ମଇଦାନ ଭିତରେ ହଜିଲା ବଲ୍, ଆଉ ତା' ପରେ…, ଦେଖନ୍ତୁ ଏହି ଭିଡିଓ

ବିଶାଖାପାଟଣା: ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତ ଚମତ୍କାର ଖେଳ ଦେଖାଇ ମ୍ୟାଚରେ ତା’ର ଆଧିପତ୍ୟ ବିସ୍ତାର କରିଛି। ଦ୍ୱିତୀୟ ଦିବସରେ ଦର୍ଶକ ମୟଙ୍କ ଅଗ୍ରୱାଲ ଓ ରୋହିତ୍ ଶର୍ମାଙ୍କ ବ୍ୟାଟିଂର ଭରପୂର ମଜା ଉଠାଇଛନ୍ତି, କିନ୍ତୁ ଏହା ସହ ଆଉ ଏକ ଘଟଣା ଘଟିଥିଲା, ଯାହା ସମସ୍ତଙ୍କୁ ହସିବାକୁ ବାଧ୍ୟ କରିଥିଲା। ଭାରତୀୟ ଇନିଂସର ୧୨୯ତମ ଓଭରରେ ଏହି ଘଟଣା ଘଟିଥିଲା। ଏହି ଓଭରରେ ଦକ୍ଷିଣ ଆଫ୍ରିକାର ୱିକେଟକିପର କ୍ୱିଣ୍ଟନ୍ ଡି’କକ୍ ବଲ ଧରିବାରେ ବିଫଳ […]

ball

ball

Ranjit Kumar Jena
  • Published: Thursday, 03 October 2019
  • Updated: 03 October 2019, 08:24 PM IST

Sports

Latest News

ବିଶାଖାପାଟଣା: ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତ ଚମତ୍କାର ଖେଳ ଦେଖାଇ ମ୍ୟାଚରେ ତା'ର ଆଧିପତ୍ୟ ବିସ୍ତାର କରିଛି। ଦ୍ୱିତୀୟ ଦିବସରେ ଦର୍ଶକ ମୟଙ୍କ ଅଗ୍ରୱାଲ ଓ ରୋହିତ୍ ଶର୍ମାଙ୍କ ବ୍ୟାଟିଂର ଭରପୂର ମଜା ଉଠାଇଛନ୍ତି, କିନ୍ତୁ ଏହା ସହ ଆଉ ଏକ ଘଟଣା ଘଟିଥିଲା, ଯାହା ସମସ୍ତଙ୍କୁ ହସିବାକୁ ବାଧ୍ୟ କରିଥିଲା।

ଭାରତୀୟ ଇନିଂସର ୧୨୯ତମ ଓଭରରେ ଏହି ଘଟଣା ଘଟିଥିଲା। ଏହି ଓଭରରେ ଦକ୍ଷିଣ ଆଫ୍ରିକାର ୱିକେଟକିପର କ୍ୱିଣ୍ଟନ୍ ଡି'କକ୍ ବଲ ଧରିବାରେ ବିଫଳ ହୋଇଥିଲେ ଏବଂ ବଲଟି ବାଉଣ୍ଡ୍ରୀକୁ ଚାଲିଯାଇଥିଲା। ସବୁକିଛି ସାମାନ୍ୟ ଥିଲା, କିନ୍ତୁ ଅଚାନକ୍ ଦକ୍ଷିଣ ଆଫ୍ରିକା ଖେଳାଳି ଚିନ୍ତାରେ ପଡ଼ିଯାଇଥିଲେ, କାରଣ ବଲ୍ ଗାୟବ ହୋଇଯାଇଥିଲା । ବଲ୍ ପଛରେ ଦୌଡ଼ୁଥିବା ଭର୍ନନ୍ ଫିଲାଣ୍ଡର ବଲକୁ ଖୋଜିଥିଲେ ହେଁ, ଏହା ମିଳିନଥିଲା।

ବାଉଣ୍ଡ୍ରୀ ଲାଇନରେ ବସିଥିବା ଦକ୍ଷିଣ ଆଫ୍ରିକାର ଦୁଇ ଅତିରିକ୍ତ ଖେଳାଳି ମଧ୍ୟ ବଲ୍ ଖୋଜିବାରେ ଲାଗିପଡ଼ିଥିଲେ, କିନ୍ତୁ ସେମାନେ ମଧ୍ୟ ବିଫଳ ହୋଇଥିଲେ। ସେମାନଙ୍କ ସହାୟତା ପାଇଁ ଗ୍ରାଉଣ୍ଡ ଷ୍ଟାଫ୍ ମଧ୍ୟ ପହଞ୍ଚିଥିଲେ, ତଥାପି ବଲ୍ ମିଳିନଥିଲା। ତେବେ ବଲ୍ ନମିଳିବାର କାରଣ ହେଉଛି, ବଲଟି ବାଉଣ୍ଡ୍ରୀରେ ଲାଗିଥିବା ଦୁଇଟି ଆଡ୍ କଶନ୍ ଭିତରେ ଫସି ଯାଇଥିଲା।

ନିଜ ଖେଳାଳିଙ୍କୁ ଏଭଳି ଅସୁବିଧାରେ ଦେଖି ଆଇଡେନ୍ ମର୍କରାମ ବାଉଣ୍ଡ୍ରୀ ନିକଟକୁ ଦୌଡ଼ି ବଲକୁ ତୁରନ୍ତ ଖୋଜି ବାହାର କରିଥିଲେ। ବାସ୍ତବରେ ମର୍କରାମ ଷ୍ଟାଡିୟମରେ ଲାଗିଥିବା ବଡ଼ ସ୍କ୍ରିନରେ ବଲକୁ ଦେଖି ନେଇଥିଲେ। ଏହି ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story