥିତିରେ ଅଛନ୍ତି। ପ୍ରଥମ ମ୍ୟାଚ୍ ଶ୍ରୀଲଙ୍କା ଜିତି ଥିବା ବେଳେ ଗତକାଲି ରାଞ୍ଚିରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍‌ରେ ବାଜି ମାରି ଥିଲା ଭାରତ। ତେଣୁ ଉଭୟ ୧-୧ରେ ଅଛନ୍ତି। ଆସନ୍ତାକାଲି ଯିଏ ଜିତିବ ସେ ସିରିଜ୍ ହାତେଇବ। […]

aswini

aswini

Rakesh Mallick
  • Published: Saturday, 13 February 2016
  • Updated: 13 February 2016, 05:06 PM IST

Sports

Latest News

ବିଶାଖାପାଟଣା: ଆସନ୍ତାକାଲି ବିଶାଖାପାଟଣାରେ ଖେଳା ଯିବା ଭାରତ-ଶ୍ରୀଲଙ୍କା ତିନିଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍‌ର ଅନ୍ତିମ ମ୍ୟାଚ୍। ଏହି ମ୍ୟାଚ୍‌କୁ ଭୟ ଦଳ ଜିତିବା ପାଇଁ ଉଦ୍ୟମ କରିବେ। କାରଣ ବର୍ତ୍ତମାନ ସୁଦ୍ଧା ସିରିଜ୍‌ରେ ଉଭୟ ଦଳ ସମାନ ସ୍ଥିତିରେ ଅଛନ୍ତି। ପ୍ରଥମ ମ୍ୟାଚ୍ ଶ୍ରୀଲଙ୍କା ଜିତି ଥିବା ବେଳେ ଗତକାଲି ରାଞ୍ଚିରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍‌ରେ ବାଜି ମାରି ଥିଲା ଭାରତ। ତେଣୁ ଉଭୟ ୧-୧ରେ ଅଛନ୍ତି। ଆସନ୍ତାକାଲି ଯିଏ ଜିତିବ ସେ ସିରିଜ୍ ହାତେଇବ।

ସିରିଜ୍‌ର ପ୍ରଥମ ମ୍ୟାଚ୍‌ ପୁନେରେ ଖେଳା ଯାଇଥିଲା। ସେହି ପିଚ୍‌ରେ ଭାରତୀୟ ଦଳକୁ ସଂଘର୍ଷ କରିବାକୁ ପଡ଼ିଥିଲା। ଦଳର ବ୍ୟାଟିଂ ଲାଇନ୍ ଶ୍ରୀଲଙ୍କା ବୋଲରଙ୍କ ସମ୍ମୁଖରେ ଏକପ୍ରକାର ହାତ ଟେକି ଦେଇଥିଲା। ଏହି ମ୍ୟାଚ୍‌ରେ ଲଜ୍ଜାଜନକ ପରାଜୟ ବରଣ କରିଥିବା ଭାରତୀୟ ଦଳର ବ୍ୟାଟ୍ସମ୍ୟାନ୍‌ମାନେ କିନ୍ତୁ ଗତକାଲି ରାଞ୍ଚିରେ ବଢ଼ିଆ ଖେଳିଥିଲେ।

ଆସନ୍ତାକାଲି ସନ୍ଧ୍ୟା ସାଢ଼େ ସାତଟାରେ ମ୍ୟାଚ୍ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story