ତ୍ରିରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଣ୍ଟ: ଦ୍ୱିତୀୟ ମ୍ୟାଚ୍ ଡ୍ର' କଲେ ଜୁନିୟର ମହିଳା ଟିମ୍‌

କ୍ୟାନବେରା (ଅଷ୍ଟ୍ରେଲିଆ): ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଜୁନିୟର ମହିଳା ଟିମର ପ୍ରଶଂସନୀୟ ପ୍ରଦର୍ଶନ ଜାରି ରହିଛି। ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୨-୦ରେ ହରାଇଥିବା ଭାରତୀୟ ମହିଳା ଟିମ୍ ଗୁରୁବାର ତା’ର ଦ୍ୱିତୀୟ ମୁକାବିଲାରେ ଆୟୋଜକ ଅଷ୍ଟ୍ରେଲିଆ ସହ ମ୍ୟାଚ୍ ୧-୧ ଗୋଲରେ ଡ୍ର’ କରିଛି। ମ୍ୟାଚର ୨୫ତମ ମିନିଟରେ ଘରୋଇ ଦଳ ଗୋଟିଏ ଗୋଲ୍ ଅଗ୍ରଣୀ ଲାଭ କରିଥିଲା, କିନ୍ତୁ ଗଗନଦୀପ କୌର ୫୨ତମ ମିନିଟରେ ଗୋଲ୍ ଦେଇ ମ୍ୟାଚକୁ ବରାବର କରାଇଥିଲେ। ଭାରତ ଆକ୍ରମଣାତ୍ମକ […]

women-hockey

women-hockey

Ranjit Kumar Jena
  • Published: Thursday, 05 December 2019
  • Updated: 05 December 2019, 05:41 PM IST

Sports

Latest News

କ୍ୟାନବେରା (ଅଷ୍ଟ୍ରେଲିଆ): ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଜୁନିୟର ମହିଳା ଟିମର ପ୍ରଶଂସନୀୟ ପ୍ରଦର୍ଶନ ଜାରି ରହିଛି। ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୨-୦ରେ ହରାଇଥିବା ଭାରତୀୟ ମହିଳା ଟିମ୍ ଗୁରୁବାର ତା'ର ଦ୍ୱିତୀୟ ମୁକାବିଲାରେ ଆୟୋଜକ ଅଷ୍ଟ୍ରେଲିଆ ସହ ମ୍ୟାଚ୍ ୧-୧ ଗୋଲରେ ଡ୍ର' କରିଛି। ମ୍ୟାଚର ୨୫ତମ ମିନିଟରେ ଘରୋଇ ଦଳ ଗୋଟିଏ ଗୋଲ୍ ଅଗ୍ରଣୀ ଲାଭ କରିଥିଲା, କିନ୍ତୁ ଗଗନଦୀପ କୌର ୫୨ତମ ମିନିଟରେ ଗୋଲ୍ ଦେଇ ମ୍ୟାଚକୁ ବରାବର କରାଇଥିଲେ।

ଭାରତ ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ପ୍ରଥମ କ୍ୱାର୍ଟରରେ ଓହ୍ଲାଇଥିଲା। ମ୍ୟାଚର ଦଶମ ମିନିଟରେ ଭାରତକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ଏହାକୁ ସେମାନେ ଗୋଲରେ ପରିଣତ କରିପାରିନଥିଲେ। ତେବେ ପୂରା ମ୍ୟାଚରେ ଅଷ୍ଟ୍ରେଲିଆର ମଜଭୁତ୍ ଡିଫେନ୍ସ ଭାରତର ଆକ୍ରମଣକୁ ପ୍ରତିହତ କରିଥିଲା। ପ୍ରଥମ କ୍ୱାର୍ଟର୍ ଗୋଲଶୂନ୍ୟ ରହିଥିବା ବେଳେ ଦ୍ୱିତୀୟ କ୍ୱାର୍ଟର୍ ଅଷ୍ଟ୍ରେଲିଆ ସପକ୍ଷରେ ଯାଇଥିଲା। ୨୫ତମ ମିନିଟରେ ସ୍କୋନେଲ୍ କର୍ଟନୀ ଫିଲ୍ଡ ଗୋଲ୍ ଦେଇ ଅଷ୍ଟ୍ରେଲିଆର ଖାତା ଖୋଲିଥିଲେ। ପରେ ଭାରତ ପରିଶୋଧ କରିବାକୁ ପ୍ରୟାସ କରିଥିଲା, କିନ୍ତୁ ଅଷ୍ଟ୍ରେଲିଆ ଭ୍ରମଣକାରୀ ଦଳକୁ ବରାବର କରିବାକୁ କୌଣସି ସୁଯୋଗ ଦେଇନଥିଲା।

ତୃତୀୟ କ୍ୱାର୍ଟରରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଅଷ୍ଟ୍ରେଲିଆ ମିସ୍ କରିଯାଇଥିଲା। ଚତୁର୍ଥ କ୍ୱାର୍ଟର୍ ଆରମ୍ଭରୁ ଭାରତକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ଅଷ୍ଟ୍ରେଲିଆର ମଜଭୁତ୍ ଡିଫେନ୍ସ ଏହାକୁ ରୋକିବାରେ ସଫଳ ହୋଇଥିଲେ। ତେବେ ଭାରତକୁ ବରାବର ପାଇଁ ବେଶୀ ସମୟ ଅପେକ୍ଷା କରିବାକୁ ପଡ଼ିନଥିଲା। ୫୨ତମ ମିନିଟରେ ଗଗନଦୀପ କୌଣସି ଭୁଲ୍ ନକରି ପେନାଲ୍ଟି ଷ୍ଟ୍ରୋକ୍ ଦ୍ୱାରା ଗୋଲ୍ କରି ମ୍ୟାଚକୁ ୧-୧ରେ ବରାବର କରିଥିଲେ। ମ୍ୟାଚର ଶେଷ ୮ ମିନିଟ୍ ଖେଳରେ ଉଭୟ ଦଳ ଡିଫେନ୍ସ ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ, ଯେଉଁକାରଣରୁ ଏଥିରେ କୌଣସି ଗୋଲ୍ ହୋଇନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story