ରାବଣଙ୍କ ଅଶୋକ ବାଟିକା ବୁଲି ଦେଖିଲେ ଟିମ୍‌ ଇଣ୍ଡିଆର ଖେଳାଳି: ସୋସିଆଲ ମିଡିଆରେ ଫଟୋ ହେଲା ଭାଇରାଲ୍‌

ଭୁବନେଶ୍ୱର: ଆସନ୍ତା କାଲି ଠାରୁ ଶ୍ରୀଲଙ୍କା ସହ ଭାରତ ତାର ତୃତୀୟ ତଥା ସିରିଜର ଶେଷ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଯାଉଛି। ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍‌ ସହଜରେ ଜିତି ସିରିଜ୍‌କୁ କବଜା କରିଥିବା ଭାରତୀୟ ଦଳର ମନବଳ ଏବେ ବୃଦ୍ଧି ପାଇଛି। ତେଣୁ ତୃତୀୟ ମ୍ୟାଚ ପୂର୍ବରୁ ଟିମ୍‌ ଇଣ୍ଡିଆର ଅନେକ ସଦସ୍ୟ ଶ୍ରୀଲଙ୍କାର ଅଶୋକ ବାଟିକା ପରିଦର୍ଶନ କରିଛନ୍ତି। ରାମାୟଣରେ ବର୍ଣ୍ଣିତ ଅଛି ଯେ ଏହି ଅଶୋକ ବାଟିକାରେ ରାବଣ ସୀତାଙ୍କୁ ଆଣି ରଖିଥିଲେ। […]

ashok-vatika

ashok-vatika

Rakesh Mallick
  • Published: Friday, 11 August 2017
  • Updated: 11 August 2017, 05:12 PM IST

Sports

Latest News

ଭୁବନେଶ୍ୱର: ଆସନ୍ତା କାଲି ଠାରୁ ଶ୍ରୀଲଙ୍କା ସହ ଭାରତ ତାର ତୃତୀୟ ତଥା ସିରିଜର ଶେଷ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଯାଉଛି। ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍‌ ସହଜରେ ଜିତି ସିରିଜ୍‌କୁ କବଜା କରିଥିବା ଭାରତୀୟ ଦଳର ମନବଳ ଏବେ ବୃଦ୍ଧି ପାଇଛି। ତେଣୁ ତୃତୀୟ ମ୍ୟାଚ ପୂର୍ବରୁ ଟିମ୍‌ ଇଣ୍ଡିଆର ଅନେକ ସଦସ୍ୟ ଶ୍ରୀଲଙ୍କାର ଅଶୋକ ବାଟିକା ପରିଦର୍ଶନ କରିଛନ୍ତି। ରାମାୟଣରେ ବର୍ଣ୍ଣିତ ଅଛି ଯେ ଏହି ଅଶୋକ ବାଟିକାରେ ରାବଣ ସୀତାଙ୍କୁ ଆଣି ରଖିଥିଲେ। ଏହି ଅବସରରେ ମହମ୍ମଦ ସାମି ଓ ଉମେଶ ଯାଦବ ଭିନ୍ନ ଭିନ୍ନ ପୋଜର ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଯାହା ଏବେ ଭାଇରାଲ ହୋଇଛି। ଏହି ଅବସରରେ ନିଜ ନିଜ ପରିବାର ସହ ଅନେକ ଖେଳାଳିଙ୍କୁ ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story