ଇଂଲଣ୍ଡରେ ଭାରତୀୟ ଟିମ୍ ଦେଖିଲା ‘ଭାରତ’

ନୂଆଦିଲ୍ଲୀ: ସଲମାନ୍ ଖାନ୍ ଓ କ୍ୟାଟ୍ରିନା କୈଫ୍ ଅଭିନୀତ ଫିଲ୍ମ ‘ଭାରତ’ ବକ୍ସ ଅଫିସ୍‌ରେ ହିଟ୍ ସାବ୍ୟସ୍ତ ହୋଇଛି। ସଲମାନଙ୍କ ଫ୍ୟାନ୍ ଓ ସମାଲୋଚକଙ୍କ ସହିତ ଭାରତୀୟ କ୍ରିକେଟ୍ ଟିମ୍ ମଧ୍ୟ ଏହି ଫିଲ୍ମକୁ ପ୍ରଶଂସା କରିଛି। ବିଶ୍ୱକପ୍ ଖେଳିବାକୁ ଟିମ୍ ଇଣ୍ଡିଆର ସଦସ୍ୟମାନେ ଇଂଲଣ୍ଡ ଗସ୍ତରେ ଥିବା ବେଳେ ବ୍ୟସ୍ତ ସିଡ୍ୟୁଲ୍ ମଧ୍ୟରୁ ସମୟ ବାହାର କରି ଦଳର ସଦସ୍ୟମାନେ ‘ଭାରତ’ ଦେଖିବାକୁ ଯାଇଥିଲେ। ଏନେଇ କେଦାର ଯାଦବ ଏକ ଫଟୋ ସୋଶାଲ୍ ମିଡିଆରେ ଶେଆର […]

kedaryadv

kedaryadv

Jitendra Garnayak
  • Published: Wednesday, 12 June 2019
  • Updated: 12 June 2019, 12:40 PM IST

ନୂଆଦିଲ୍ଲୀ: ସଲମାନ୍ ଖାନ୍ ଓ କ୍ୟାଟ୍ରିନା କୈଫ୍ ଅଭିନୀତ ଫିଲ୍ମ ‘ଭାରତ’ ବକ୍ସ ଅଫିସ୍‌ରେ ହିଟ୍ ସାବ୍ୟସ୍ତ ହୋଇଛି। ସଲମାନଙ୍କ ଫ୍ୟାନ୍ ଓ ସମାଲୋଚକଙ୍କ ସହିତ ଭାରତୀୟ କ୍ରିକେଟ୍ ଟିମ୍ ମଧ୍ୟ ଏହି ଫିଲ୍ମକୁ ପ୍ରଶଂସା କରିଛି। ବିଶ୍ୱକପ୍ ଖେଳିବାକୁ ଟିମ୍ ଇଣ୍ଡିଆର ସଦସ୍ୟମାନେ ଇଂଲଣ୍ଡ ଗସ୍ତରେ ଥିବା ବେଳେ ବ୍ୟସ୍ତ ସିଡ୍ୟୁଲ୍ ମଧ୍ୟରୁ ସମୟ ବାହାର କରି ଦଳର ସଦସ୍ୟମାନେ ‘ଭାରତ’ ଦେଖିବାକୁ ଯାଇଥିଲେ।

ଏନେଇ କେଦାର ଯାଦବ ଏକ ଫଟୋ ସୋଶାଲ୍ ମିଡିଆରେ ଶେଆର କରିଛନ୍ତି। ଏଥିରେ ଟିମ୍ ଇଣ୍ଡିଆର ଅନେକ ସଦସ୍ୟ ଅଛନ୍ତି। ଫଟୋର କ୍ୟାପ୍‌ସନ୍‌ରେ କେଦାର ଲେଖିଛନ୍ତି, ‘ଭାରତ ଫିଲ୍ମ ଦେଖି ସାରିବେ ପରେ ଭାରତର ଟିମ୍‌।’

ଏହି ଫଟୋରେ ହାର୍ଦ୍ଦିକ ପାଣ୍ଡ୍ୟା, ଶିଖର ଧୱନ, କେ.ଏଲ୍‌ ରାହୁଲ ଓ ମହେନ୍ଦ୍ର ସିଂହ ଧୋନୀ ପ୍ରମୁଖ ଅଛନ୍ତି।

ଟିମ୍ ଇଣ୍ଡିଆର ସଦସ୍ୟମାନେ ‘ଭାରତ’ ଦେଖିବା ପରେ ଖୁସି ଜାହିର କରିଛନ୍ତି ସଲମାନ୍‌। ସେ କେଦାରଙ୍କ ଟ୍ୱିଟ୍‌ରେ ରିଟ୍ୱିଟ୍‌ କରି ଲେଖିଛନ୍ତି,“ଭାରତକୁ ପସନ୍ଦ କରିଥିବାରୁ ଭାରତୀୟ ଟିମ୍‌କୁ ଧନ୍ୟବାଦ... ଭାଇମାନେ ଇଂଲଣ୍ଡରେ ଭାରତ ଦେଖିଥିବାରୁ ଧନ୍ୟବାଦ... ପରବର୍ତ୍ତୀ ମ୍ୟାଚ୍‌ଗୁଡ଼ିକ ପାଇଁ ଶୁଭେଚ୍ଛା... ପୂରା ଭାରତ ଆପଣମାନଙ୍କ ସହିତ ଅଛି...”।

ସୂଚନାଯୋଗ୍ୟ, ସଲମାନଙ୍କ ‘ଭାରତ’ ବକ୍ସ ଅଫିସ୍‌ରେ ୧୬୦ କୋଟି ଆୟ କରି ସାରିଲାଣି। ଅନ୍ୟପକ୍ଷରେ ସାରା ବିଶ୍ୱରେ ଏହା ୨୫୦ କୋଟି ଆୟ କରିସାରିଲାଣି। ଏହି ଫିଲ୍ମରେ ଜ୍ୟାକି ଶ୍ରୋଫ୍‌, ତବୁ, ଦିଶା ପଟାନି ଓ ସୁନୀଲ ଗ୍ରୋଭର ପ୍ରମୁଖ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story