କେଶବ ମହାରାଜ ତୃତୀୟ ଟେଷ୍ଟରୁ ଆଉଟ୍‌

ପୁଣେ: ଦକ୍ଷିଣ ଆଫ୍ରିକା ସ୍ପିନର୍ କେଶବ ମହାରାଜ କାନ୍ଧଜନିତ ଆହତ କାରଣରୁ ଭାରତ ବିପକ୍ଷ ରାଞ୍ଚିରେ ହେବାକୁଥିବା ତୃତୀୟ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ବାମହାତୀ ସ୍ପିନର ଜର୍ଜ ଲିଣ୍ଡେଙ୍କୁ ସୁଯୋଗ ମିଳିଛି। ପୁଣେ ଟେଷ୍ଟର ପ୍ରଥମ ଇନିଂସରେ ଅର୍ଦ୍ଧଶତକ ମାରିଥିବା ମହାରାଜ ମ୍ୟାଚର ଦ୍ୱିତୀୟ ଦିବସରେ ଫିଲ୍ଡିଂ କରୁଥିବା ବେଳେ କାନ୍ଧରେ ଆଘାତ ପାଇଥିଲେ। ଏହା ସତ୍ତ୍ୱେ ସେ ଉଭୟ ଇନିଂସରେ ବ୍ୟାଟିଂ କରିଥିଲେ ଏବଂ ମୋଟ ୯୪ ରନ୍ କରିଥିଲେ। ତେବେ ଚତୁର୍ଥ […]

keshab

keshab

Ranjit Kumar Jena
  • Published: Sunday, 13 October 2019
  • Updated: 13 October 2019, 09:41 PM IST

Sports

Latest News

ପୁଣେ: ଦକ୍ଷିଣ ଆଫ୍ରିକା ସ୍ପିନର୍ କେଶବ ମହାରାଜ କାନ୍ଧଜନିତ ଆହତ କାରଣରୁ ଭାରତ ବିପକ୍ଷ ରାଞ୍ଚିରେ ହେବାକୁଥିବା ତୃତୀୟ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ବାମହାତୀ ସ୍ପିନର ଜର୍ଜ ଲିଣ୍ଡେଙ୍କୁ ସୁଯୋଗ ମିଳିଛି। ପୁଣେ ଟେଷ୍ଟର ପ୍ରଥମ ଇନିଂସରେ ଅର୍ଦ୍ଧଶତକ ମାରିଥିବା ମହାରାଜ ମ୍ୟାଚର ଦ୍ୱିତୀୟ ଦିବସରେ ଫିଲ୍ଡିଂ କରୁଥିବା ବେଳେ କାନ୍ଧରେ ଆଘାତ ପାଇଥିଲେ। ଏହା ସତ୍ତ୍ୱେ ସେ ଉଭୟ ଇନିଂସରେ ବ୍ୟାଟିଂ କରିଥିଲେ ଏବଂ ମୋଟ ୯୪ ରନ୍ କରିଥିଲେ।

ତେବେ ଚତୁର୍ଥ ଦିବସ ଖେଳ ଆରମ୍ଭ ହେବା ପୂର୍ବରୁ ସେ ନିଜ କାନ୍ଧର ଏମଆରଆଇ ସ୍କାନ୍ କରାଇଥିଲେ, ଯାହା ପରେ ସେ ରାଞ୍ଚି ଟେଷ୍ଟ ପାଇଁ ଅନଫିଟ୍ ଘୋଷିତ ହୋଇଥିଲେ। ଏ ନେଇ କ୍ରିକେଟ୍ ଦକ୍ଷିଣ ଆଫ୍ରିକାର ଡାକ୍ତର ରାମଜୀ ହଶେନ୍ଦ୍ର କହିଛନ୍ତି, ଏମଆରଆଇ ସ୍କାନ୍ ପରେ ଜଣାପଡ଼ିଲା ଯେ ମହାରାଜଙ୍କ ଡାହାଣ କାନ୍ଧର ମାଂସପେଶୀରେ ଆଘାତ ଲାଗିଛି, ଯାହା ଗତକାଲି ସେ ବ୍ୟାଟିଂ କରୁଥିବା ବେଳେ ଜଣାପଡ଼ିଥିଲା। ଆଜି ସକାଳେ ତାଙ୍କ ଆଘାତ ଅତ୍ୟଧିକ ଥିବା ଜଣାପଡ଼ିଥିଲା। ତେଣୁ ଏଭଳି ସ୍ଥିତିରେ ତାଙ୍କ ପକ୍ଷେ ପରବର୍ତ୍ତୀ ମ୍ୟାଚ୍ ପାଇଁ ଅସମ୍ଭବ ହୋଇପଡ଼ିଛି। ତାଙ୍କୁ ଏବେ ଫିଟ୍ ହେବା ପାଇଁ ଆହୁରି ଦୁଇ-ତିନି ସପ୍ତାହ ସମୟ ଲାଗିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story