ସ୍ପେଶାଲ ଅଲିମ୍ପିକ୍ସ ୱାର୍ଲ୍ଡ ସମର ଗେମ୍ସରେ ଭାରତର ପଦକ ବର୍ଷା

ନୂଆଦିଲ୍ଲୀ: ୟୁଏଇ ଦୁବାଇରେ ଚାଲିଥିବା ସ୍ପେଶାଲ ଅଲିମ୍ପିକ୍ସ ୱାର୍ଲ୍ଡ ସମର ଗେମ୍ସରେ ଭାରତ ପଦକ ବର୍ଷା କରିଛି। ଏହି ସମ୍ମାନଜନକ ଗେମ୍ସରେ ଭାରତର ୨୮୪ଜଣ ଆଥଲେଟ ଭାଗ ନେଇଥିଲେ। ଭାରତ ୮୫ ସ୍ୱର୍ଣ୍ଣ, ୧୫୪ ରୌପ୍ୟ ଓ ୧୨୯ ବ୍ରୋଞ୍ଜ ସହ ମୋଟ ୩୬୮ ପଦକ ଜିତିଛି। ଏହି ଗେମ୍ସରେ ଭାରତ ସର୍ବାଧିକ ପଦକ ପାୱାରଲିଫ୍ଟିଙ୍ଗ (୨୦ ସ୍ୱର୍ଣ୍ଣ, ୩୩ ରୌପ୍ୟ, ୪୩ ବ୍ରୋଞ୍ଜ) ରେ ଜିତିଛି। ଏହାଛଡ଼ା ରୋଲର ସ୍କେଟିଂରେ ଭାରତକୁ ୪୯ (୧୩ ସ୍ୱର୍ଣ୍ଣ, […]

SS

Ranjit Kumar Jena
  • Published: Thursday, 21 March 2019
  • , Updated: 21 March 2019, 06:14 PM IST

ନୂଆଦିଲ୍ଲୀ: ୟୁଏଇ ଦୁବାଇରେ ଚାଲିଥିବା ସ୍ପେଶାଲ ଅଲିମ୍ପିକ୍ସ ୱାର୍ଲ୍ଡ ସମର ଗେମ୍ସରେ ଭାରତ ପଦକ ବର୍ଷା କରିଛି। ଏହି ସମ୍ମାନଜନକ ଗେମ୍ସରେ ଭାରତର ୨୮୪ଜଣ ଆଥଲେଟ ଭାଗ ନେଇଥିଲେ। ଭାରତ ୮୫ ସ୍ୱର୍ଣ୍ଣ, ୧୫୪ ରୌପ୍ୟ ଓ ୧୨୯ ବ୍ରୋଞ୍ଜ ସହ ମୋଟ ୩୬୮ ପଦକ ଜିତିଛି।

ଏହି ଗେମ୍ସରେ ଭାରତ ସର୍ବାଧିକ ପଦକ ପାୱାରଲିଫ୍ଟିଙ୍ଗ (୨୦ ସ୍ୱର୍ଣ୍ଣ, ୩୩ ରୌପ୍ୟ, ୪୩ ବ୍ରୋଞ୍ଜ) ରେ ଜିତିଛି। ଏହାଛଡ଼ା ରୋଲର ସ୍କେଟିଂରେ ଭାରତକୁ ୪୯ (୧୩ ସ୍ୱର୍ଣ୍ଣ, ୨୦ ରୌପ୍ୟ ଓ ୧୬ ବ୍ରୋଞ୍ଜ) ପଦକ ମିଳିଛି। ସାଇକ୍ଲିଂରେ ଭାରତ ୧୧ ସ୍ୱର୍ଣ୍ଣ, ୧୪ ରୌପ୍ୟ ଓ ୨୦ ବ୍ରୋଞ୍ଜ ସହ ମୋଟ ୪୫ ପଦକ, କ୍ରସ କଣ୍ଟ୍ରି ଓ ଫିଲ୍ଡ ଆଥଲେଟିକ୍ସରେ ୩୯ (୫ ସ୍ୱର୍ଣ୍ଣ, ୨୪ ରୌପ୍ୟ ଓ ୧୦ ବ୍ରୋଞ୍ଜ) ପଦକ ହାସଲ କରିଛି।

Related story