ବିଶ୍ୱ ତୀରନ୍ଦାଜୀ ଚାମ୍ପିଆନସିପ୍: ଦୀପିକା, ଲକ୍ଷ୍ମୀରାଣୀ ଓ ରିମିଲଙ୍କୁ ରୌପ୍ୟ

କୋଫେନହାଗେନ୍: ଭାରତୀୟ ମହିଳା ତୀରନ୍ଦାଜୀ ଦଳର ତିନି ଖେଳାଳୀ ଦୀପିକା କୁମାରୀ, ଲକ୍ଷ୍ମୀରାଣୀ ମାଝି ଓ ରିମିଲ ବୁରିୟୁଲି ବିଶ୍ୱ ତୀରନ୍ଦାଜୀ ଚାମ୍ପିଆନସିପରେ ରୌପ୍ୟ ପଦକ ମିଳିଛି। ରୁଷିଆ ବିପକ୍ଷ ଫାଇନାଲ ମ୍ୟାଚରେ ପରାଜିତ ହୋଇ  ଏହି ତିନି ଖେଳାଳିଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ବିଶ୍ୱ ତୀରନ୍ଦାଜୀ ଚାମ୍ପିଆନସିପର ଫାଇନାଲରେ ରୁଷିଆଠାରୁ ୪-୫ରେ ପରାଜିତ ହୋଇଛି ଭାରତୀୟ ମହିଳା ତୀରନ୍ଦାଜୀ ଦଳ। ରୁଷିଆ ଟିମର ଇନ୍ନା ଷ୍ଟେପାନୋଭା, କେସ୍ନିଆ ପେରୋଭା ଏବଂ ତୁୟାନା ଦାଶିଦୋରଇଭାଙ୍କ ବଳିଷ୍ଠ […]

India women's recurve team claims silver in World Archery Championship

Rakesh Mallick
  • Published: Sunday, 02 August 2015
  • Updated: 02 August 2015, 02:07 PM IST

Sports

Latest News

India women's recurve team claims silver in World Archery Championshipକୋଫେନହାଗେନ୍: ଭାରତୀୟ ମହିଳା ତୀରନ୍ଦାଜୀ ଦଳର ତିନି ଖେଳାଳୀ ଦୀପିକା କୁମାରୀ, ଲକ୍ଷ୍ମୀରାଣୀ ମାଝି ଓ ରିମିଲ ବୁରିୟୁଲି ବିଶ୍ୱ ତୀରନ୍ଦାଜୀ ଚାମ୍ପିଆନସିପରେ ରୌପ୍ୟ ପଦକ ମିଳିଛି। ରୁଷିଆ ବିପକ୍ଷ ଫାଇନାଲ ମ୍ୟାଚରେ ପରାଜିତ ହୋଇ  ଏହି ତିନି ଖେଳାଳିଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ବିଶ୍ୱ ତୀରନ୍ଦାଜୀ ଚାମ୍ପିଆନସିପର ଫାଇନାଲରେ ରୁଷିଆଠାରୁ ୪-୫ରେ ପରାଜିତ ହୋଇଛି ଭାରତୀୟ ମହିଳା ତୀରନ୍ଦାଜୀ ଦଳ। ରୁଷିଆ ଟିମର ଇନ୍ନା ଷ୍ଟେପାନୋଭା, କେସ୍ନିଆ ପେରୋଭା ଏବଂ ତୁୟାନା ଦାଶିଦୋରଇଭାଙ୍କ ବଳିଷ୍ଠ ପ୍ରଦର୍ଶନରେ ଭାରତୀୟ ମହିଳା ତୀରନ୍ଦାଜୀ ଦଳର ପ୍ରଦର୍ଶନ ଫିକା ପଡିଯାଇଥିଲା। ରୁଷିଆ ସପକ୍ଷରେ ନର୍ଭ-ୱେକିଂ ଟାଇ ବ୍ରେକର ୨୮-୨୭ ଯାଇଥିଲା। ପ୍ରଥମ ସେଟରେ ଏହି ଦଳ ୫୬-୫୪ ସ୍କୋର କରିଥିବାବେଳେ ଦ୍ୱିତୀୟ ସେଟରେ ଭାରତୀୟ ଦଳକୁ ପଛରେ ପକାଇ ୫୪-୫୩ ସ୍କୋର କରିଥିଲା ରୁଷିଆ ଦଳ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story