ମ୍ୟାଚ୍ ବାତିଲ ହେବା ନେଇ ଏମିତି କହିଲେ ବିରାଟ୍ କୋହଲି

ଜର୍ଜଟାଉନ୍: ଗୁରୁବାର ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆକୁ ବର୍ଷା ଧୋଇ ଦେଇଥିଲା। ବର୍ଷା ଯୋଗୁ ମ୍ୟାଚ୍ ବାତିଲ୍ ହେବା ନେଇ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଖୁବ୍ ନିରାଶ ହୋଇଛନ୍ତି। ସେ କହିଛନ୍ତି, ବର୍ଷା ଯୋଗୁ ମ୍ୟାଚ୍ ବାତିଲ ହେବା, କ୍ରିକେଟ୍ ପାଇଁ ସବୁଠାରୁ ଖରାପ। ବର୍ଷା ଯୋଗୁ ବାରମ୍ବାର ଖେଳ ବନ୍ଦ ହେବା ଏବଂ ଆରମ୍ଭ ହେବା, ସମସ୍ତଙ୍କ ପାଇଁ ନୈରାଶ୍ୟଜନକ। ଏହା ଦ୍ୱାରା ଖେଳାଳିମାନଙ୍କ ଆହତ ହେବାର ସମ୍ଭାବନା […]

virat

virat

Ranjit Kumar Jena
  • Published: Friday, 09 August 2019
  • Updated: 09 August 2019, 09:22 PM IST

Sports

Latest News

ଜର୍ଜଟାଉନ୍: ଗୁରୁବାର ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆକୁ ବର୍ଷା ଧୋଇ ଦେଇଥିଲା। ବର୍ଷା ଯୋଗୁ ମ୍ୟାଚ୍ ବାତିଲ୍ ହେବା ନେଇ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଖୁବ୍ ନିରାଶ ହୋଇଛନ୍ତି। ସେ କହିଛନ୍ତି, ବର୍ଷା ଯୋଗୁ ମ୍ୟାଚ୍ ବାତିଲ ହେବା, କ୍ରିକେଟ୍ ପାଇଁ ସବୁଠାରୁ ଖରାପ। ବର୍ଷା ଯୋଗୁ ବାରମ୍ବାର ଖେଳ ବନ୍ଦ ହେବା ଏବଂ ଆରମ୍ଭ ହେବା, ସମସ୍ତଙ୍କ ପାଇଁ ନୈରାଶ୍ୟଜନକ। ଏହା ଦ୍ୱାରା ଖେଳାଳିମାନଙ୍କ ଆହତ ହେବାର ସମ୍ଭାବନା ମଧ୍ୟ ଅଧିକ ରହିଥାଏ। ଏଥିପ୍ରତି ଆମକୁ ଆମକୁ ସତର୍କ ରହିବାକୁ ପଡ଼ିଥାଏ।

କ୍ୟାରିବିୟାନ୍ ପିଚକୁ ନେଇ ବିରାଟ୍ ଆହୁରି କହିଛନ୍ତି, କିଛି ପିଚରେ ଭଲ ପେସ୍ ଓ ବାଉନ୍ସ ରହିବ, କିନ୍ତୁ କିଛି ସ୍ଥାନରେ ସାମାନ୍ୟ ସ୍ଲୋ' ରହିବ। ତେଣୁ ଆମକୁ ପରିସ୍ଥିତି ଅନୁଯାୟୀ ଧୈର୍ଯ୍ୟ ଦେଖାଇବାକୁ ପଡ଼ିବ ବୋଲି ବିରାଟ୍ କହିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ଖେଳାଯାଇଥିବା ପ୍ରଥମ ଦିନିକିଆ ବର୍ଷା ଯୋଗୁ ତିନିଥର ବାତିଲ ହୋଇଛି।

ପ୍ରଥମେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ବର୍ଷା ଲାଗି ରହିଥିଲା। ଯେଉଁ କାରଣରୁ ଦୁଇଘଣ୍ଟା ବିଳମ୍ବରେ ମ୍ୟାଚ୍ ଆରମ୍ଭ ହୋଇଥିଲା। ଏହା ପରେ ୱେଷ୍ଟଇଣ୍ଡିଜ୍ ଇନିଂସର ୫.୪ ଓଭର ହୋଇଥିବା ବେଳେ ବର୍ଷା ବାଧା ସୃଷ୍ଟି କରିଥିଲା। ଏହା ପରେ ଦୁଇଥର ବର୍ଷା ମ୍ୟାଚରେ ବାଧା ଦେଇଥିଲା। ଶେଷରେ ବର୍ଷା ନଛାଡ଼ିବାରୁ ଅମ୍ପାୟାର ମ୍ୟାଚକୁ ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

ବର୍ଷା ବାଧାପ୍ରାପ୍ତ  ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ୧୩ ଓଭରରେ ୧ ୱିକେଟ୍ ହରାଇ ୫୪ ରନ୍ କରିଥିଲା। କ୍ରିସ୍ ଗେଲ୍ ୪ ରନ୍ କରି ଆଉଟ୍ ହୋଇଥିବା ବେଳେ ଏଭିନ୍ ଲୁଇସ୍ ୪୦ ଓ ଶାଇ ହୋପ୍ ୬ ରନରେ ବ୍ୟାଟିଂ କରୁଥିଲେ। ସିରିଜର ଦ୍ୱିତୀୟ ମ୍ୟାଚ୍ ଯଥାକ୍ରମେ ୧୧ ତାରିଖରେ ପୋର୍ଟ ଅଫ୍ ସ୍ପେନରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story