ବର୍ଷା ଧୋଇଦେଲା ଦ୍ୱିତୀୟ ମହିଳା ଟି-୨୦ ମ୍ୟାଚ୍

ସୁରତ: ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା ଟିମ୍ ମଧ୍ୟରେ ଏଠାରେ ଖେଳାଯିବାକୁଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଛି। ଭାରତୀୟ ସମୟ ଅନୁଯାୟୀ ମ୍ୟାଚ୍ ରାତି ୭ଟା ବେଳେ ଆରମ୍ଭ ହେବାର ଥିଲା। କିନ୍ତୁ ଲଗାତାର ବର୍ଷା ଲାଗି ରହିବାରୁ ମ୍ୟାଚରେ ଟସ୍ ମଧ୍ୟ ପଡ଼ିପାରି ନଥିଲା। ମଝିରେ କିଛି ସମୟ ପାଇଁ ବର୍ଷା କମିଥିଲା ବେଳେ ଦର୍ଶକ ପୁଣିଥରେ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ ପହଞ୍ଚିଥିଲେ। ହେଲେ ରାତି ୮ଟାରେ ଅମ୍ପାୟାର […]

women-t20

women-t20

Ranjit Kumar Jena
  • Published: Thursday, 26 September 2019
  • Updated: 26 September 2019, 09:30 PM IST

ସୁରତ: ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା ଟିମ୍ ମଧ୍ୟରେ ଏଠାରେ ଖେଳାଯିବାକୁଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଛି। ଭାରତୀୟ ସମୟ ଅନୁଯାୟୀ ମ୍ୟାଚ୍ ରାତି ୭ଟା ବେଳେ ଆରମ୍ଭ ହେବାର ଥିଲା। କିନ୍ତୁ ଲଗାତାର ବର୍ଷା ଲାଗି ରହିବାରୁ ମ୍ୟାଚରେ ଟସ୍ ମଧ୍ୟ ପଡ଼ିପାରି ନଥିଲା।

ମଝିରେ କିଛି ସମୟ ପାଇଁ ବର୍ଷା କମିଥିଲା ବେଳେ ଦର୍ଶକ ପୁଣିଥରେ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ ପହଞ୍ଚିଥିଲେ। ହେଲେ ରାତି ୮ଟାରେ ଅମ୍ପାୟାର ପିଚ୍ ନୀରିକ୍ଷଣ କରିବା ପରେ ମ୍ୟାଚକୁ ଆନୁଷ୍ଠାନିକ ଭାବେ ବାତିଲ୍ କରିବାକୁ ନିଷ୍ପତ୍ତି ନେଇଥିଲେ। ମ୍ୟାଚ୍ ବାତିଲ ହେବା ହେବା ଦ୍ୱାରା ଦର୍ଶକ ନିରାଶ ହୋଇ ଫେରିଥିଲେ।

ସିରିଜର ତୃତୀୟ ମ୍ୟାଚ୍ ମଧ୍ୟ ଏହି ଭେନ୍ୟୁରେ ଆସନ୍ତା ୨୯ ତାରିଖରେ ଖେଳାଯିବ। ଏହା ପୂର୍ବରୁ ଏଠାରେ ଖେଳାଯାଇଥିବା ପ୍ରଥମ ମ୍ୟାଚକୁ ଭାରତ ୧୧ ରନରେ ଜିତି ସିରିଜରେ ୧-୦ରେ ଆଗୁଆ ରହିଛି। ଉକ୍ତ ମ୍ୟାଚରେ ଭାରତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୩୦ ରନ୍ କରିଥିବା ବେଳେ ଜବାବରେ ଦକ୍ଷିଣ ଆଫ୍ରିକା ୧୧୯ ରନରେ ଅଲଆଉଟ୍ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story