ରୋଜଗାର କରୁଥିବା କୋଟି କୋଟି ଟଙ୍କା କେମିତି ଖର୍ଚ୍ଚ କରନ୍ତି ଭାରତୀୟ କ୍ରିକେଟର୍ ?

ଭାରତ ଏମିତି ଏକ ଦେଶ ଯେଉଁଠି ଲୋକମାନେ କ୍ରିକେଟ ଭାବନ୍ତି, କ୍ରିକେଟ୍ ଖାଆନ୍ତି ଓ କ୍ରିକେଟ୍ ଶୁଅନ୍ତି। ଅର୍ଥାତ ଦେଶର ଅଧିକାଂଶ ଲୋକ ଶୟନେ ସପନେ ଜାଗରଣେ କ୍ରିକେଟ ଖେଳକୁ ହିଁ ଭଲ ପାଆନ୍ତି ଓ ଚର୍ଚ୍ଚା କରନ୍ତି। ତେଣୁ ସାରା ବିଶ୍ୱ ତୁଳନାରେ, ଭାରତୀୟ କ୍ରିକେଟର ବେଶୀ ଲୋକପ୍ରିୟ ଓ ଧନି। କାରଣ ଏଠି କ୍ରିକେଟ କ୍ରେଜ୍ ଯେମିତି ଅଧିକ, ଏହାକୁ ନେଇ ବେପାର ଓ ରାଜନୀତି ବି ସେମିତି ଅଧିକା। ସେଥିପାଇଁ ଏଠି ଅଧିକାଂଶ […]

photo

photo

Rakesh Mallick
  • Published: Wednesday, 19 July 2017
  • Updated: 19 July 2017, 06:30 PM IST

Sports

Latest News

ଭାରତ ଏମିତି ଏକ ଦେଶ ଯେଉଁଠି ଲୋକମାନେ କ୍ରିକେଟ ଭାବନ୍ତି, କ୍ରିକେଟ୍ ଖାଆନ୍ତି ଓ କ୍ରିକେଟ୍ ଶୁଅନ୍ତି। ଅର୍ଥାତ ଦେଶର ଅଧିକାଂଶ ଲୋକ ଶୟନେ ସପନେ ଜାଗରଣେ କ୍ରିକେଟ ଖେଳକୁ ହିଁ ଭଲ ପାଆନ୍ତି ଓ ଚର୍ଚ୍ଚା କରନ୍ତି। ତେଣୁ ସାରା ବିଶ୍ୱ ତୁଳନାରେ, ଭାରତୀୟ କ୍ରିକେଟର ବେଶୀ ଲୋକପ୍ରିୟ ଓ ଧନି। କାରଣ ଏଠି କ୍ରିକେଟ କ୍ରେଜ୍ ଯେମିତି ଅଧିକ, ଏହାକୁ ନେଇ ବେପାର ଓ ରାଜନୀତି ବି ସେମିତି ଅଧିକା। ସେଥିପାଇଁ ଏଠି ଅଧିକାଂଶ ବାପା ମାଆଙ୍କର ସ୍ୱପ୍ନ ଥାଏ, ତାଙ୍କ ପୁଅ ଯଦି କ୍ରିଡ଼ା ପ୍ରତି ଆଗ୍ରହ ପ୍ରକାଶ କରୁଛି, ତେବେ ସେ କ୍ରିକେଟ୍ ହିଁ ଖେଳୁ। କାରଣ ଏଠି କ୍ରିକେଟରମାନଙ୍କ ଉପରେ ସବୁଠାରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥାଏ। ଏମାନେ ଖେଳିଲେ ଯେତିକି ଟଙ୍କା ପାଆନ୍ତି, ତା’ଠାରୁ ଅଧିକ ପାଆନ୍ତି ବିଜ୍ଞାପନ ବା ଆଡଭାଟାଇଜମେଣ୍ଟରୁ। ଏମାନଙ୍କୁ ଟଙ୍କା ସହ ମାନସମ୍ମାନ ଓ ଯଶ ମଧ୍ୟ ବହୁତ ମିଳିଥାଏ। କିନ୍ତୁ ବେଳେବେଳେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠେ, ଭାରତୀୟ କ୍ରିକେଟରମାନେ ରୋଜଗାର କରୁଥିବା କୋଟି କୋଟି ଟଙ୍କା କରନ୍ତି କ’ଣ? ଟଙ୍କାକୁ ସେମାନେ କିପରି ଓ କେଉଁଠି ଖର୍ଚ୍ଚ କରନ୍ତି? ଆସନ୍ତୁ ଜାଣିବା କେଉଁ କ୍ରିକେଟର କେତେ ରୋଜଗାର କରନ୍ତି ଓ ସେମାନେ ଏହାକୁ କେମିତି ଖର୍ଚ୍ଚ କରନ୍ତି?

ବିରାଟ କୋହଲି: ଆଜିକାଲି ବିରାଟ କୋହଲିଙ୍କର ବେଶୀ ଚର୍ଚ୍ଚା। ଖାଲି କ୍ରିକେଟ୍ ନୁହେଁ, ଫ୍ୟାସନ୍ ଓ ଫିଲ୍ମ ଜଗତରେ ସେ ଷ୍ଟାର। ଭାରତୀୟ କ୍ରିକେଟ ଟିମର ଏହି ଷ୍ଟାର୍ କ୍ରିକେଟରର ରୋଜଗାର ଟିକେ ଅଧିକା। ସେ କାଳେ ତାଙ୍କର ସିଂହଭାଗ ରୋଜଗାର ଖର୍ଚ୍ଚ କରିଥାନ୍ତି ଗାଡ଼ି କିଣାରେ। କାରଣ ବିରାଟ ଜଣେ ଗାଡି ସଉକିଆ ଯୁବକ। ତାଙ୍କ ପାଖରେ ରହିଛି ବହୁ ନାମିଦାମୀ ବିଦେଶୀ ବ୍ରାଣ୍ଡର କାର୍। ଯେମିତି AUDI Q7, R8 V10, BMW, LAND ROVER ଓ LAMBORGHINI ବ୍ୟତୀତ ମୁମ୍ବାଇରେ ବିରାଟଙ୍କର ୩୪ କୋଟି ଟଙ୍କାର ଏକ ବଙ୍ଗଳା ସଦୃଶ ଘର ମଧ୍ୟ ରହିଛି।

ମହେନ୍ଦ୍ର ସିଂହ ଧୋନି: ଭାରତକୁ ୱାର୍ଲ୍ଡ କପ୍ ଜିତାଇଥିବାରେ ଧୋନିଙ୍କର ଅବଦାନ ରହିଛି। ୟାଙ୍କୁ ଭାରତୀୟ କ୍ରିକେଟର ଭଦ୍ରଲୋକ ବୋଲି କହନ୍ତି। ଦିନେ ସାରା ଭାରତର ଯୁବପିଢ଼ି ତାଙ୍କ ଷ୍ଟାଇଲ୍ ଅନୁକରଣ କରୁଥିଲା, ତାଙ୍କ ପରି ହେୟାର ଷ୍ଟାଇଲ୍ କରୁଥିଲା। ତେବେ ସରଳ ପ୍ରକୃତିର ଧୋନି ଜଣେ ବାଇକ୍ ସଉକିଆ। ତାଙ୍କ ରୋଜଗାରର ସିଂହଭାଗ ସେ ଭଲ ଭଲ ବାଇକ୍ କିଣିବାରେ ଖର୍ଚ୍ଚ କରନ୍ତି। ତାଙ୍କ ପାଖରେ ବହୁ ଦାମିକା ବାଇକ କଲେକ୍ସନ ଅଛି। ବେଳେବେଳେ ସେ ମହଙ୍ଗା କାର୍ ଓ ଘଣ୍ଚା ବି କିଣନ୍ତି।

ଯୁବରାଜ ସିଂହ: ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଯୁବରାଜ ସିଂହଙ୍କର ଲୋକପ୍ରିୟତା ବି କିଛି କମ୍ ନୁହେଁ। କ୍ୟାନସର ଯୋଗୁ ମଝିରେ କ୍ରିକେଟରୁ ବ୍ରେକ୍ ନେଇଯାଇଥିଲେ ମଧ୍ୟ ତାଙ୍କ ଲୋକପ୍ରିୟତାରେ କିଛି ଆଞ୍ଚ୍ ଆସିନି। ସେ ମଧ୍ୟ ଜଣେ କାର୍ ସଉକିଆ ଯୁବକ। ତାଙ୍କ ପାଖରେ ୫ କୋଟି ଟଙ୍କା ମୂଲ୍ୟର Lamborghini Murcielago କାର୍ ଅଛି। ଏହାବ୍ୟତୀତ ତାଙ୍କ ପାଖରେ ୧.୪୦ କୋଟି ଟଙ୍କା ମୂଲ୍ୟର BMW M5 ମଧ୍ୟ ରହିଛି। ଯୁବରାଜ ନିଜ ରୋଜଗାରର କିଛି ଅଂଶ ଚ୍ୟାରିଟେବଲ ଟ୍ରଷ୍ଟକୁ ମଧ୍ୟ ଦାନ କରିଦିଅନ୍ତି।

ସଚିନ ତେନ୍ଦୁଲକର: ମାଷ୍ଟର୍ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର ଲୋକପ୍ରିୟତାରେ ସବୁଠୁ ଆଗରେ। କ୍ରିକେଟ୍ ଫ୍ୟାନ୍ ତାଙ୍କୁ କହନ୍ତି କ୍ରିକେଟର ଭଗବାନ। ତେଣୁ ସଚିନଙ୍କ ରୋଜଗାର ବି କମ୍ ନୁହେଁ। ତାଙ୍କୁ ମଧ୍ୟ ଦାମୀ କାର୍ ବହୁତ ପସନ୍ଦ। ତାଙ୍କ ପାଖରେ Ferraris 360 Madonna, Nissan ଓ BMWର ଅନେକ ଟପ୍ ମଡେଲ କାର୍ ରହିଛି। ସଚିନଙ୍କୁ ବ୍ରାଣ୍ଡେଡ ଘଣ୍ଟା କିଣିବାକୁ ମଧ୍ୟ ବହୁତ ଭଲ ଲାଗେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story